Breaking News

ପ୍ରେମିକା ବିବାହ ପାଇଁ ମନା କରିବାରୁ ଟ୍ରେନ ଆଗକୁ ଠେଲିଦେଲେ ପ୍ରେମିକ !

ଆଜ୍ଞା ହଁ , ଏଭଳି ଏକ ଅଭାବନୀୟ ଦ୍ରୁଶ୍ଯ ଦେଖିବାକୁ ମିଳିଛି ମୁମ୍ବାଇ ର ବାନ୍ଦ୍ରା ରେଳ ଷ୍ଟେସନରେ | ଯାହାର ପୁରା ଦ୍ରୁଶ୍ଯ କ୍ୟାମେରା ରେ କଏଦ ହୋଇଛି | ଯାହା ଆପଣଙ୍କ ହୋସ ମଧ୍ୟ ଉଡାଇଦେବ |ପ୍ରଥମେ ଏହି ଅଭିଯୁକ୍ତ ଜଣକ ପ୍ଲାଟଫର୍ମ ରେ ଛିଡା ହୋଇ ପ୍ରେମିକା ଙ୍କ ସହ କଥା ହେଉଥିଲେ |ଏବଂ ଏହାର କିଛି ସମୟପରେ ଟ୍ରେନ ଟି ଆସିବାରୁ ଯୁବକ ଜଣକ ତାଙ୍କୁ ଟ୍ରେନ ଆଗକୁ ଠେଲିଦେଇଥିଲେ | ହେଲେ ସୌଭାଗ୍ୟ ବଶତଃ ସେଠାରେ ଉପସ୍ଥିତ ଯାତ୍ରୀ ଯୁବକ ଜଣଙ୍କୁ ଉଦ୍ଧାର କରିଛନ୍ତି |


ଏଥିରେ ଯୁବତୀ ଜଣଙ୍କର ବିଶେଷ କିଛି କ୍ଷତି ହୋଇନଥିଲେ ମଧ୍ୟ ସେ ସାମାନ୍ଯ ଆହତ ହୋଇଛନ୍ତି | ତେବେ ପୁରା ଘଟଣା ଟି କିଛି ଏପରି ଯେ , ଯୁବତୀ ଜଣକ ଯୁବକ ଙ୍କୁ ବିବାହ କରିବା ପାଇଁ ଅରାଜି ହେବାରୁ ଯୁବକ ଜଣକ ତାଙ୍କୁ ଟ୍ରେନ ଆଗକୁ ଠେଲି ଦେଇଥିଲେ |
ତେବେ ଘାଟଣା ସ୍ଥଳରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଠକ ଗ୍ୟାଙ୍ଗ ରେ ପୋଲିସ୍ ! ପୋଲିସ ର ଚଢ଼ଉ ପରେ ୧ କୋଟି ଟଙ୍କା ଜବତ।

ଆପଣମାନେ ଅନେକ ସମୟରେ ଠକାମୀ ର ବିଭିନ୍ନ ମାଧ୍ୟମ ବିଷୟରେ ଶୁଣିଥିବେ।ହେଲେ ଏବେ ଭୁବନେଶ୍ୱର ରେ ଏଭଳି ଏକ ଭିନ୍ନ …

Leave a Reply

Your email address will not be published. Required fields are marked *