Breaking News

ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ଏହି ଦୁଇଟି ରାଶିର ପୁଅ ?

ଦର୍ଶକବନ୍ଧୁ ସାଧାରଣତଃ ଦେଖିବାକୁ ଗଲେ ପୁଅମାନେ ଝିଅ ମାନଙ୍କ ସହିତ ଟାଇମ୍ ପାସ୍ କରିଥାନ୍ତି ଯେବେ ପୁଅମାନଙ୍କ ମନ ଭରିଯାଏ ସେତେବେଳେ ସେ ଝିଅ ମାନଙ୍କୁ ଛାଡ଼ିଦିଅନ୍ତି କହିବାକୁ ଗଲେ ପୁଅମାନଙ୍କ ନିଜ ପ୍ରେମୀକା ଅପେକ୍ଷା ଆଉ ଗୋଟିଏ ସୁନ୍ଦର ଝିଅ ମିଳିଯାଏ ସେମାନେ ପୁରୁଣା ପ୍ରେମୀକାଙ୍କୁ ଛାଡ଼ି ‌ନୂଆ ପ୍ରେମୀକା ସହିତ ସମ୍ପର୍କ ରଖିବାକୁ ବେଶି ପସନ୍ଦ କରିଥାନ୍ତି |

ଏମାନେ ପ୍ରେମରେ ଧୋକା ଦେଇଥାନ୍ତି ହେଲେ ସବୁ କ୍ଷେତ୍ରରେ ଏପରି ହୋଇନଥାଏ ଦୁନିଆରେ ଏପରି ଝିଅ ଅଛନ୍ତି ଯେଉଁଠାରେ ପୁଅମାନେ ମଧ୍ୟ ଧୋକା ଖାଇଥାନ୍ତି କୁହାଯାଏ କି ଏଥିରେ ପୁଅମାନଙ୍କର କିଛି ଦୋଷ ନଥାଏ ବରଂ ତାଙ୍କ ରାଶିର ଦୋଷ ଥାଏ।

ଏପରି ସେହି ପୁଅମାନଙ୍କ ସହିତ ହୋଇଥାଏ ଯେଉଁ ପୁଅ ସଛା ପ୍ରେମ କରିଥାନ୍ତି ଯେତେବେଳେ ପୁଅମାନଙ୍କୁ ଏହି ସଚ୍ଚା ପ୍ରେମ ଧୋକା ଦେଇଥାଏ ସେମାନେ ସହିପାରନ୍ତି ନାହିଁ ସଚ୍ଚା ପ୍ରେମ କରୁଥିବା ପୁଅମାନଙ୍କ ମନରେ ସବୁବେଳେ ଡର ଥାଏ | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କେଉଁ ରାଶିର ପୁଅମାନେ ପ୍ରେମରେ ଧୋକା ଖାଇଥାନ୍ତି।

ମୀନ ରାଶି
ଏହି ରାଶିର ପୁଅମାନେ ନିଜେ ନିଜ ଇଚ୍ଛାରେ ରହିବାକୁ ଚାହାଁନ୍ତି ଏବଂ ନିଜର ଇଚ୍ଛାରେ ଚାଲିଥାନ୍ତି ଏହି ରାଶିର ପୁରୁଷ ମାନେ ନିଜର ପାର୍ଟନର ମାନଙ୍କୁ ବେଶି ବିଶ୍ଵାସ କରିଥାନ୍ତି ଏହି କାରଣରୁ ତାଙ୍କ ଜୀବନ ସାଥି ତାଙ୍କ ସହିତ ରହିବାକୁ ପସନ୍ଦ କରନ୍ତି ନାହିଁ ଏହି ମଣିଷ ପାରିବାରିକ ପରିବେଶରେ ସେ ଢଳି ପଡନ୍ତି ଏହି କାରଣରୁ ଏହି ରାଶିର ପୁରୁଷ ମାନଙ୍କ ଠାରୁ ଲାଇଫ ପାର୍ଟନର ଦୁରେଇ ଯାଆନ୍ତି |

ମକର ରାଶି
ଏହି ରାଶିର ପୁରୁଷମାନେ ନିଜ ଜୀବନକୁ ନିଜ ମନ ଭିତରେ ରଖିଥାନ୍ତି ସେ ନିଜର ମନକଥା ଅନ୍ୟ କହାକୁ କହିନଥାନ୍ତି ଏବଂ ଏମିତି କି ନିଜ ଲାଇଫ ପାର୍ଟନରକୁ ବି କହିନଥାନ୍ତି ଏହି କାରଣ ଯୋଗୁଁ ତାଙ୍କ ଜୀବନ ସାଥି ତାଙ୍କୁ ଛାଡି ଚାଲି ଯାଇଥାଆନ୍ତି | ତେବେ ଦର୍ଶକ ବନ୍ଧୁ ଏହି ଦୁଇଟି ରାଶିର ପୁରୁଷ ମାନଙ୍କର ଏହି ଭଳି ସ୍ବଭାବ ଯୋଗୁଁ ତାଙ୍କ ଜୀବନ ସାଥି ତାଙ୍କୁ ଛାଡି ଚାଲି ଯାଇଥାଆନ୍ତି |

About odisha news

Check Also

ଥଣ୍ଡା ଜ୍ୱର କାଶ ବନ୍ଦନାକ ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ Upachara ଥରେ କରନ୍ତୁ ଉପଚାର 1 ଘଣ୍ଟାରେ ଆପଣଙ୍କ ଦେହ ହୋଇଯିବ ଭଲ, ବିଶ୍ୱାସ ହେଉନି ତ ଥରେ କରିକି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ଜଳ ବାୟୁର ପରିବର୍ତ୍ତନ ଯୋଗୁଁ ଆମକୁ ଥଣ୍ଡା ,କାଶ ବା କମ୍ଫ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ …

Leave a Reply

Your email address will not be published.