Breaking News

ପ୍ରଧାନ ମନ୍ତ୍ରୀ ଦେଲେ ବଡ଼ ସୂଚନା ଏହି ତାରିଖ ରେ ଏହି ମାନଙ୍କୁ ମିଳିବ PM କିଷାନ ଯୋଜନା ର 2 ହଜାର ଟଙ୍କା, ଦେଖନ୍ତୁ ଲିଷ୍ଟ ରେ ଆପଣଙ୍କ ନାଁ !

ନମସ୍କାର ବନ୍ଧୁଗଣ ପ୍ରଧାନମନ୍ତ୍ରୀ କିଶାନ ଯୋଜନା ବେନିଫେଶିଆଲ ମାନେ 2022 ରୁ କିସ୍ତି ଏଇ ତାରିଖରେ ପାଇବେ ମିଳିବ ଏତିକି ଟଙ୍କା ମିଳିବ ଟଙ୍କା ଏଥର ସମସ୍ତ କୁ ମିଳିବ ଟଙ୍କା ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା କୁ ଯେଉଁ ମାନେ ଅପେକ୍ଷା କରି ରହିଛନ୍ତି ସେମାନଙ୍କ ପାଖକୁ ଆସିବା ପାଇଁ ଯାଉଛି ଖୁସିର ଖବର ସରକାର ଖୁବ୍ ଶୀଘ୍ର ଚାଷୀ ଭାଇ ମାନଙ୍କୁ ଆକାଉଣ୍ଟ କୁ ଟଙ୍କା ଛାଡ଼ିବା ପାଇଁ ଯାଉଛନ୍ତି |

ଚାଷୀ ମାନଙ୍କ ଆକାଉଣ୍ଟ କୁ 2 ହଜାର ଟଙ୍କା ଲେଖାଏଁ ଆସିବା ପାଇଁ ଯାଉଛି ତେବେ ଯେଉଁ ମାନେ ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନା ରେ EKYC କରି ନାହାନ୍ତି ସେମାନଙ୍କ ପାଇଁ ଅସୁବିଧା ହୋଇପାରେ EKYC ଅଗଷ୍ଟ ମାସ 31 ପର୍ଯ୍ୟନ୍ତ କରିବା ପାଇଁ ସରକାର ଶେଷ ସମୟ ଦେଇଥିଲେ ତେବେ ଆସନ୍ତି ଜାଣିବା ସରକାର କେତେ ବେଳେ ଟଙ୍କା ଛାଡ଼ିବା ପାଇଁ ଯାଉଛନ୍ତି ଏବଂ କେତେ ତାରିଖରେ ଆସିବ 12 ତମ କିସ୍ତି ର ଟଙ୍କା ଆସନ୍ତୁ ଜାଣିବା |

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା କୁ ଯେଉଁ ଚାଷୀ ଭାଇ ମାନେ ଅପେକ୍ଷା କରି ରହିଥିଲେ ସେମାନଙ୍କ ପାଇଁ ଖୁସିର ଖବର ରହିଛି ସରକାର ଚାଷୀ ମାନଙ୍କୁ ଆକୁଉଣ୍ଟ କୁ କିଶାନ ଯୋଜନାର 12 ତମ କିସ୍ତି ଛାଡ଼ିବା ପାଇଁ ଯାଉଛନ୍ତି ପ୍ରଟେକ୍ ଚାଷୀଙ୍କୁ 2 ହଜାର ଟଙ୍କା ଲେଖାଏଁ ମିଳିବ ସରକାର ବାର୍ଷିକ ଚାଷୀ ମାନଙ୍କୁ କୃଷି କ୍ଷେତ୍ରରେ ସହଯୋଗ କରିବା ପାଇଁ 6 ହଜାର ଟଙ୍କା ପଠାଉ ଛନ୍ତି |

ଯାହାକୁ ତିନୋଟି କିସ୍ତି ଭାବରେ 2 ହଜାର ଟଙ୍କା ଲେଖାଏଁ କରି ଦିଆ ଯାଉଛି ତେବେ ଏହି କିସ୍ତି ସେପ୍ଟେମ୍ବର ମାସ 5 ତାରିଖ ସୁଦ୍ଧା ଆସିବ ବୋଲି କୁହାଯାଉଛି ଏଥିରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ ପକାଇବା ଏବଂ ଟଙ୍କା ଫେରସ୍ତ ଆଣିବା ପାଇଁ ସରକାର ଅଧିକ ଗୁରୁତ୍ଵ ଦେଇଛନ୍ତି |

ତେବେ ଯଦି ଆପଣ ନିଜର ନାମ ଏହି ଲିଷ୍ଟରେ ଅଛି ନା ନାହିଁ ଜାଣିବା ପାଇଁ ଜାଣିଛନ୍ତି ତାହାଲେ ପ୍ରଧାନମନ୍ତ୍ରୀ କିଶାନ ଯୋଜନା ୱେବସାଇଟ କୁ ଯାଇ ଆପଣଙ୍କୁ କର୍ଣର ରେ ଥିବା ଅପସନ କୁ ଯାଇ ନିଜର ଜିଲ୍ଲା ଗ୍ରାମ ଏବଂ ବ୍ଲକ କୁ ଦେଇ ଚେକ୍ କରି ଦିଅନ୍ତୁ ଏବଂ ଦେଖନ୍ତୁ ଆପଣଙ୍କ ନାମ ଏହି ଲିଷ୍ଟ ରେ ଅଛି କି ନାହିଁ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.