Breaking News

ପ୍ରଥମ ଥର ଦେଖନ୍ତୁ Sidhanta Mohapatra ଙ୍କ ଝିଅ ଦେଖିବାକୁ କେମିତି, ଦେଖିବା ପାଇଁ ନିଜ ବାପାଙ୍କ ଠୁ ଆହୁରି ସୁନ୍ଦର… ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ 1966 ମସିହା ମେ ମାସ 4 ତାରିଖରେ ଜନ୍ମ ଲାଭ କରିଥିବା ଆପଣମାନଙ୍କ ପ୍ରିୟ ହିରୋ ସିଦ୍ଧାନ୍ତ ମହାପାତ୍ର ବା ମୁନା ଭାଇ ଆସନ୍ତୁ ଜାଣିବା ସିଦ୍ଧାନ୍ତ ମହାପାତ୍ର ଘର ପରିବାର ଓ ପର୍ଶୋନାଲ ଲାଇଫ ଏବଂ ତାଙ୍କର ଝିଅ ବିଷୟରେ ସେ ବର୍ତ୍ତମାନ୍ କଣ କରୁଛନ୍ତି ଓ ସେ କେବେ ଫିଲ୍ମ ରେ କାମ କରିବେ ଏହି ସମ୍ପର୍କରେ ଜାଣିବା

ସିଦ୍ଧାନ୍ତ ମହାପାତ୍ର ତାଙ୍କର ଡାକ ନାମ ସୁଦ୍ଧୁ ଏବଂ ମୁନା ଭାଇ ବର୍ତ୍ତମାନ୍ ସମୟରେ ତାଙ୍କର ବୟସ 55 ବର୍ଷ ବୃତ୍ତିରେ ସେ ଜଣେ ଅଭିନେତା ଚଳଚ୍ଚିତ୍ରରେ ଡାଇରେକ୍ଟର ପ୍ରୋଡୁସର ଏହା ସହିତ ସେ ଜଣେ ବିଜନେସ ମ୍ୟାନ ମଧ୍ୟ ବିଶେଷ ଭାବରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଓଲିଉଡ଼ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ବୋଲି କୁହାଯାଏ ସେ ନିଜର କ୍ୟାରିୟର ରେ 150 ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି ଏବଂ ସେ ଏହି ନିଜର ଚଳଚ୍ଚିତ୍ର କ୍ୟାରିୟର ମଧ୍ୟରେ ପାଖା ପାଖି 7 ଟି ଷ୍ଟେଟ ଫିଲ୍ମ ଆୱାର୍ଡ଼ ହାସଲ କରିଛନ୍ତି

ତାହା ପୁଣି 2000 ରୁ 2006 ମସିହା ମଧ୍ୟରେ ଗୁଗଲ ଏକୁମିଡିଆ ର ରିପୋର୍ଟ ଅନୁସାରେ ତାଙ୍କର ରାଜନୈତିକ ଦଳ ହେଉଛି BJD 2004 ରେ ମାମା ମିଶ୍ର ଙ୍କୁ ବିବାହ କରିଥିଲେ ସିଦ୍ଧାନ୍ତ ମହାପାତ୍ର ତାଙ୍କର 2 ଟି ସନ୍ତାନ ଅଛନ୍ତି ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ସିଦ୍ଧାନ୍ତଙ୍କ ଜନ୍ମ ସ୍ଥାନ ହେଉଛି ବ୍ରହ୍ମପୁର ରେ ସେ ବ୍ରାହ୍ମଣ ପରିବାରରେ ଜନ୍ମ ଲାଭ କରିଛନ୍ତି ତାଙ୍କର ସ୍କୁଲ ଟାଇମ ଅତି ବାହିତ ହୋଇଛି SD ଭେଙ୍କିଟେ ସ୍କୁଲ ବ୍ରହ୍ମପୁର ରେ ଏହା ସହିତ DD କଲେଜ କେଉଁଝରରେ ତାଙ୍କର +2 ଟାଇମ୍ ଏବଂ ରାଇରଙ୍ଗପୁର କଲେଜ ରେ ସେ କମର୍ସ ରେ ଗ୍ରାଜୁଏସନ କମ୍ପ୍ଲିଟି କରିଛନ୍ତି

ତାଙ୍କର ବାପାଙ୍କ ନାମ ମାନମ୍ମତ ମିଶ୍ର ଓ ତାଙ୍କର ମା ଉଭୟ ଡକ୍ଟର ଅଟନ୍ତି ସିଦ୍ଧାନ୍ତ ମହାପାତ୍ର ଙ୍କ ସ୍ତ୍ରୀ ମାମା ମିଶ୍ର ସେ ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ଥିଲେ କିନ୍ତୁ ସିଦ୍ଧାନ୍ତ ଙ୍କୁ ବିବାହ କରିବା ପରଠାରୁ ସେ ଚଳଚ୍ଚିତ୍ର ଜଗତ ଠାରୁ ଦୂରେଇ ଯାଇଛନ୍ତି ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅଙ୍କର ନାମ ହେଉଛି ସାଇସିଦ୍ଧି ମହା ପତ୍ର ଏବଂ ତାଙ୍କର ପୁଅଙ୍କ ନାମ ସାଇସାମର୍ଥ୍ୟ ମହାପାତ୍ର ସିଦ୍ଧାନ୍ତ ମହାପାତ୍ର ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 1992 ମସିହାରେ ପରଦାକୁ ଆସିଥିଲା

ସେତେ ବେଳେ ତାଙ୍କର ବୟସ ହୋଇଥିଲା 27 ବର୍ଷ ସେ ନିଜର କ୍ୟାରିୟର ରେ ପାଖା ପାଖି 150 ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି ତାଙ୍କର ଅଭିନୀତ ଚାଳଚିତ୍ର ଯେମିତି କି ଶ୍ରଦ୍ଧାଞ୍ଜଳି ରହିଛି ରହିବି ତୋରି ପାଇଁ କଣ୍ଢେଇ ଆଖିରେ ଲୁହ ଧର୍ମର ହେବ ଜୟ ଏମିତି ଅନେକ ଚଳଚ୍ଚିତ୍ରରେ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ ତେବେ ଆପଣମାନଙ୍କୁ ସିଦ୍ଧାନ୍ତ ମହାପାତ୍ର ଙ୍କର କେଉଁ ଚଳଚ୍ଚିତ୍ର ଟି ବେଶୀ ପସନ୍ଦ ଆସେ ନିଶ୍ଚିତ ଭାବରେ କମେଣ୍ଟ ରେ ଜଣାନ୍ତୁ

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.