Breaking News

ପ୍ରଧାନମନ୍ତ୍ରୀ Awas Jojana ନେଇ ଆସିଲା ବଡ ଖବର, ଏବେ ମିଳିବାକୁ ଯାଉଛି 3 ଗୁଣ ଅଧିକ, ଏମିତି ଉଠାନ୍ତୁ ଲାଭ…

ନମସ୍କାର ବନ୍ଧୁଗଣ ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ଆସିଲା ଆଊ ଏକ ବଡ଼ ଖବର ପ୍ରଧାମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତଧିକାରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଏବେ ଏହି ଖାସ ଯୋଜନାରେ ଅଧୀନରେ ଘର ନିର୍ମାଣ ପାଇଁ ୪,୦୦,୦୦୦ ଟଙ୍କା ର ପ୍ରସ୍ତାବ ଦେଇଛନ୍ତି।

ଯଦି ମଧ୍ୟ ଆପଣମାନେ ଚାହିଁ ବସିଛନ୍ତି । ପ୍ରଧାମନ୍ତ୍ରୀ ଆବାସ ଯୋଜାନା ଅଧୀନରେ ପକା ଘର କେବେ ସୁଧା ମିଳିବ ଏବଂ ୱାର୍କଅର୍ଡର୍ କେବେ ମିଳିବ ଆସନ୍ତୁ ଜାଣିବା କଣ ରହି ଅପଡେଟ ଏହି ଭିଡିଓ ମାଧ୍ୟମ ରେ ଜାଣିବା ପାଇଁ ଭିଡିଓ କୁ ଲାଷ୍ଟ ପଜନ୍ତ ଦେଖନ୍ତୁ ।

ତେବେ ବନ୍ଧୁଗଣ ପ୍ରଧାମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଦିଆଯାଇଥିବା ରାଶି ର ତିନିଗୁଣା ଅଧିକ ଟଙ୍କା ମିଳିବ ।ଏବେ ଗୃହ ନିର୍ମାଣ ମୂଲ୍ୟ ବୃଦ୍ଧି ପାଇଛି ବୋଲି କମିଟି ମଧ୍ୟ କହିଛି ଯଦି ଏହି ପ୍ରସ୍ତାବ କୁ ଅନୁମୋଦନ କରାଯାଏ । ତେବେ ପ୍ରଧାମନ୍ତ୍ରୀ ଆବାସ ଯୋଜନା ତିନି ଗୁଣ ଅଧିକ ଟଙ୍କା ପାଇବେ ପୂର୍ବରୁ ଝାଡ଼ଖଣ୍ଡ ବିଧାନସଭାର ଷ୍ଟେଟମେଣ୍ଟ କମିଟି ରାଜ୍ୟ ରେ ପ୍ରଧାମନ୍ତ୍ରୀ ଆବାସ ଯୋଜାନ ଅଧୀନରେ ପକାଘର ନିର୍ମାଣ ପାଇଁ ୪୦୦୦୦୦ ଟଙ୍କା ଦେବାପାଇଁ ଅନୁମୋଦନ କରିଥିଲେ କମିଟି ଅଦକ୍ଷ ଦୀପକ ବିରୁଆ ମୋଷିଁମି ଅଧିବେଶନରେ ଶେଷ ଦିନରେ ଗୃହ ର ଟେବୁଲ୍ ଉପରେ ଆକଳନ କମିଟି ଉପରେ ରିପୋର୍ଟ ରଖିଥିଲେ ।

ବିଧାୟକ ଦ୍ଵିପକ ବିରୂଆ କହିଛନ୍ତି ପ୍ରତ୍ୟେକ ଜିନିଷ ର ମୂଲ୍ୟ ବୃଦ୍ଧି ପାଉଛି ତେବେ ବିପିଏଲ ପରିବାର ୫୦୦୦୦ରୁ ୧୦୦୦୦୦ପଯ୍ୟନ୍ତ ଟଙ୍କା ଦେବା ପାଇଁ ସକ୍ଷମ ନୁହନ୍ତି । ଏହି ଭଳି ପରିସ୍ଥିତି ରେ କେନ୍ଦ୍ର ଆଉ ରାଜ୍ୟ ସରକାର ସହାୟତା ଚାଲୁଥିବା ଆବାସ ଯୋଜନାରେ ଗୃହ ନିର୍ମାଣ ର ମୂଲ୍ୟ ୧୨୦୦୦୦ରୁ ୪୦୦୦୦୦ ବୃଦ୍ଧି କରାଯିବା ଉଚିତ୍ ।ଯାହା ଦ୍ଵାରା ଘର ଗୁଡ଼ିକ ନିର୍ମାଣ ହୋଇପାରିବ ଏବଂ ଲୋକ ମାନେ ଆଗକୁ ଆସିବେ ଗରିବ ଶ୍ରେଣୀର ଲୋକ ମାନେ ଉପକୃତ ହୋଇପାରେ ତେବେ ବନ୍ଧୁଗଣ ସର୍ବ ପ୍ରଥମେ ଭିଡିଓ ପାଇବା ପାଇଁ ଆମ ପୋଷ୍ଟ କୁ ଲାଇକ କରନ୍ତୁ ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.