Breaking News

ପ୍ରସିଦ୍ଧ ଟିଭି ସିରିଏଲ ଅଭିନେତ୍ରୀଙ୍କୁ ବ୍ରେଷ୍ଟ କ୍ୟାନସର ICU ରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ !

ନମସ୍କାର ବନ୍ଧୁଗଣ ବର୍ତମାନ ସମୟ ରେ ଆସିଲା ବଡ ଦୁଃଖଦ ଖବର ସାମ୍ନା କୁ ଆସିଛି ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କୁ ବ୍ରେଷ୍ଟ କ୍ୟାନ୍ସର ତେବେ ଏହି ଅଭିନେତ୍ରୀ ଜଣଙ୍କ କିଏ ଜାଣିଲେ ଆପଣ ଙ୍କ ଆଖି ରୁ ଲୁହା ଆସିଯିବ | ଅନେକ ଟିଭି ଶେରିଏଲ ରେ ଅଭିନୟ ର ଯାଦୁ ଦେଖିଥିବା ଅଭିନେତ୍ରୀ ଏବେ କ୍ୟାନ୍ସର ସହ ଲଢ଼ୁଛନ୍ତି | ତାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି ଏ ନେଇ ସେ ସୋସିଆଲ ମିଡିଆରେ ପ୍ରକାଶ କରୁଛନ୍ତି ତାଙ୍କI nstagram ଆକାଉଣ୍ଟ ରେ ଗୋଟିଏ ପ୍ରେରଣା ଦାୟକ ତଥା ଭାବ ପ୍ରବଣ ପୋଷ୍ଟ କରି ସେୟାର କରିଛନ୍ତି |

ଫୋଟୋ ସେୟାର କରିବା ପରେ ଏହି ପ୍ରଶଂସକ ମାନେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ସାହାସ କୁ ପ୍ରଶଂସା କରିବା ସହ ଆରୋଗ୍ୟ କାମନା କରିଛନ୍ତି | ତାଙ୍କ Instagram ଆକାଉଣ୍ଟ ରେ ଲେଖିଛନ୍ତି ଡିଅର ବ୍ରେଷ୍ଟ୍ ଏହି ପୋଷ୍ଟ ଟି ତୁମର ପ୍ରଶଂସା କରୁଛି ମୁଁ ତମର ମ୍ୟାଜିକ୍ ପ୍ରଥମ ଥର ପାଇଁ ଦେଖିଲି ଯେତେବେଳ ତମେ ମତେ ଖୁସି ହେବାର ଦେଲ ତୁମେ ମୋର ଉଭୟ ପିଲା ଙ୍କୁ ଖାଇବାକୁ ଦେଲ ତୁମର ଗୁରୁତ୍ୱ ବଢ଼ିଗଲା ତୁମେ କର୍କଟ ରୋଗରେ ଲଢ଼ୁଥିବା ବେଳେ ତୁମ ପାଖରେ ଠିଆ ହେବାର ସମୟ ଆସିଛି |

ଏହି ପ୍ରସିଦ୍ଧ ଅଭିନେତ୍ରୀ ଛବି ଙ୍କ ଦୁଇ ସନ୍ତାନ ର ଜନନୀ ଅଟନ୍ତି ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ତାଙ୍କର ସ୍ବାମୀ ମୋହିତ ହୁସେନ ଏକ ଡିଜିଟାଲ ଉତ୍ପାଦକ କମ୍ପାନୀ ର ମାଳିକା ଅଟନ୍ତି | ସେହିପରି ଛବି କୃଷ୍ଟ ଦାସୀ,ତିନିବୋହୁ ରନିଆ,ବନ୍ଦନି ଏବଂ ଘରକୁ ଲକ୍ଷ୍ମୀ ସିରିଏଲ ରେ ଅଭିନୟ କରିଛନ୍ତି |

ଏହା ବ୍ୟତୀତ ସେ ଅନେକ ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି | ଟେଲିଭିଜନ ରେ ନିଜର ପରିଚୟ ସୃଷ୍ଟି କରିବା ପରେ ଛବି ସିଟି ନାମରେ ଏକ YouTube ଚନ୍ନେଲ ଆରମ୍ଭ କରିଛନ୍ତି | ତରଙ୍ଗ ଟିଭିରେ ଅଭିନୟ ରେ ଯାଦୁ ଦେଖାଇ ଥିବା ଅଭିନେତ୍ରୀ ଏବେ କ୍ୟାନ୍ସର ସହ ଲଢ଼ୁଛନ୍ତି।ତେବେ ତାଙ୍କ ପ୍ରଶଂସକ ମାନେ ତାଙ୍କର ଆରୋଗ୍ୟ ପାଇଁ କାମନା କରିଛନ୍ତି |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.