Breaking News

ପ୍ରସନ୍ନ ହେଲେ ପ୍ରଭୁ ହନୁମାନ ଆଜିଠାରୁ ଏହି 4ଟି ରାଶିର ଭାଗ୍ୟ ଆକାଶ ଛୁଇଁବ Miliba ଏମାନଙ୍କୁ ପ୍ରଚୁର ଧନ, ଆପଣଙ୍କ ରାଶି ନାହିଁ ତ !

ଦର୍ଶକବନ୍ଧୁ ପ୍ରଭୁ ହନୁମାନ ଙ୍କ ବିଷୟରେ ଏମିତି କୁହାଯାଇଛିକି ସେ ଏପରି ଦେବତା ଅଟନ୍ତି ଯିଏକି ସେ ପୃଥିବୀ ଉପରେ ଆମର ଅଛନ୍ତି ମାନାଯାଉଛିକି ଅଂଜନୀପୁତ୍ର ହନୁମାନ ଅଟନ୍ତି ତାଙ୍କୁ ବହୁତ ଭୋକ ଲାଗିଥାଏ ଏଥିପାଁଇ ସେ ଜନ୍ମ ନେବା ପରେ ସେ ଆକାଶରେ ଥିବା ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବାକୁ ଦୌଡ଼ିଥିଲେ ସେହିଦିନ ରାହୁବି ସୂର୍ଯ୍ୟଙ୍କୁ ନିଜ ଗ୍ରାସ ବନେଇ ପାଁଇ ଆସିଥିଲେ କିନ୍ତୁ ସେ ହନୁମାନଜିଙ୍କୁ ଦେଖି ଦ୍ୱତୀୟ ରହୁ ବୋଲି ଭାବିନେଇଥିଲେ ତେବେ ଇନ୍ଦ୍ର ପବନ ପୁତ୍ର ହନୁମାନଙ୍କୁ ନିଜ ବଜ୍ରରେ ପ୍ରହାର କରିଥିଲେ |

ଯେଉଁଥିରେ ତାଙ୍କ ଓଠରେ ଆଘାତ ଲାଗିଥିଲା ସେହି କାରଣରୁ ତାଙ୍କ ଓଠ ହନୁସମାନ ହୋଇଗଲା ଜ୍ୟୋତିଷ ଶାସ୍ତ୍ର ଅନୁସରେ ସାନି ଏହିସମୟ ଧନୁ ରାଶିରେ ଅଛ ଆଉ ମଙ୍ଗଳ ମକର ରାଶିରେ ଅଛନ୍ତି ଏହି କାରଣରୁ 700 ବର୍ଷ ପରେ ବହୁତହି ଶୁଭ ସଂଯୋଗ ହେଉଛି ଯେଉଁଥିରେ 4ଟି ରାଶିମାନଙ୍କର ଭାଗ୍ୟ ଉଦୟ ହେବ ତେବେ ଆସନ୍ତୁ ସେହି 4ଟି ରାଶି ବିଷୟରେ |

କର୍କଟ ରାଶି – ବନ୍ଧୁଗଣ କର୍କଟ ରାଶି ଚିହ୍ନ ଥିବା ଲୋକଙ୍କ ଉପରେ ପବନପୁତ୍ର ହନୁମାନଜୀଙ୍କ ବିଶେଷ ଆଶୀର୍ବାଦ ରହିବ ଆପଣଙ୍କର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତିର ସମ୍ଭାବନା ଅଛି କାମକ୍ଷେତ୍ରରେ ବଡ଼ ଅଧିକାରୀମାନେ ଆପଣଙ୍କୁ ଖୁବ ପ୍ରଶଂସା କରିବେ ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ ଆୟର ଭଲ ଉତ୍ସ ହାସଲ କରାଯାଇପାରିବ ଆପଣଙ୍କ ଖର୍ଚ୍ଚରେ ନିୟନ୍ତ୍ରଣ ରହିବ ଆପଣଙ୍କ ପରିବାରର ଲୋକମାନେ ଆପଣଙ୍କ ଭଲ ସ୍ୱଭାବରୁ ବହୁତ ଖୁସି ହେବେ ଜୀବନସାଥୀ ଆପଣଙ୍କୁ ସମର୍ଥନ କରିବେ ଆପଣଙ୍କ ଯୋଜନା ସମାପ୍ତ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ |

ସିଂହ ରାଶି – ଦର୍ଶକବନ୍ଧୁ ସିଂହ ରାଶି ଥିବା ଲୋକମାନେ ସେମାନଙ୍କ ହାତରେ କୌଣସି ବିପଦପୂର୍ଣ୍ଣ କାମ ନେଇପାରନ୍ତି ଭାଗ୍ୟର ସାହାଯ୍ୟରେ ଆପଣ ଭଲ ଲାଭ ପାଇବ ଆପଣଙ୍କୁ ପରିବାରର ଆବଶ୍ୟକତା ଉପରେ ଧ୍ୟାନ ଦେବା ଉଚିତ ଆପଣଙ୍କର ଯାତ୍ରା ସଫଳ ହେବ ବ୍ୟବସାୟରେ କରାଯାଇଥିବା ପ୍ରୟାସ ମୂଲ୍ୟବାନ ହେବ ବିବାହିତ ଜୀବନ ଭଲ ହେବାକୁ ଯାଉଛି ଆପଣଙ୍କର ପରାମର୍ଶ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଭାବଶାଳୀ ହୋଇପାରେ ସାଙ୍ଗମାନଙ୍କ ସହିତ ମଜା ସମୟ ବିତାଇବ ଆପଣ ପିଲାମାନଙ୍କଠାରୁ କୌଣସି ଭଲ ଖବର ପାଇପାରନ୍ତି, ଯାହା ଆପଣଙ୍କ ମନକୁ ଖୁସି କରିବ |

About odisha news

Check Also

ଅକ୍ଟୋବର ମାସ ଆରମ୍ଭରୁ ଏହି 5ଟି ରାଶି ଉପରେ ରହୁଛି Maa ଦୁର୍ଗା ଙ୍କ କୃପା, ଆଜି ରାତିଠାରୁ ଏମାନଙ୍କ ଭାଗ୍ୟ ପୁରା ଖୋଲିବାକୁ ଯାଉଛି…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆସନ୍ତୁ ଜାଣିବା ଯାହା ଉପରେ ମାତା ଲକ୍ଷ୍ମୀଙ୍କର …

Leave a Reply

Your email address will not be published.