Breaking News

Puri ନରେନ୍ଦ୍ର ପୋଖରୀ ରୁ ବାହାରିଲା ଏମିତି କିଛି, ଯାହାକୁ ଦେଖିକି ଆପଣଙ୍କର ବି ଲୋମ ଟାଙ୍କୁରୀ ଉଠିବ…ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏହି ଘଟଣା ଆମ ସହିତ ସେୟାର କରିଛନ୍ତି ପୁରୀର ସେବକ ନଳିନୀ ପଣ୍ଡା ଭାଇ | ନଳିନୀ ଭାଇ କହିଥାଅନ୍ତି କି ପ୍ରତ୍ୟକ ଲୋକ ଭଗବାନଙ୍କୁ ପୂଜା କରନ୍ତି ଭକ୍ତି କରନ୍ତି ହେଲେ କେବେ ଭଗବାନଙ୍କୁ କେହି ଦେଖି ନାହାନ୍ତି | ଯେଉଁ କେତେଜଣ ଭଗବାନଙ୍କୁ ଦେଖିଛନ୍ତି ତାଙ୍କ ଜୀବନ ଧନ୍ୟ ଅଟେ | ଆଜି ମୁଁ ଛାତିରେ ହାତ ବଡେଇ କହୁଛି ମୁଁ ଭଗବାନଙ୍କୁ ଦେଖିଛି ବୋଲି | ଭଗବାନ ମତେ ସାପ ରୂପରେ ଦେଖାଦେଲେ |

ଦର୍ଶକବନ୍ଧୁ ଆମେ ଛୋଟରୁ ବଡ଼ ପର୍ଯ୍ୟନ୍ତ କେବଳ ଶୁଣିଛନ୍ତି ଏବଂ ଚିତ୍ର ମାଧ୍ୟମରେ ଦେଖିଛନ୍ତି ପାଞ୍ଚ ଛଅ ମୁଣ୍ଡିଆ ସାପ | ଆଉ କିଛି ଲୋକ କହିବା ଅନୁସାରେ ଏପରି ସାପ ନାହିଁ ବୋଲି ହେଲେ ସେଦିନ ରାତିରେ ମୋ ସହିତ ଏପରି କିଛି ଘଟିଥିଲା | ରଥ ଯାତ୍ରା ଦିନ ରଥ ଯାତ୍ରା ସରିଲା ପରେ ମହାମନ୍ଦିର ପୁରା ଶାନ୍ତ ପଡିଯାଇଥାଏ ମାନେ ଲୋକଙ୍କ ଗହଳି ଆଉ ଏତେ ନଥାଏ ମାନେ ଲୋକେ ମାଉସୀ ଘର ପାଖରେ ରୁଣ୍ଡିତ ଥିଲେ |

ଅଳ୍ପ କିଛି ପୁରୀ ସେବକ ଓ ଅଳ୍ପ କିଛି ଲୋକ ମନ୍ଦିର ପାଖରେ ଥିଲେ ଧୀରେ ଧୀରେ ସମୟ ଗଡ଼ିବା ସହ ମନ୍ଦିରରେ ଲୋକ କମିଲେ | ତେଣୁ ମୁଁ ଟିକେ ଗୁଣ୍ଡିଚା ମନ୍ଦିର ଭଲ ସେ ବୁଲି କରି ନରେନ୍ଦ୍ର ପୋଖରୀ ପାଖକୁ ପଳେଇଲି | ସେଠାରେ ଯାଇ ଥଣ୍ଡା ପବନ ଖାଇଲି ଓ ମନେ ଭାବିଲି କେତେ ବିଚିତ୍ର ଏହି ସୃଷ୍ଟି | କିପରି ଭାବେ ଭଗବାନ ଏହି ପୃଥିବୀକୁ ସୃଷ୍ଟି କରିଛନ୍ତି ଏପରି ଭଗବାନଙ୍କ ସୃଷ୍ଟି କଥା ଭାବିବା ସହ ଆଶ୍ଚର୍ଯ୍ୟ ହେଉଥାଏ ପୁରୀ ଜଗନାଥଙ୍କୁ ମନେ ମନେ ଆରାଧନା କରୁଥାଏ |

ଜଗନ୍ନାଥ ଡାକିଲା ବେଳେ ହଟାତ ମୋର ନଜର ପଡ଼ିଲା ନରେନ୍ଦ୍ର ପୋଖରୀ ଉପରେ ଏହା ଦେଖି ଭାବିଲି ମାଛ କିମ୍ବା ଜଳଜନ୍ତୁ ହୋଇଥିବେ | ହେଲେ ଏକ ଅଜବ ପ୍ରକାର ଆବାଜର ସେହି ଜାଗାରୁ ଆସୁଥିଲା | ସତେ ଯେମିତି ପାଞ୍ଚ ଛଅଟି ସାପ ଏକାଥରକେ ଥରକେ ସଁ ସଁ ଆବାଜ କରୁଛନ୍ତି | ତେଣୁ ଆବାଜ ଆସୁଥିବା ଜାଗାରେ ଯାଇ ଭଲରେ ଦେଖିବାକୁ ଚେଷ୍ଟା କଲି ଦେଖିବାକୁ ପାଇଲି ଏକ ପାଞ୍ଚ ମୁଣ୍ଡିଆ ସାପ ଉପରକୁ ଉଠିବା ପାଇଁ ଚେଷ୍ଟା କରୁଛି |

ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି କିନ୍ତୁ ଯାହାକୁ ମୁଁ ଚିତ୍ର ବା କଥା ଆକାରରେ ଶୁଣିଥିଲି ତାହାକୁ ସତରେ ଦେଖୁଛି | ଏପରି ଆଶ୍ଚର୍ଯ୍ୟ ପ୍ରକାର ଜିନିଷ ଦେଖିଥିବାରୁ ଭଗବାନଙ୍କୁ ମୁ ମନେ ମନେ ଧନ୍ୟବାଦ ଦେଲି | କିଛି ସମୟ ପରେ ମୋ ମନ ମାନି ନେଇଥିଲା ଯେ ଏହି ସାପ ହେଉଛି ପ୍ରଭୁ ଜଗନାଥଙ୍କ ସାପ | ତେଣୁ ମତେ ଆଜି ପ୍ରଭୁ ଜଗନାଥଙ୍କ ଦର୍ଶନ ମିଳିଲା |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.