Breaking News

ପର୍ସ ରେ ରଖନ୍ତୁ ଏହି ଗୋଟେ ଜିନିଷ ଧନର ହେବ ବର୍ଷା !

ଦର୍ଶକବନ୍ଧୁ ମନି ପର୍ସ ରେ କେଉଁ ଦିନିଷ ରଖିଲେ ଧନର ବୃଦ୍ଧି ହୋଇଥାଏ କେଉଁ ଦିନିଷ ରଖିଲେ ଧନ ହାନି ହୋଇଥାଏ ଏବଂ ଖର୍ଚ୍ଚ ବୃଦ୍ଧି ହୋଇଥାଏ | ପାନ ସକାଳୁ ପର୍ସରେ ପଇସା ଫୁଲୁ କରି ନେଉଛନ୍ତି ସନ୍ଧ୍ୟା ବେଳକୁ ତାହା ଖାଲି ହୋଇଥାଏ ଏହି ସବୁ ଠାରୁ କିପରି ରକ୍ଷା ପାଇବେ କିପରି ମୁକ୍ତି ପାଇବେ ଏବେ ଧନର ଅଭାବ ଦେଖା ନଯିବ ଏହି ବିଷୟରେ ଆଲୋଚନା କରିବା |

ପ୍ରଥମେ ଆପଣ ଯଦି ପର୍ସଟି କିଣି ଆଣୁଛନ୍ତି ତାହା ଭଲ ଏହି ପର୍ସଟି କିଏ ଯଦି ଉପହାର ଦିଅନ୍ତି ଆପଣ ପାଇଁ ଶୁଭ ଦାୟକ ଅଟେ | ଯେଉଁ ପର୍ସ ଆପଣ ବେବହାର କରୁଛନ୍ତି ତାହାକୁ ପ୍ରତି ବର୍ଷରେ ଠାରେ ବଦଳାଇବା ଦରକାର ତାହା ଭଲ ଥାଉ କିମ୍ବା ନଥାଉ ବର୍ଷକୁ ଥରେ ବଦଳାଇ ଦିଅନ୍ତୁ କେହି କେହି ଭାବନ୍ତି ଏହି ପର୍ସ ଟି ମୋ ପାଇଁ ଲକି ଏହି ପର୍ସ ରଖିଲା ଦିନରୁ ଧନ ବଢି ଯାଉଛି ଏହି ପର୍ସ ବଦଳାଇବି ନାହିଁ ଏହା ଭାବିବା ଭୁଲୁ ହୋଇଥାଏ କାରଣ ପର୍ସ ପୁରୁଣା ନହେବା ମାତ୍ରେ ତାକୁ ବଦଳାଇ ଦିଅନ୍ତୁ କାରଣ ଟଙ୍କାକୁ ଲକ୍ଷ୍ମୀ ବୋଲି ମାନିଥାଉ ଲକ୍ଷ୍ମୀ କେବେ ଅପରିଷ୍କାର ଜାଗାରେ ରହିବେ ନାହିଁ ଯଦି ପାରୁ ଛାଣି ବର୍ଷକୁ ଥରେ ଥରେ ଏହି ପର୍ସକୁ ବଦଳାଇ ଦିଅନ୍ତୁ |

ଯଦି ପର୍ସ ଫାଟି ଯାଏ କିମ୍ବା ଚରି ଯାଏ ଶୀଘ୍ର ପର୍ସ ଟିକୁ ବଦଳାଇ ଦିଅନ୍ତୁ କାରଣ ଚିରା ଫଟା ପର୍ସ ରେ ପଇସା ରଖିବା ଦ୍ୱାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ଧନର ହାନି ହୋଇଥାଏ | ଯେତେବେଳେ ପୁରୁଣା ପର୍ସ ବଦଳାଇ ନୂଆ ପର୍ସ ଆଣୁଛନ୍ତି ସେତେବେଳେ ଆପଣ ପୁରୁଣା ପର୍ସ ଟିକୁ ଏଣେ ତେଣେ ଫିଙ୍ଗନ୍ତୁ ନାହିଁ କିମ୍ବା କାହାରିକି ଦିଅନ୍ତୁ ନାହିଁ ସେ ପର୍ସ ଟିକୁ ଆପଣ କୌଣସି ଏକ ଗଛ ମୂଳରେ ରଖି ଦିଅନ୍ତୁ ଅନେକ ଲୋକ ଅଛନ୍ତି ଦରମା online ରେ ପାଇଥାନ୍ତି ଖର୍ଚ୍ଚ କରିବା ସମୟରେ online ରେ ଖର୍ଚ୍ଚ କରିଥାନ୍ତି ଏବଂ ସେମାନେ ପର୍ସ ପାଖରେ ରଖିନଥାନ୍ତି |

ପର୍ସ ଭିତରେ କାହାରିବି ଫୋଟ ରଖନ୍ତୁ ନାହିଁ ଏବଂ କୌଣସି ପୁରୁଣା ବିଲିକୁ ରଖନ୍ତୁ ନାହିଁ ଯାହା ଆପଣଙ୍କର ନକାରାତ୍ମକ ଉର୍ଜା ବଢ଼ାଇ ଥାଏ ସେଥି ପାଇଁ କୌଣସି ବିଲି ରଖନ୍ତୁ ନାହିଁ | କାରଣ ଏହା ଅଯଥା ଖର୍ଚ୍ଚ ବୃଦ୍ଧି କରିଥାଏ ପର୍ସ ଟିକୁ ସବୁବେଳେ ପରିସ୍କାର ରଖନ୍ତୁ ମା ଲକ୍ଷ୍ମୀ ପରିସ୍କାର ଜାଗାରେ ରହିବ ପାଇଁ ପସନ୍ଦ କରିଥାନ୍ତି ପର୍ସଟି ହେଉଛି ଆପଣଙ୍କର ରହିବ ସ୍ଥାନ ତେଣୁ ପର୍ସକୁ ଅପରିଷ୍କାର ରଖନ୍ତୁ ନାହିଁ |

ପ୍ରଥମେ ଯଦି ପାରୁଛନ୍ତି ଗୋଟେ ରୁପା କଏନକୁ ନେଇ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଆଣି ପର୍ସରେ ରଖନ୍ତୁ ଦେଖିବେ ଆପଣଙ୍କର ଉର୍ନତି ବହୁ ମାତ୍ରାରେ ହେବ ଯଦି ରୁପା କଏନ ରଖିବାର ଖେମତା ନାହିଁ ତେବେ ଆପଣ କଉଡ଼ି ଟିଏ ହଉ କିମ୍ବା ଶଙ୍କ ନାଦି ପଥର ଟେ ହଉତାକୁ ନେଇ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଏବଂ ସେହି କଉଡ଼ି କୁ ନେଇ ପର୍ସରେ ରଖନ୍ତୁ ଦେଖିବେ ଆପଣଙ୍କର ଉର୍ନତି ହେବ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.