Breaking News

ପ୍ରଭୁ ଭୋଳାନାଥ ଏବଂ ମାତା ପାର୍ବତୀ ଏହି 5 ଟି ରାଶି ଉପରେ ହେଲେ ପ୍ରସନ୍ନ, ଆଜିଠାରୁ ଏମାନଙ୍କ ଭାଗ୍ୟ ର ତାଲା ଖୋଲିବାରୁ କେହି ଅଟକାଇ ପାରିବେନି…


ମେଷ
ମେଷ ରାଶିର ଲୋକ ମାନଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଶୀର୍ବାଦରୁ ଆପଣଙ୍କ ଭାଗ୍ୟ ଏବେ ଖୋଲିବାକୁ ଯାଉଛି ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଏବେ ଦୂର ହେବ ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରି ପାରନ୍ତି ସମ୍ପର୍କୀୟ ମାନଙ୍କ ଠାରୁ ଭଲ ଖବର ପାଇବାର ସମ୍ଭାବନା ବନୁଚି |

ମିଥୁନ
ମିଥୁନ ରାଶିର ଲୋକମାନଙ୍କ ପାଇଁ ଏବେ ଠାରୁ ଶୁଭ ଯୋଗ ଆରମ୍ଭ ହୋଇଗଲା ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ କୃପାରୁ ଆପଣଙ୍କ ନୂଆ ନୂଆ ମାର୍ଗ ଖୋଲିବାକୁ ଯାଉଛି ଆପଣଙ୍କ ଦୃଢ ଚେଷ୍ଟା କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳ ହେବେ ଘର ଓ ପରିବାର ଲୋକଙ୍କ ସହ ଆପଣ ଅହୁତ ସମୟ ବିତାଇବେ |

ସିଂହ
ସିଂହ ରାଶି ର ଲୋକମାନଙ୍କ ପାଇଁ ଏହି ସମୟ ବହୁତ ଭଲ ହେବାକୁ ଯାଉଛି ଶିବ-ପାର୍ବତୀଙ୍କ କୃପାରୁ ଆପଣ ବଡ଼ ବଡ଼ ସଫଳତା ଆପଣଙ୍କ ଜୀବନରେ ନିଜ କଠିନ ପରିଶ୍ରମ ଦ୍ୱାରା ପାଇବାର ସମ୍ଭାବନା ଦେଖାଦେଉଛି ପତି-ପତ୍ନୀଙ୍କ ସହିତ ଏକ ଭଲ ସମ୍ପର୍କ ରହିବ ପାରିବାରିକ ସମସ୍ୟା ମାନ ସବୁ ଦୂର ହେବ |

କନ୍ୟା
ବନ୍ଧୁଗଣ ଶିବ-ପାର୍ବତୀଙ୍କ ବିଶେଷ କୃପା ଏହି ରାଶିର ଲୋକମାନଙ୍କ ଉପରେ ପଡ଼ିବାକୁ ଯାଉଛି ଯେଉଁ କାରଣରୁ ଆପଣଙ୍କର ଧନ ଲାଭ ର ମାର୍ଗ ବହୁତ ଶୀଘ୍ର ଖୋଲିଯିବ ଚାକିରୀ କ୍ଷେତ୍ରରେ ଆପଣ ପ୍ରମୋସନ ପାଇବେ ଏବଂ ଘର ଲୋକଙ୍କ ବିଶ୍ୱାସ ଆପଣଙ୍କ ଉପରେ ରହିବ ଯେଉଁ କାରଣରୁ ଆପଣ ସବୁ ସମସ୍ୟା ରୁ ମୁକ୍ତ ପାଇବେ |

ମକର
ମକର ରାଶିର ଲୋକଙ୍କ ପାଇଁ ଏହି ସମୟ ଅଧିକ ଭଲ ରହିବ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ବହୁତ ସମୟ ଆସିବାକୁ ଯାଉଛି ଆପଣ ନିଜର କଠିନ ପରିଶ୍ରମ ଦ୍ୱାରା ଭଲ ଚାକିରିଟିଏ ପାଇବେ ଓ ଚାକିରୀ କରୁଥିବା ବ୍ୟକ୍ତିଙ୍କର ଚାକିରୀ କ୍ଷେତ୍ରରେ ପ୍ରମୋସନ ହେବାକୁ ଯାଉଛି ଯେଉଁ କାରଣରୁ ଆପଣଙ୍କ ଘରୁ ସମସ୍ତ ସମସ୍ୟା ଦୁରେଇ ରହିବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.