Breaking News

ପ୍ରେମିକା ସହିତ ପୁଅ ଫେରାର, 21 ବର୍ଷୀୟା ବୋହୁ ସହିତ ହେଲା 65 ବର୍ଷିଅ ଶଶୁର ର ବାହାଘର !

ବିବାହ ଦୁଇଟି ଅପରଜୀତ ସମ୍ପର୍କକୁ ସାତ ଜନ୍ମ ପାଇଁ ଏକାଠି କରିଥାଏ କୁହାଯାଏ ସ୍ୱର୍ଗ ରବ ବିବାହ ସ୍ଥିର ହୋଇଥାଏ ସେମିତି ଏକ ପବିତ୍ର ସମ୍ପର୍କକୁ ଗଢିବା ପାଇଁ ଯାଉଥିଲା ମୋନାଲିଆ ପୁଅ ଝିଅ ଉଭୟ ପରଷ୍ପରକୁ ପସନ୍ଦ କରିଥିଲେ ପରିବାରଙ୍କ ଉପସ୍ତିତିରେ ବିବାହ ମଧ୍ୟ ସ୍ଥିର ହୋଇ ସାରିଥିଲା ବର ଘର ପକ୍ଷରୁ ବର ଯାତ୍ରୀ ନେଇ ପହଞ୍ଚି ଥିଲେ କନ୍ୟାଙ୍କ ଘରେ |

ଖୁସିରେ କୁରୁଳି ଉଠୁଥିଲା କନ୍ୟା ମନ ମନେ ଭାବି ସ୍ୱାମୀ ଚେହେରା କୁ ନିଜ ମନେର ଆଙ୍କୁ ଥିଲା ହଠାତ ଶୁଣିବାକୁ ମିଳିଥିଲା ବର ଫେରାର ବେଦିରେ ବସିବା ପୂର୍ବରୁ ପୁଅ ପଳାଇଥିଓଲ ଶେଷରେ ଖବର ମିଳିଲାକି ପୁଅ ଆଉ ଜଣକୁ ଭଲ ପାଏ ଏବଂ ତା ଘର ଲୋକ ତା ସହିତ ସେ ଘର ଚଡି ପଲାଇଛି କାନ୍ୟ ଏହା ଶୁଣିଲା ପରେ କନ୍ୟାକୁ ଲାଗିଲା ତା ଉପରେ ଯେମିତି ଆକାଶ ଛିଣ୍ଡି ପଡିଲା ମଙ୍ଗୁଳା ଝିଅ କୁ କିଏ ବାହା ହେବ |

କନ୍ୟା ଘର ପରମ୍ପରା ଅନୁସାରେ ଏହା ମହା ପାପ ଅଟେ ତେଣୁ ବରର ବାପାକୁ ବାଧ୍ୟ କରାଗଲା ଝିଅକୁ ବାହା ହେବାକୁ | ଶେଷରେ ଶଶୁର ହେବାକୁ ଯାଉଥିବା 65 ବର୍ଷିଅ ରୋଶନ ଲାଲ 21 ବର୍ଷିଆ କନ୍ୟା ମୋନାଲିସାକୁ ବାହା ହୋଇ ଘରକୁ ଆଣିଥିଲେ ଲଜ୍ୟା ରେ ବରର ବାପା କହୁଥିଲେ ସତରେ ଆଜି ମୋ ବାପା ଜନ୍ମ ସାର୍ଥକ ହୋଇଗଲା ଏପରି ଏକ କୁଳାଙ୍ଗାର ପୁଅକୁ ଜନ୍ମ ଦେଇ |

ଯିଏ ବାପା ବାହାଘର କରାଇଦେଲା ବୋହୂ ସହିତ କଥାଟି ବିହାରର ସମାପ୍ତି ପୁରର ତେବେ ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ଖୁବୁ ଭାଇରଲ ହେବାରେ ଲାଗିଛି ସେଥିପାଇଁ ଆମେ ଆପଣ ମାନଙ୍କୁ ଜଣାଇଲୁ |

About odisha news

Check Also

ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !

ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …

Leave a Reply

Your email address will not be published.