Breaking News

ପ୍ରତିଦିନ ସଖାଳୁ ଉଠିବା ମାତ୍ରେ ନାଭି ରେ ଲଗାନ୍ତୁ ଏହି ଜିନିଷ, ଆପଣ ହୋଇଯିବେ କରଜ ମୁକ୍ତ !

ଯଦି ନିଜ ନାଭିରେ ବହୁତ ଖାସ ଜିନିଷ ଲଗାଇଥାନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଆଖ ପାଖରେ ଥିବା ଏନର୍ଜୀ ବଦଳି ଯାଇଥାଏ ମାତ୍ର ଧନ ପ୍ରାପ୍ତିର ନୂତନ ନୂତନ ମାର୍ଗ ଆପଣଙ୍କ ଜୀବନରେ ଆସିଥାଏ | କାରଣ ମଧ୍ୟ ଆପଣଙ୍କ ଏନର୍ଜି ବଦଳିଥାଏ ତେବେ ସୁଖ କି ସମୃଦ୍ଧି ଆପଣଙ୍କ ଆଡକୁ ଆକର୍ଷିତ ହେବାକୁ ଲାଗିଥାଏ ମାତ୍ର ଏହା ପଛରେ ରହସ୍ୟ କଣ ହୋଇପାରେ ଏବଂ କେଉଁ ପ୍ରକାରରେ ଏହା କାର୍ଯ୍ୟ କରିଥାଏ ଏହି ସମ୍ବନ୍ଧରେ ଆସନ୍ତୁ ଜାଣିବା |

ଯେଉଁ ମାନଙ୍କୁ ବିବାହ ପରେ କେବେବି ସୁଖ ମିଳିନଥାଏ ପୂର୍ବରୁ ମଧ୍ୟ ତାହା ବିବାହରେ ବହୁତ ସମସ୍ୟା ଆସିବାକୁ ଲାଗିବ ମାତ୍ର ଯେତେ ବେଳେ ବିବାହ ହୋଇ ଯାଇଥାଏ ତାଙ୍କୁ ସୁଖ ମିଳିନଥାଏ କଥା କଥାରେ ଝଗଡା ହେବା ଘେରରେ ସବେଳେ ଆସନ୍ତି ଲାଗି ରହିବ ଏହି ସମସ୍ତ କଥାର ପ୍ରଭାବ ଜୀବନରେ କ୍ରମ କ୍ଷେତ୍ରରେ ପଡିବା ନିରାଶ ଚିନ୍ତା ଯାହା ବାତାବରଣ ରୁ ଜଣା ପଡିଥାଏ |

ଏହି ଭଳି ସ୍ତିସ୍ଥିରେ ଆପଣ ନାଭିର ଚନ୍ଦନ ଟିପା ଲଗାଇବାକୁ ପଡିବ ଚନ୍ଦନର ଶୁକ୍ର ଗ୍ରହ ସହିତ ଶମ୍ବଦ ରହିଥାଏ ତେବେ ମଧ୍ୟ ଚନ୍ଦନକୁ ଘୋରି ପ୍ରତି ଦିନ ଲଗାନ୍ତୁ ବିଶେଷତ କରି ସ୍ଥାନ ସାରିବା ପରେ ଏହା ପରେ ଜୀବନର ପ୍ରେମ ଆକର୍ଷିତ ସେବା ଆରମ୍ଭ କରିଦେଇଥାଏ | ଯେଉଁ ଲୋକ ମାନଙ୍କର ଜୀବନରେ ପ୍ରେମର ଅଭାବ ରହିଆସୁଛି ଅଥବା ଯେଉଁ ଲୋକ ମାନଙ୍କୁ କେବେବି ସୁଖ ମିଳିନଥାଏ ବିବାହର ଯୋଗ ବନି ନଥାଏ ଅଥବା ବିବାହ ପରେ

ମଧ୍ୟ ଅତ୍ୟଧିକ ସମସ୍ୟା ଲାଗି ରହୁଥାଏ ତେବେ ସେହି ଲୋକ ମାନଙ୍କୁ ନାଭିର ଚନ୍ଦନ ଲଗାଇବା ଆବଶକ୍ୟ ଅଟେ | ଯଦି ଆପଣ ଏହାକୁ ପ୍ରତିଦିନ ପ୍ରୟଗ କରିଥାନ୍ତି ତେବେ ଆପଣ ନିଜେ ପରିସ୍ତିସ୍ଥି କୁ ସମାଧାନ ହେଉଥିବାର ଅନୁଭବ କରିବାକୁ ଲାଗିବେ |

ଏହି ପ୍ରୟଗ ଏତେ ମାତ୍ରାରେ ଶକ୍ତି ସାଳି ଅଟେ ଆପଣ ଯେବେ ଏହାର ପ୍ରୟଗ କରିବେ ଆପଣଙ୍କ ଜୀବନରେ ପରିଵର୍ତନ ହେବାକୁ ଲାଗିବ ମାତ୍ର ଏହି କଥା ଧନ୍ୟ ରଖନ୍ତୁ ଯେ ଯେତେ ବେଳେ ଆପଣ ଚନ୍ଦନରେ ଏହି କାମ କରିବେ ଏହା ଅସଲି ଚନ୍ଦନ ଟିପା ଲଗାନ୍ତୁ | ବନ୍ଧୁଗଣ ଏହି ଉପାୟଟି ପ୍ରୟଗ କରି ଆପଣ ଏହା ଚମତ୍କାରିତା ନିଚୟ ଅନୁଭବ ହେବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.