Breaking News

ପ୍ରଭୁ ଜଗନ୍ନାଥ ମନ୍ଦିରର ଏହି ରହସ୍ୟକୁ ଏତେ ଚେଷ୍ଟା ପରେ ବି ଆଜିଯାଏଁ ବୈଜ୍ଞାନିକ ମାନେ ବି ବୁଝି ପାରିଲେ ନାହିଁ, ଯୋଡ଼ି ଦେଲେ ହାତ… Jay Jagannath

ବନ୍ଧୁଗଣ ଆପଣମାନେ ତ ଜାଣିଛନ୍ତି ହିନ୍ଦୁ ଗ୍ରନ୍ଥ ଅନୁସାରେ ଚାରି ଧାମ ହେଉଛି ବଦ୍ରୀନାଥ , ଦୂଆରିକା, ରାମେଶ୍ଵରମ, ଓ ପୁରୀ , ଯଦି ହିନ୍ଦୁ ଗ୍ରନ୍ଥ ମାନିବା ଭଗବାନ ବିଷ୍ଣୁ ଚାରି ଧାମରେ ଥିଲେ | ପ୍ରଥମେ ବଦ୍ରିନାଥ ଗଲେ ତା ପରେ ଦୂଆରୀ କା ଓ ତାପରେ ଓଡ଼ିଶା ର ଜଗନ୍ନାଥ ଗଲେ ସର୍ବ ଶେଷରେ ରାମେଶ୍ବର ଯାଇ ଥିଲେ | ଯଦି ଜଗନ୍ନାଥ ମନ୍ଦିରର କଥା କହିବା ତେବେ ସେତ ଓଡ଼ିଶା ରାଜ୍ୟ ର ଏକ ସ୍ଥାନ ପୁରୀ ଠାରେ ଅବସ୍ଥିତ। ମନ୍ଦିର ର ବହୁତ୍ ପ୍ରକାରର ବିଶିଷ୍ଟ କଥା ଅଛି ଓ ମନ୍ଦିର ସହିତ ବହୁତ୍ କାହାଣୀ ଯୋଡ଼ି ହେଇ ରହିଛି |

ଆଜି ଆମେ ଜଗନ୍ନାଥ ମନ୍ଦିର ର ବହୁତ୍ ରହସ୍ୟ କଥା କହିବାକୁ ଯାଉଛୁ | ଆଜି ଆମେ ଜାଣିବା ଜାଣିବା ଜଗନ୍ନାଥ ମନ୍ଦିରର ନିର୍ମାଣ ବିଷୟରେ ଏହି ମନ୍ଦିର ସର୍ବ ପ୍ରଥମ ମହାଭାରତ ର ବନ ରେ ମିଳିଥାଏ | ଏକ ଦିନ ମା ଲୱା ତେଜସ୍ଵୀ ରାଜା ଇନ୍ଦ୍ର୍ୟୁମ୍ନଙ୍କୁ ସ୍ବପ୍ନ ରେ ଜଗନ୍ନାଥ ପ୍ରଭୁ ଆସିଥିଲେ ରାଜାଙ୍କ ସାସନ କାଳରେ ୧୬୭୮-୧୧୪୮ ମଧ୍ୟରେ ମନ୍ଦିର ଜାଗା ଓ ବିମାନ ଆରମ୍ଭ କରିଥିଲେ | ତାପରେ ୧୧୯୭ ମସିହାରେ ରାଜା ଭିମଦେବ ସମ୍ପୂର୍ଣ କରିଥିଲେ | ରିପୋର୍ଟ ଅନୁଯାଇ ୧୪୪୮ ମସିହା ରୁ ପୂଜା କରାଯାଉଛି |

ସେହି ମସିହାରେ ଜଣେ ଆଫ୍ଗାନ ଓଡ଼ିଶା ଉପରେ ଆକ୍ରମଣ କରିଥିଲେ ସେହି ସମୟରେ ଜଗନ୍ନାଥ ପ୍ରଭୁ ଜଗନ୍ନାଥ ପ୍ରଭୁ ଙ୍କ ମନ୍ଦିର ଭାଙ୍ଗିବା ସହିତ ମୂର୍ତ୍ତି ମଧ୍ୟ ଭାଙ୍ଗି ଦେଥିଲେ। ଯେତେ ବେଳେ ରାମଚନ୍ଦ୍ର ଦେବ ଖୋର୍ଦ୍ଧାରେ ନିଜ ରାଜ୍ୟ ସ୍ଥାପନ କରିଥିଲେ | ଆଉ ଥରେ ମୂର୍ତ୍ତୀ ସହିତ ମନ୍ଦିର ନିର୍ମାଣ କରିଥିଲେ ଏହା ହେଉଛି ପୁରୀ ର ଜଗନ୍ନାଥ ମନ୍ଦିରର ରହସ୍ୟ। ବନ୍ଧୁଗଣ ପୁରୀ ଯେତେ ସୁନ୍ଦର୍ ମନୋହର ଏହି ମନ୍ଦିର ସମୁଦ୍ର ପାଖରେ ଅବସ୍ଥିତ | ପୁରୀ ରେ ଏହି ମନ୍ଦିର ରେ କେତେକ ଚମତ୍କାର ଜିନିଷ ଭରି ରହିଛି |

ଏମିତି କିଛି ରହସ୍ୟ ଅଛି ଯେଉଁ ଥିରେ ବୈଜ୍ଞାନିକ ମାନେ ବି ଫେଲ୍ଉଅର୍ ହୋଇଛନ୍ତି ତେବେ ଆସନ୍ତୁ ଜାଣିବା ରହସ୍ୟ ମୟ ବିଷୟରେ ଆପଣମାନେ ଜାଣିଥିବେ ପତକା ପବନ ଦିଗରେ ଉଡ଼ି ଥିବାର କିନ୍ତୁ ପୁରୀ ମନ୍ଦିର ପତକା ପବନ ର ବିପରୀତ ଦିଗରେ ଉଡ଼ିଥାଇଏ ଏହା ଏକ ବଡ଼ ରହସ୍ୟ । ଏହି ପତକା ପ୍ରତିଦିନ ବଦଲାଯାଇ ଥାଏ ଏହା କୁ ବଦଲାଊ ଲୋକ ମଧ୍ୟ ଓଲଟା ଚଢି ଥାଏ ଏହା ର ଜବାବ କାହା ପାଖରେ ନଥିବ | ଆପଣମାନେ ଜାଣି ଥିବେ ପବନ ର ଦିଗ ହେଉଛି ଅଲଗା କିନ୍ତୁ ପୁରୀରେ ସମୁଦ୍ର ଇଲା କାରେ ଦୀନ ସମୟରେ ସମୁଦ୍ର ଠୁ ଧରିତ୍ରୀ ପବନ ବହି ଥାଏ ଓ ଏହା ସନ୍ଧ୍ୟା ସମୟରେ ଧରିତ୍ରୀ ଠୁ ସମୁଦ୍ର ଆଡ଼କୁ ପବନ ବହିଥାଇଏ |

ଜଗନ୍ନାଥ ମନ୍ଦିରର ଏକ ବଡ଼ ଆଶର୍ୟ୍ଯ ଆମେ ବିଜ୍ଞାନ ଦୁଆର ଜାଣିଛନ୍ତି କୀ ଯାହା ଉପରେ ସୂର୍ଯ୍ୟ କିରଣ ପଡ଼ିଥାଏ ତାର ପ୍ରତି ଛାୟା ପଡ଼ି ଥାଏ କିନ୍ତୁ ପୁରୀ ମନ୍ଦୀର ର ଉପରେ ପଡ଼ୁଥିବା ସୂର୍ଯ୍ୟ କିରଣ ର ଛାୟା କେଉଁ ଠୀ ଦେଖାଯାଏ ନାହିଁ ଏହା ବିଜ୍ଞାନକୁ ପ୍ରତି ଚୁନତି ଦେଇଛି ଏକ ନିରାଟ ସତ୍ୟ ପୁରୀର ମନ୍ଦୀରର ଶୀର୍ଷ ଉପରେ ସୁଦର୍ଶନ ଚକ୍ର ଅଛି ଏହି ଚକ୍ର କୁ ଜେଉଁପଟୁ ଦେଖିଲେ ଏହା ସିଧା ଦେଖା ଯାଏ ଏହା କୁ ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ ଏକ ବଡ଼ ଅଦ୍ଭୂତ ଘଟଣା ଯାହା କି ଆପଣ ବିଶ୍ୱାସ କରିପାରିବେନି ଏହି ମନ୍ଦିର ସର୍ବ ଉପରେ ବା ଶୀର୍ଷ ରେ କୌଣସି ପକ୍ଷୀ କିମ୍ବା ବିମାନ ଉଡ଼ିନଥାଇଏ |

ଏମିତି ରେ ଜଗନ୍ନାଥ ମନ୍ଦିର ର ସବୁ କଥା ଆଶ୍ଚଯ୍ୟ ଜନକ ଅଟେ । ଆମେ ଜାଣିଛୁ ପୁରୀ ପାଖରେ ସମୁଦ୍ର ଅଛି ପୁରୀ ରେ ଥିବା ସିଂହଦୂଆ ର ରେ ପ୍ରବେଶ କଲେ କୌଣସି ସମୁଦ୍ର ଶବ୍ଦ ଶୁଭୀ ନଥାଏ | ଦୁନିଆର ବଡ଼ ରୋଷେଇ ଶାଳ ମଧ୍ୟ ରୁ ଇଏ ଅନ୍ୟତମ ଏଠି ୨୫୦୦୦ ରୁ ଅଧିକ ଲୋକ ଙ୍କ ପାଇଁ ନୀତି ପ୍ରସାଦ ତିଆରି ହୋଇ ଥାଏ ଏଠି ଏକା ସଙ୍ଗେ ୫୦୦ ଠୁ ଅଧିକ ରୋସେଇ ହୋଇ ଥାଏ ଆଉ କେବେ ପ୍ରସାଦ ନଷ୍ଟ ହୁଏନି କି କମ ପଡ଼େନି କିନ୍ତୁ ବଡ଼ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଏଠି ହାଣ୍ଡି ଉପରେ ହାଣ୍ଡି ଥୋଇ କରି ପ୍ରସାଦ ପ୍ରସ୍ତୁତ ହୁଏ ଓ ସର୍ବ ଉପର ହାଣ୍ଡି କୁ ବ୍ୟଞ୍ଜନ ପ୍ରସ୍ତୁତ ହେଇଚି କି ନାହିଁ ଦେଖି ଜାଣି ହୁଏ | ଏହି ମନ୍ଦିରରେ ପ୍ରବେଶ କରିବା ପୂର୍ବ ରୁ ଦକ୍ଷିଣ ପାର୍ଶ୍ଵ ରେ ଆନ୍ଦବଜାର ପଡ଼ି ଥାଏ |

ଏକ ସତ୍ୟ କଥା ହେଉଛି ଜଙ୍ଗଲ ରେ ପ୍ରଥମେ ନୀଳମାଧବ ନାମରେ ପୂଜା ପାଉଥିଲେ ଭଗବନ୍ ଙ୍କୁ ବିଶୁବସୁ ନାମକ ଏକ ଶବର ରାଜା ପୂଜା କରୁଥିଲେ | ରାଜା ଇ୍ଦ୍ରଦ୍ୟୁମ୍ନଙ୍କୁ ଏହା ବିଷୟରେ ଜନା ପଡ଼ିଥିଲା ସେ ଏକ ବ୍ରାହ୍ମଣ ପୂଜାରୀ ବିଦ୍ୟାପତି ଙ୍କୁ ବିଶ୍ଵାବସୁ ଙ୍କ ନିକଟକୁ ପଠାଇ ଥିଲେ | ବିଦ୍ୟାପତି ଜାଗାକୁ ବୋହୁତ ଖୋଜି ବିଫଳ ହୋଇଥିଲେ ତାପରେ ତାଙ୍କୁ ବିଶ୍ଵାବସୁ ଝିଅ ଙ୍କ ସହ ପ୍ରେମ ହୋଇଯାଇଥିଲା ସେ ତାଙ୍କ ଝିଅ ଙ୍କୁ ବିବାହ କରିଥିଲେ ତାପରେ ବିଶ୍ଵାବସୁ ନିଜ ଜୁଆଁଇ କୁ ନୀଳମାଧବ ଙ୍କଟକୁ ଆଖିରେ କଳା ପଟି ବାନ୍ଧି ନେଇଯିବା ସମୟରେ ବିଦ୍ୟାପତି ହାତରେ ସୋରିଷ ବୁଣି ବୁଣି ବାଟ ରେ ଯାଇ ଥିଲେ ଯେମିତି ତାଙ୍କୁ ପଥ ଜଣା ପଡ଼ିଯିବ |

ରାଜା ଇ୍ଦ୍ରଦ୍ୟୁମ୍ନଙ୍କୁ ଜଣା ପଡ଼ିବା ପରେ ଭଗବାନ ଜଗନ୍ନାଥ କୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ସେତେ ବେଳେ ସେ ବ ତାଙ୍କୁ ଏକ ଶଦ୍ଧ୍ଧ ଶୁଣାଯାଇଥଲା ପରେ ସେ ବିଷ୍ଣୁ ଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଆଦେଶ ଦେଇଥିଲେ ପରେ ବ୍ରହ୍ମା ଙ୍କୁ ମନ୍ଦିର ର କୁ ପବିତ୍ର କରିବାକୁ ଆମନ୍ତ୍ରଣ କରିଥିଲେ ବ୍ରହ୍ମା ୨ ବର୍ଷ ଧ୍ୟାନରେ ଥିବା ଯୋଗୁଁ ମନ୍ଦିର ମାଟି ତଳେ ଦାବି ଯାଇଥିଲା | ପୁଣିଥରେ ଇନ୍ଦ୍ରଦ୍ୟୁମ୍ନ ନୂତନ ମନ୍ଦିର ନିର୍ମାଣ କରିଥିଲେ ସେଠୀ ଦିବ୍ୟ ବୃକ୍ଷ ରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିଆରି ହୋଇଥିଲା | ଏହା ଥିଲା ଜଗନ୍ନାଥ ମନ୍ଦିରର ପୌରାଣିକ କଥା |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.