Breaking News

ପ୍ରଥମଥର ଦେଖନ୍ତୁ ଆଏସା ସାମଲ ବା କୁନି ତାରିଣୀଙ୍କ ପରିବାର ବିଷୟରେ ସମ୍ପୂର୍ଣ ଖବର …..

ନମାସଙ୍କର ଦର୍ଶକବନ୍ଧୁ ଆପଣମାନେ ଆଏସା ସାମଲଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ଯିଏକି ତାରାତାରିଣୀ ଧାରାବାହିକରେ କୁନି ତାରା ବା ତାରିଣୀ ଚରିତ୍ରରେ ଅଭିନୟ କରୁଥିଲେ। ଆଜି ଆସନ୍ତୁ ଆଏସା ସାମଲଙ୍କ ଜୀବନୀ ବା ପରିବାର ପରିବାର ବିଷୟରେ ଜାଣିବା।

ଆପଣମାନେ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ତାରାତାରିଣୀ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ। ବର୍ତ୍ତମାନ କିନ୍ତୁ ତାରାତାରିଣୀ ଧାରାବାହିକଟି ସରିଯାଇଛି। ତାରାତାରିଣୀ ଧାରାବାହିକ ବଦଳରେ ତାରିଣୀ ଆଖିରେ ତାରା ଧାରାବାହିକଟି ପ୍ରସାରିତ ହେଉଛି। କିନ୍ତୁ କୁନି ତାରିଣୀ ଓ ତାରା ସେଥିରେ ଅଭିନୟ କରୁନାହାଁନ୍ତି। ବର୍ତ୍ତମାନ ଆଏସା ସାମଲ ନିଜ ପରିବାର ଲୋକଙ୍କ ସହ ଖୁବ୍ ମଜାମସ୍ତି କରୁଥିବାର ନଜର ଆସିଛନ୍ତି।

ଆଏସା ସାମଲଙ୍କୁ ପରିବାରରେ ତାଙ୍କ ବାପା, ମା ଓ ତାଙ୍କର ଜଣେ ବଡ଼ ଭାଈ ଅଛନ୍ତି। ଆପଣମାନେ ଆଗାମୀ ଦିନମାନଙ୍କରେ ଆଏସା ସାମଲଙ୍କୁ ଅନେକଗୁଡ଼ିଏ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ। ଆଏସା ସାମଲ ତାରାତାରିଣୀ ଧାରାବାହିକ କରିବା ପୂର୍ବରୁ ମଧ୍ୟ ଏକ ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟର ଯାଦୁ ଦେଖାଇଥିଲେ।

କୁନି ତାରିଣୀ ଖୁବ୍ ସୁନ୍ଦର ଅଭିନୟ କରିବା ସହ ଖୁବ୍ ସୁନ୍ଦର ଡାନ୍ସ ମଧ୍ୟ କରନ୍ତି ଏଥିସହିତ ତାଙ୍କ ପାଠପଢାକୁ ମଧ୍ୟ ଜାରୀ ରଖିଛନ୍ତି। ଆଏସା ସାମଲ ତାଙ୍କ ପରିବାର ଲୋକଙ୍କ ସହ ଭୁବନେଶ୍ୱରରେ ରହୁଛନ୍ତି।

About odisha news

Check Also

ଏବେ ଏବେ ଆସିଲା ବଡ଼ ଦୁଃଖଦାୟକ ଖବର, ଏହି ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ହୋଇଛି ,ସିନେମା ଜଗତରେ ଖେଳିଯାଇଛି ଶୋକର ଲହରୀ !

ଦର୍ଶକବନ୍ଧୁ ବର୍ତମାନ ସମୟରେ ଗୋଟେ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଆଜି ପ୍ରସିଦ୍ଧ ଅଭିନେତା ତଥା ଓ ଅନେକ …

Leave a Reply

Your email address will not be published.