Breaking News

ପ୍ରତ୍ୟେକ ବ୍ୟକ୍ତିର Bhala ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୪ଟି ସଂକେତ ଦେଖନ୍ତୁ… କଣ ଏହି ସଂକେତ !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତିର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ୪ଟି ସଂକେତ ଭଲ ଏବଂ ଖରାପ ସଂକେତ ଦୁହେଁ ଦୁହଁଙ୍କ ର ବିପରୀତ ଅଟନ୍ତି ଦୁନିଆର ପ୍ରତ୍ୟେକ ମନୁଷ୍ୟ | ଏହି ଖରାପ ସମୟ ଠାରୁ ଦୂରେଇବା ପାଇଁ ଚାହିଥଣ୍ଟି ଏବଂ ଭଲ ସମୟ ଆସିବା କୁ ଅପେକ୍ଷା କରି ରହିଥାନ୍ତି ଅଧିକାଂଶ ବ୍ୟକ୍ତି ଏପରି ରହିଥାନ୍ତି କି ଖରାପ ସମୟ ରେ ଭଗବାନ କୁ ଡାକି ଥାଆନ୍ତି ସମୟ କିନ୍ତୁ ଯେତେବେଳେ ଭଗବାନ ତାଙ୍କ ଉପରେ ଏକ ନିଜର କୃପା ଦୃଷ୍ଟି ଢାଳି ଥାଆନ୍ତି | ତେବେ ସେହି ଲୋକ ମାନେ ସୁଖ ରେ ଅଟେ ମଗ୍ନ ହୋଇଥାନ୍ତି |

ଯେ ସେମାନେ ଭଗବାନ କୁ ହିଁ ଭୁଲି ଯାଇଥାନ୍ତି କିନ୍ତୁ ଆପଣ ଏହା ଜାଣି କରି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଖରାପ ଏବଂ ଭଲ ସମୟ ଆସିବ ପୂର୍ବରୁ ଭଗବାନ ଆମକୁ କିଛି ନା କିଛି ସଂକେତ ଦେଇଥାନ୍ତି କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ନିଜ କାର୍ଯ୍ୟ ରେ ଅଟେ ବ୍ୟସ୍ତ ହୋଇ ଯାଇଥାନ୍ତି ଯେ ସେମାନେ ସେହି ସବୁ ସଂକେତ କୁ ବୁଝି ପାରନ୍ତି ନାହିଁ | ହିନ୍ଦୁ ଧର୍ମ ଅନୁସାରେ ମାତା ଲକ୍ଷ୍ମୀ କୁ ଧନ ର ଦେବୀ ରୂପେ ମନା ଯାଇଥାଏ କୁହାଯାଏ କୁ ଯେ ଲକ୍ଷ୍ମୀ ମାତା ବୋହୁତ ଚଞ୍ଚଳ ଶୋଭାବ ର ହୋଇଥାନ୍ତି ଏବଂ ସେ କେବେ ମଧ୍ୟ ଗୋଟିଏ ଘରେ ସ୍ଥିର ଭାବରେ ରହି ପାରନ୍ତି ନାହିଁ |

ଏହି ପରି ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀ କୁ ସଚ୍ଚୋଟ ମନରେ ପୂଜା କରି ଥାଆନ୍ତି ଏବଂ କାହାର ମଧ୍ୟ ହୃଦୟ କୁ କଷ୍ଟ ଦିଅନ୍ତି ନାହିଁ ତାଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି |ଏବଂ ତାଙ୍କୁ ଧନ ଆଉ ସୁଖ ସମୃଦ୍ଧି ର ଆଶୀର୍ବାଦ ଦେଇଥାନ୍ତି ବିଷ୍ଣୁ ପୂରଣ ଅନୁଯାୟୀ ମାତା ଲକ୍ଷ୍ମୀ କୌଣସି ମଧ୍ୟ ଗୃହରେ ବାସ କରିବା ପୂର୍ବରୁ ସେଠାରେ ରହୁଥିବା ଲୋକ କୁ କିଛି ସଂକେତ ଅବଶ୍ୟ ଦେଇଥାନ୍ତି | ତେବେ ଚାଲନ୍ତୁ ଜାଣିବା ସେହି ସବୁ ସଂକେତ କଣ କଣ ନମ୍ୱର୍ ୧ ପେଚା କୁ ମାତା ଲକ୍ଷ୍ମୀ ଙ୍କର ବାହନ ବୋଲି କୁହାଯାଇଥାଏ ଯଦି ଆପଣ କୁ କେଉଁଟି ପେଚା ଦେଖାଯାଇଥାଏ |

ତେବେ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀ ଆପଣ କ ଦ୍ବାରା ପ୍ରସନ୍ନ ହୋଇଛନ୍ତି ଏବଂ ଅତି ଶୀଘ୍ର ଆପଣ କ ଘରେ ବାସ କରିବା କୁ ଯାଉଛନ୍ତି କାହିଁକି ନା ଯେଉଁଥିରେ ମାତା ଲକ୍ଷ୍ମୀ କର ବାହନ ପେଚା ରହିଥାଏ ସେହି ଜାଗା କୁ ମାତା ଲକ୍ଷ୍ମୀ ତା ପଛରେ ଆସିଯାଇଥନ୍ତି | ଯଦି ଆପଣ କ ଘରେ ତେବେ ଆପଣ ମାତା ଲକ୍ଷ୍ମୀ କର ଜପ କରି ଚାଲନ୍ତୁ ଏବଂ କୌଣସି ମଧ୍ୟ ଏପରି କାର୍ଯ୍ୟ କରନ୍ତୁ ନାହିଁ ଯାହା ଦ୍ବାରା ମାତା ଲକ୍ଷ୍ମୀ ପୁଣି ଥରେ ଚାଲିଯିବେ |

ନମ୍ୱର୍ ୨ ସବୁଜ ରଙ୍ଗ ଯଦି ଅପାଣ କୁ ହଟତ ସବୁଜ ରଙ୍ଗର ଜିନିଷ ଦେଖାଯିବା ର ଅନୁଭବ ହୁଏ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀ ଆପଣ କ ଘରେ ବାସ କରିବାକୁ ଯାଉଛନ୍ତି ବାସ୍ତବ ରେ ସବୁଜ ଜିନିଷ ଯେତିକି ସୁନ୍ଦର ସେମିତି ସବୁଜ ଜିନିଷ ଆମ ଜୀବନ ରେ ଖୁସି ଆଣିଥାଏ ନମ୍ୱର୍ ୩ ଝାଡୁ ଏହା ମାତା ଲକ୍ଷ୍ମୀ କୁ ଅଧିକ ପସନ୍ଦ ହୋଇଥାଏ କାହିଁକି ନା ମାତା ଲକ୍ଷ୍ମୀ କର ବୋହୁତ ପସନ୍ଦ ହୋଇଥାଏ |

ଏହି ପରି ଝାଡୁ ଆମର ଘରର ମଇଲା ସଫା କରିଥାଏ ଓ ଏହା ସହିତ ଏହା ଅମାକୁ ମଇଳା ଦ୍ବାରା ହେଉଥିବା ଅନେକ ରୋଗ ରୁ ରକ୍ଷା କରିଥାଏ ହଠାତ ଆପଣ ଯଦି କିଏ ଝାଡୁ ଲାଗିଥିବାର ଦେଖନ୍ତି ତେବେ ଜନିନିଆନ୍ତୁ ଯେ ମାତା ଲକ୍ଷ୍ମୀ ଆପଣ ଘରେ ପ୍ରବେଶ କରି ସାରିଛନ୍ତି ନମ୍ୱର୍ ୪ ଶଙ୍ଖ ର ଧ୍ୱନି ଯଦି ସକାଳୁ ଉଠି ବା ସମୟରେ ଶଙ୍ଖ ର ଧ୍ଵନି ଆପଣ କୁ ଶୁଣିବାକୁ ମିଳେ |

ତେବେ ଏହା ର ଅର୍ଥ ହେଉଛି ଆପଣ କ ଉପରେ ଭଗବାନ କର କୃପା ପଡିବା କୁ ଯାଉଛି ଏବଂ ଆପଣ କର ଭାଗ୍ୟ ବଦଳିବା ଯାଉଛି ଏବଂ ଏହା ସହିତ ଯେଉଁ ଘରେ ଶଙ୍ଖ ପୂଜା କରାଯାଇଥାଏ ସେହି ଘରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ବାସ କରିଥାନ୍ତି ତେଣୁ ବନ୍ଧୁଗଣ ଆମ ଜୀବନ ରେ ସୁଖ ସମୟ ଆସିବା ପୂର୍ବରୁ ଭଗବାନ ଏହି ସବୁ ସଂକେତ ଦେଇ ଥାନ୍ତି |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.