Breaking News

ପ୍ରେମ କଣ ! ଶ୍ରୀ କୃଷଙ୍କ ମତ ରେ ପ୍ରେମ ର ଅର୍ଥ କଣ !

ଦର୍ଶକବନ୍ଧୁ ପ୍ରେମ କଣ ପ୍ରେମ କହିଲେ ଆମେ ସାଧାରଣତ ଅନାବିଳ ସ୍ନେହ ଓ ଆଶା ବିହୀନ ଅନ୍ତରିକତା ତଥା ପରସ୍ପର ପ୍ରତି ଆକର୍ଷଣ ଭାବକୁ ବୁଝିଥାଉ ଅପର ପକ୍ଷରେ କହିବାକୁ ଗଲେ ତାକୁ କୁହାଯାଏ ପ୍ରେମ ଯେଉଁଥିରେ ନଥାଏ ଅହଂକାର ପାଇବାର ଆଶା ବା କାମନା ମାତ୍ର ବାସ୍ତବ ପକ୍ଷେ ଦେଖିବାକୁ ଗଲେ ପ୍ରକାର ପ୍ରେମକୁ 4 ଭାଗରେ ବିଭକ୍ତ କରାଯାଇଛି |

ପ୍ରଥମେ ହେଉଛି ବାଛଲିୟ ପ୍ରେମ ଯେଉଁ ପ୍ରେମ ପିତା ମାତାଙ୍କ ଠାରେ ଦେଖିବାକୁ ମିଳିଥାଏ ଏହି ପ୍ରେମକୁ ଅନାବଡି ସ୍ନେହ ଓ ନୀଚକ ଶ୍ରଦ୍ଧାକୁ ବୁଝାଇ ଥାଏ | ଦୁତୀୟ ରେ ହେଉଛି ଇଶ୍ଵର ପ୍ରେମ ଏହି ପ୍ରେମର ଅନ୍ୟ ନାମ ସାସ୍ୱତ ପ୍ରେମ ଏହି ପ୍ରେମ ମୁଖ୍ୟତ ଇଶ୍ଵରଙ୍କ ଠାରେ ଦେଖା ଯାଏ \ଯେଉଁ ପ୍ରେମକୁ ଆଧ୍ୟାତ୍ମିକ ବା ଚୈତନ୍ୟ ପ୍ରେମ ବୋଲି କୁହାଯାଏ ଯେଉଁ ପ୍ରେମରେ ମୁଖ୍ୟତ ଭକ୍ତି ଆନ୍ତରିକତା ଓ ଦୃଢ ବିଶ୍ୱାସ ଥାଏ |

ତୃତୀୟ ରେ ହେଉଛି ଅନ୍ତରଙ୍ଗ ପ୍ରେମ ଏହି ପ୍ରେମର ଅନ୍ୟ ନାମ ଆକର୍ଷଣ ଯେଉଁ ପ୍ରେମ ମୁଖ୍ୟତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦେଖାଯାଇଥାଏ ଏହି ପ୍ରେମକୁ ମୁଖ୍ୟତ ସାଂସାରିକ ପ୍ରେମ କୁହାଯାଏ ଯେଉଁ ପ୍ରେମରେ ମୁଖ୍ୟତ ସାଂସାରିକ ଭାବ ସ୍ନେହ କାମନା ବାସନା ଓ ଆକର୍ଷଣ ସମର୍ପଣ ଏବଂ ଶରୀର ଦାନ ରୂପକ ଅଖଣ୍ଡ ବିଶ୍ୱାସ ଥାଏ |

ଚର୍ତୁଥ ରେ ହେଉଛି ବନ୍ଧୁ ପ୍ରେମ ଏହି ପ୍ରେମର ଅନ୍ୟ ନାମ ସ୍ନେହ ଶ୍ରଦ୍ଧା ଓ ବିଶ୍ୱାସ ଏହା ମୁଖ୍ୟତ ବନ୍ଧୁ ମଧ୍ୟରେ ଦେଖାଦେଇଥାଏ ଏଥିରେ ଥାଏ ବିଶ୍ୱାସଆନ୍ତରିକତା ମନଖୋଲା ଭାବ ଏବଂ ଆକର୍ଷଣ ଓ ପରିବାର ପରିସ୍ଥିତିକୁ ନେଇ ଏହି ପ୍ରେମ ସୃଷ୍ଟି ହେଇଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.