ଦର୍ଶକବନ୍ଧୁ ଆପଣମାନେ ବୋଲିଉଡ଼ ଅଭିନେତା ବବି ଦେଓଲ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଦେଓଲ ପରିବାର ବୋଲିଉଡ଼ ରେ ନିଜର ବେଶ ନାଁ କରିବାରେ ସଫଳ ହୋଇପାରିଛନ୍ତି ବବିଦେଓଲ ନିଜର ସାନ୍ଦର ଅଭିନୟ ଦ୍ୱାରା ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି |
ତେବେ ଫ୍ରେଣ୍ଡ୍ସ ଆପଣମାନେ ବବି ଦେଓଲ ଙ୍କ ପୁଅକୁ ଦେଖିଛନ୍ତି କି ଯଦି ଦେଖି ନାହାନ୍ତି ତେବେ ଆସନ୍ତୁ ଦେଖିବା | ଧର୍ମେନ୍ଦ୍ର ସନି ଦେଓଲ ଓ ବବି ଦେଓଲ ଙ୍କ ଫ୍ୟାନ ଫୋଲର୍ସ ଇଣ୍ଡିଆ ରେ ଆପଣମାନଙ୍କୁ ବହୁତ ମାତ୍ରାରେ ଦେଖିବାକୁ ମିଳିଯିବ ଆଉ ଏବେ ସନି ଦେଓଲ ଆଉ ବବି ଦେଓଲ ଙ୍କ ପୁଅ ମଧ୍ୟ ଲୋକପ୍ରିୟ ହେବାରେ ଲାଗୁଛନ୍ତି ଓ ଆଗାମୀ ଦିନ ମାନଙ୍କରେ |
ସେମାନଙ୍କୁ ବହୁତ ସାରା ଫିଲ୍ମ ର ମଧ୍ୟ ଅଫର ଆସୁଛି ଆଉ ସନି ଦେଓଲ ଓ ବବି ଦେଓଲ ଙ୍କ ପୁଅ ଆଗ ଦିନମାନଙ୍କରେ ବଡ଼ ପରଦାରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ତେବେ ଫ୍ରେଣ୍ଡ୍ସ ବବି ମିଶ୍ର ଙ୍କ ପୁଅଙ୍କ ନାଁ ହେଉଛି ଆର୍ଯ୍ୟମାନ ଦେଓଲ ଆଉ ତାଙ୍କର ବର୍ତ୍ତମାନ ସମୟର ବୟସ ହେଉଛି 20 ବର୍ଷ ଆଉ ବର୍ତ୍ତମାନ ସମୟରେ ସେ ତାଙ୍କ ପାଠ ପଢା ଶେଷ କରୁଛନ୍ତି |
ଯେତେବେଳେ ତାଙ୍କୁ ଗୋଟେ ଇଣ୍ଟରଭ୍ୟୁ ରେ ପଚରାଗଲା କି ତୁମେ କଣ ଆଗାମୀ ଦିନ ମାନଙ୍କରେ ଫିଲ୍ମ କରିବାକୁ ଯାଉଛ ଆର୍ଯ୍ୟମାନ ଏହାର ଉତ୍ତର ଦେଇଥିଲେ ଏବେ ମୋର ପାଠ ପଢା ଚାଲିଛି ଆଉ ପାଠପଢା ଶେଷ ହେଲେ ମୁ ନିଶ୍ଚିତ ଫିଲ୍ମ କରିବି |