Breaking News

ପ୍ରଥମ ଥର ଆଖି ସାମ୍ନାକୁ ଆସିଲେ ସିଦ୍ଧାନ୍ତ ମହାପାତ୍ର ଙ୍କ 18ବର୍ଷ ର ଝିଅ, ସିଦ୍ଧାନ୍ତ ମହାପାତ୍ର ସୋସିଆଲ ମିଡିଆରେ ଫୋଟ Share କରି ଦର୍ଶକ ମାନଙ୍କୁ କଣ କହିଛନ୍ତି ଦେଖନ୍ତୁ !

ଦର୍ଶକବନ୍ଧୁ 4 ଜୁନୁ 2066 ଗ୍ରହଣ କରିଥିବା ଆମର ଓଲିଉଡ ଇଣ୍ଡଷ୍ଟ୍ରିର ଆପଣ ମାନେ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ତାଙ୍କ ଝିଅ ଦେଖିବାକୁ କେମିତି ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ତାହା ସହିତ ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ଯେଉଁ ସମ୍ପର୍କରେ ଆପଣ ମାନେ ପୂର୍ବରୁ କେବେ ଜାଣି ନଥିବେ |

ଦର୍ଶକବନ୍ଧୁ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ କେମିତି ନିକଟରେ ସିଦ୍ଧାନ୍ତରେ ମହାପାତ୍ର ସେହି ସମ୍ପର୍କରେ କିଛି ଫୋଟ ଏବଂ ଭିଡ଼ିଓ ସେଆର କରିଥିଲେ | ସିଦ୍ଧାନ୍ତ ମହାପାତ୍ରଙ୍କର ବର୍ତମାନ ସମୟରେ ବୟସ ହେଉଛି 56 ବ୍ରହ୍ମପୁର ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି ସିଦ୍ଧାନ୍ତ ମହାପାତ୍ରେ ତାଙ୍କର ରାଜନୀତିକି ଦଳ ହେଉଛି ବିଜେଡି 2004 ରେ ସେ ମାମା ମିଶ୍ର ଙ୍କୁ ବିବାହ କରିଥିଲେ ଟଙ୍କାର ପରିବାରରେ କିଏ କିଏ ସବୁ ଆସଛି ଏବଂ ଟଙ୍କାର ପୁଅ ଝିଅ କେତେ ଜଣ ଅଛନ୍ତି ଜାଣନ୍ତୁ |

ସିଦ୍ଧାନ୍ତ ମହାପାତ୍ର ଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଜାଣି ରଖନ୍ତୁ ପିଲାଟି ବେଲାରଇ ସିଦ୍ଧାନ୍ତ ମହାପାତ୍ରଙ୍କର ପାଠ ପଢା ସହିତ ଆକ୍ଟିଙ୍ଗ ପ୍ରତି ବେଶେ ଆଗ୍ରହ ରହିଥିଲା ଏବଂ ପିଲାଟି ବେଳରୁ ସେ ଆକ୍ଟିଙ୍ଗ ଶିଖିବା ଆରମ୍ଭ କରିଥିଲେ ଚେନାଇରେ ସେ MBA କମ୍ପିଲିଟି କରିଛନ୍ତି ସେ ଏକ ଧାରାରେ ରାଜା ନେତା ଏହା ସହିତ ଅଭିନେତା ଚଳଚିତ୍ର ହେରା ଏବଂ ଏହା ସହିତ ସିଦ୍ଧାନ୍ତ ମପତ୍ର ଜଣେ ଭଲ ବିଜିନେସ ମ୍ୟାନ |

1988 ମସିହାରେ ସିଦ୍ଧାନ୍ତ ମହାପାତ୍ର ନିଜର ଚଳଚିତ୍ର କ୍ୟାରିଅର ଆରମ୍ଭ କରିଥିଲେ ପ୍ରଥମରୁ ସେ ସମ୍ବଲପୁରୀ ଓଡ଼ିଆ ସାନ୍ତାଳୀ ଆଲବମରେ କା କରିବ ଆରମ୍ଭ କରିଥିଲେ | ପରବର୍ତୀ ସମୟରେ ଓଡ଼ିଆ ଭାଷାରେ 1992 ମସିହାରେ 27 ବର୍ଷ ବୟସରେ ଟଙ୍କାର ପ୍ରଥମ ଚଳଚିତ୍ର ଶ୍ରଦ୍ଧାଞ୍ଜଳି ରେ ସେ କାମ ଆରମ୍ଭ କରିଥିଲେ | ଏବଂ ଏହି ଚଳଚିତ୍ର ପରଠାରୁ ସେ କେବେ ପଛକୁ ଅନାଇ ଚାହିଁନାହାନ୍ତି ଗୋଟେ ପରେ ଗୋଟେ ଚଳଚ୍ଚିତ୍ର ରେ କାମ କରି ଆସୁଛନ୍ତି | 196 ମସିହାରେ କଣ୍ଢେଇ ଆଖିରେ ଲୁହ 2000 ମସିହାରେ ରାକ୍ଷୀ ବାନ୍ଧିଲି ରଖିବା ମାନ |

ସେ ନିଜର କେରିଅର ମାତ୍ର ଅଳ୍ପ କିଛି ବୟସ ମଧ୍ୟରେ ପାଖ ପାଖି 100 ଚଳଚିତ୍ର ରେ କାମ କରି ଚାଳଛନ୍ତି ଆପଣ ମାନଙ୍କୁ ସିଦ୍ଧାନ୍ତ ମହାପାତ୍ର ଙ୍କର କେଉଁ ଚଳଚିତ୍ର ଟି ସବୁଠାରୁ ବେଶୀ ପସନ୍ଦ ଆସେ ନିଶ୍ଚୟ ଭାବରେ ଆମକୁ କମେଣ୍ଟ କରି ଜଣାଇପାରିବେ | ଦର୍ଶକବନ୍ଧୁ ସିଦ୍ଧାନ୍ତ ମହାପାତ୍ର 2009 ମସିହାରେ ବିଜୁ ଜନତା ଦଳର ସାମିଲୀ ହୋଇଥିଲେ ଏବଂ ସେ 15 ଥର ଲୋକ ସଭା ଇଲେସନ ଜିତିଛନ୍ତି ସେ କ୍ୟାରିଅରରେ ମିଜର କ୍ୟାରିଅରରେ କେତେ ଗୁଡିଏ ପୁରସ୍କାର ମଧ୍ୟ ପାଇଛନ୍ତି |

ଦର୍ଶକବନ୍ଧୁ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ରଙ୍କୁ 2004 ମସିହାରେ ବିବାହ କରିଥିଲେ ସିଦ୍ଧାନ୍ତ ମହାପାତ୍ରଙ୍କର ବାପାଙ୍କ ନାମ ଡ଼ଃ ମନମୋହନ ମହାପାତ୍ର ଏବଂ ମା ଙ୍କ ନାମ କନକ ମହାପାତ୍ର ତାଙ୍କର ମଧ୍ୟ ଦୁଇଟି ସନ୍ତାନ ରହିଛନ୍ତି ଗୋଟେ ପୁଅ ଏବଂ ଗୋଟେ ଝିଅଆପଣ ଆତ୍ମନେ ସେମାନଙ୍କୁ ଏହି ଫୋଟର ଦେଖିପାରୁଥିବେ ସିଦ୍ଧାନ୍ତ ମାହାପାତ୍ର ଙ୍କର ପୁଅ ଝିଅ ନାମ ରହିଛି ସାଇ ସମର୍ଥ ମହାପାତ୍ର, ସାଇ ସିଦ୍ଧି ମହାପାତ୍ର |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.