Breaking News

ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ଏହି Dui ରାଶିର ପୁଅ, ଏହାକୁ ଦେଖିଲା ପରେ ଆପଣ ଆଉ କେବେ ପ୍ରେମ କରିବାକୁ ଇଛା !

ନମସ୍କାର ବନ୍ଧୁଗଣ ସାଧାରଣତଃ ଦେଖିବାକୁ ଗଲେ ପୁଅ ମାନେ ଝିଅ କ ସହ ଟାଇମ ପାସ କରିଥାନ୍ତି | ଯେବେ ପୁଅ ମାନକ ମାନ ଭରି ଯାଇଥାଏ ତେବେ ସେ ଝିଅ ମାନଙ୍କୁ ଛାଡି ଦେଇଥାନ୍ତି ସିଧସଳଖ କହିବା କୁ ଗଲେ ଯଦି ପୁଅ ମନକୁ ନିଜ ପ୍ରେମିକ ଅପେକ୍ଷା ଅଧିକ ସୁନ୍ଦର ଝିଅ ମିଳି ଯାଇଥାଏ ତେବେ ସେମାନେ ନିଜ ପୁରୁଣା ପ୍ରେମିକା କୁ ଛାଡ଼ି ଅନ୍ୟ ଝିଅ ସ ରଖିବା କୁ ପସନ୍ଦ କରନ୍ତି |

ଏମାନେ ପ୍ରମରେ ଧୋକା ଦେଇ ଥାଆନ୍ତି କିନ୍ତୁ ସବୁ କ୍ଷେତ୍ର ରେ ହୋଇନଥାଏ ଦୁନିଆ ରେ ଏମିତି ପୁଅ ଅଛନ୍ତି ଯେ ଝିଅ କ ଠୁ ଠୋକର ଖାଇଥାନ୍ତି ଏହି କ୍ଷେତ୍ର ରେ ପୁରୁଷ ମାନକର କିଛି ଦୋଷ ନ ଥାଏ | ଏପରି ସେହି ପୁଅ କ ସହ ହୋଇଥାଏ ଯେଉଁ ମାନେ ସଚ୍ଚା ପ୍ରେମ କରିଥାନ୍ତି ଯେତେବେଳେ ଏହି ପୁଅ ମାନକୁ ସେମାନଙ୍କ ଶଚା ପ୍ରେମ ଧୋକା ଦେଇଥାଏ ସଚ୍ଚା ପ୍ରେମ କରୁଥିବା ପୁଅ ମାନକ ମନରେ ଡର ରହିଥାଏ ଯେ ତାଙ୍କ ପଟ୍ ନର ତାଙ୍କୁ ଧୋକା ଦିଏ ଏବଂ ସେ ମଧ୍ୟ ବୋହୁତ କେୟରିଂ ଶୋଭବ୍ ର ହୋଇଥାନ୍ତି ତେବେ ଆସନ୍ତୁ ଜାଣିବା କେଉଁ ରାଶି ର ପୁଅ ମାନେ କଣ ହୋଇଥାନ୍ତି |

ନମ୍ୱର୍ ୧ ମୀନ ରାଶି ର ପୁଅ ମାନେ ଏହି ରାଶିର ପୁଅ ମାନେ ନିଜ ଇଚ୍ଛା ରେ ରହିବା କୁ ପସନ୍ଦ କରନ୍ତି ନିଜ ବିଚାର ଉପରେ ଚଳନ୍ତି ଏହି ରାଶି ର ପୁରୁଷ ନିଜ ଇଚ୍ଛାରେ ତାଙ୍କ ପ୍ରେମିକ କୁ ମଧ୍ୟ ଚଳାଇବା କୁ ଚେଷ୍ଟା କରିଥାନ୍ତି ଏହି କାରଣ ରୁ ତାଙ୍କ ଜୀବନ ସାଥି ତାଙ୍କ ସହିତ ରହିବା କୁ ପସନ୍ଦ କରନ୍ତି ନାହିଁ ଏମାନେ ପାରିବାରିକ ସମ୍ପର୍କ ରେ ରହିବ ପାଇ ପସନ୍ଦ କରନ୍ତି ନାହିଁ ଏହି କାରଣ ରୁ ଏହି ରାଶି ର ପୁଅ କ ଠୁ ତାଙ୍କ ପ୍ରେମିକା ଦୂରେଇ ଯାଆନ୍ତି |

୨ୟ ରେ ମକର ରାଶି ର ପୁଅ ମାନେ ନିଜ ନିଜ ଜୀବନ କୁ ଆଧାରିତ କରିଥାନ୍ତି ନିଜର ମନର କଥା କୁ ମନରେ ରଖି ଥାନ୍ତି ସେ ନିଜର ମନକଥା ଅନ୍ୟ କାହାକୁ ଏମିତି କୁ ନିଜ ପାଟନର କ ସହ ମଧ୍ୟ ସେୟାର କରନ୍ତି ନାହିଁ ଏହି କାରଣ ଯୋଗୁ ଏହି ରାଶିର ପୁରୁଷ ମାନଙ୍କୁ ତାଙ୍କ ଜୀବନ ସାଥି ଛାଡି ଚାଲି ଯାଇଥାନ୍ତି ଏହି ଦୁଇଟି ରାଶି ର ପୁରୁଷ ମାନକୁ ତାଙ୍କର ଏହି ସୋଭାବ୍ ଯୋଗୁ ତାଙ୍କ ପାଟନର ଛାଡ଼ି ଚାଲିଯାଇଥାଆନ୍ତି |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.