Breaking News

ପ୍ରଥମ ଥର ପାଇଁ ନିର୍ନା ମିଶ୍ର ଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି ବର୍ଷା ପ୍ରିୟଦର୍ଶିନୀ

ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ର କୁଇନ ବର୍ଷା ପ୍ରିୟ ଦର୍ଶିନୀ ଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଅନେକ ସାରା ଫିଲ୍ମ ରେ ନିଶ୍ଚିତ ଭବରେ ଦେଖିସାରିଥିବେ ତେବେ ତାଙ୍କର ଏହି ଜବରଦସ୍ତ ଅଭିନୟ କୁ ଓଡ଼ିଶାର ଦର୍ଶକମାନେ ପସନ୍ଦ କରିବା ସହ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି | ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ବର୍ଷା ତାଙ୍କ ପିଲାଦିନ ର ସାଙ୍ଗଙ୍କ ସହ କିପରି ମଜାମସ୍ତି କରୁଛନ୍ତି ଆସନ୍ତୁ ଜାଣିବା |

ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଯେ ଗତ ଦିନ ମାନଙ୍କରେ ବର୍ଷା ପ୍ରିୟଦର୍ଶିନୀଙ୍କ ଗୋଟେ ନୂଆ ଫିଲ୍ମ ଆସିବାକୁ ଯାଉଛି ଯେଉଁଥିରେ ଆପଣମାନେ ବର୍ଷା ଙ୍କ ସହ ନିନ୍ୟ ଦାସ ଙ୍କୁ ଏକାଠି ଅଭିନୟ କରୁଥିବାର ଦେଖିବାକୁ ପାଇବେ ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଓଲିଉଡ଼ କୁଇନ ବର୍ଷା ଓ ଓଲିଉଡ଼ କିଙ୍ଗ ଅନୁଭବ ଙ୍କ ମଧ୍ୟରେ ଝଗଡା ଲାଗିଛି |

ଦୁହେଁ ପରସ୍ପରଙ୍କ ଠୁ ଅଲଗା ହେବାକୁ ଚାହୁଁଛନ୍ତି ଯାହାର ଫଇସଲା ଏ ପର୍ଯ୍ୟନ୍ତ କୋର୍ଟ ରେ ପେଣ୍ଡିଙ୍ଗ ରହିଛି ତେବେ ଦର୍ଶକବନ୍ଧୁ ଦୀର୍ଘ ଦିନ ଧରି ବର୍ଷା ଓ ଅନୁଭବଙ୍କ ଠୁ ଅଲଗା ହେବାକୁ ଚାହୁଁଥିବା ବେଳେ ବର୍ତ୍ତମାନ ସମୟରେ କୋର୍ଟ ରେ ଶୁଣାଣି ହୋଇନାହିଁ |

ତେବେ ନିଜ ପରିବାର ମାମଲା କୁ ନେଇ ବର୍ଷା କୁ ବୁଝା ସୁଝା କରୁଛନ୍ତି ବର୍ଷାଙ୍କ ପିଲାଦିନ ର ସାଙ୍ଗ ନିର୍ନା ଦାସ ତେବେ ବର୍ଷାଙ୍କ ଆଗାମୀ ଦିନ ମାନଙ୍କରେ ଗୋଟେ ଫିଲ୍ମ ଆସିବାକୁ ଯାଉଛି ଯାହାର ନାଁ ଏପର୍ଯ୍ୟନ୍ତ ଅନାଉନ୍ସ ହୋଇନି ଆଉ ଏଥିରେ ଦର୍ଶକବନ୍ଧୁ ଆପଣମାନେ ନିର୍ନା ଦାସ ଙ୍କୁ ଅଭିନୟ କରୁଥିବାର ଦେଖିବାକୁ ପାଇବେ ବର୍ଷା ଙ୍କ ପିଲା ଦିନ ସାଙ୍ଗ ଭାବେ |

ତେବେ ବନ୍ଧୁଗଣ ଏହାର ସୁଟିଂ ବର୍ତ୍ତମାନ ସମୟରେ ଆରମ୍ଭ ହୋଇଯାଇଛି ତାହେଲେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ବର୍ଷାପ୍ରିୟଦର୍ଶିନୀ ଆପଣମାନଙ୍କୁ କେମିତି ଲାଗନ୍ତି ବା ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.