Breaking News

ପ୍ରକୃତ ଜୀବନରେ କିପରି ଦେଖାଯାନ୍ତି କୁଆଁରି ବୋହୁ ସିରିଏଲ ର ଆକ୍ଟର ମାନେ || ଆସନ୍ତୁ ଦେଖିବା ..

ନମସ୍କାର ବନ୍ଧୁଗଣ କୁଆଁରୀ ବୋହୁ ର ଏହି ଧାରାବାହିକରେ ଶ୍ରଦ୍ଧା ଓ ସାଇଙ୍କ ଯୋଡି ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ଆପଣମାନେ ଏହି ଧାରାବାହିକରେ ଅଭିନୟ କରିଥିବା କଳାକାର ମାନଙ୍କୁ ତ ଟିଭିରେ ଦେଖୁଛନ୍ତି। ହେଲେ ସେମାନଙ୍କ ରୀୟଲ ଲାଇଫରେ ସେମାନେ କେଉଁ ଭଳି ଦେଖାଯାଆନ୍ତି କେଉଁ ଭଳି ଭାବରେ ଡ୍ରେସ୍ ପିନ୍ଧନ୍ତି କେଉଁ ଭଳି ଭାବରେ ଚଳପ୍ରଚଳ କରନ୍ତି ଏହା ବିଷୟରେ କିଛି ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |

ଶ୍ରଦ୍ଧା – ଶ୍ରଦ୍ଧାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ। ଶ୍ରଦ୍ଧା ଏହି ଧାରାବାହିକରେ ମୁଖ୍ୟ ହିରୋଇନ୍ ଭୂମିକାରେ ଅଭିନୟ କରୁଛନ୍ତି। ଦର୍ଶକବନ୍ଧୁ ଏଠାରେ ଆପଣମାନେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ଜିତୁ – ଜିତୁ ଏହି ଧାରାବାହିକରେ ସାଇଙ୍କ ପିଉସା ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି ଏବଂ ଲୋକମାନଙ୍କ ମନକୁ ବେଶ୍ ଛୁଇଁ ପାରିଛନ୍ତି। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ଦେଵିକା ରାନୀ – ଆପଣମାନେ ତ ଦେଵିକା ରାନୀଙ୍କ ଜବରଦସ୍ତ ଅଭିନୟ ଏହି ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ଦେଵିକା ରାନୀ ଅନେକ ଫିଲ୍ମ ଓ ଶିରିୟଲରେ ନିଜର ଅଭିନୟର ଯାଦୁ ଦେଖାଇ ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ସବିତା – ସବିତାଙ୍କୁ ତ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ, ଯିଏକି ଏହି ଧାରାବାହିକରେ ସାଇଙ୍କ ପିଉସୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଦର୍ଶକବନ୍ଧୁ ଏଠାରେ ଆପଣମାନେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

କବିତା – କବିତାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ବୋହୁତସାରା ସିନେମା ଓ ଶିରିୟଲରେ ନିଶ୍ଚିତ ଭାବରେ ଦେଖିଥିବେ। କବିତା ଏହି ଧାରାବାହିକରେ ଶିମ୍ବାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ସାଇ – ସାଇଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ। ସାଇ ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ସିମ୍ବା – ସିମ୍ବାଙ୍କୁ ଆପଣମାନେ ଏହି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଦେଖିଥିବେ। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ସିମ୍ବା – ସିମ୍ବାଙ୍କୁ ଆପଣମାନେ ଏହି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଦେଖିଥିବେ। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.