Breaking News

ବଡ଼ ଖବର – ଏକାଠି ନଜର ଆସିବାକୁ ଯାଉଛନ୍ତି ଅନୁଭବ ଏବଂ ବାବୁଶାନ ?

ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଆସିଲା ଗୋଟେ ବହୁତ ବଡ଼ ଖୁସିର ଖବର ବହୁତ ଦିନ ପରେ ଏକାଠି ନଜର ଆସିବାକୁ ଯାଉଛନ୍ତି ବାବୁଶାନ ମହାନ୍ତି ଏବଂ ଅନୁଭବ ମହାନ୍ତି ତେବେ ଫ୍ରେଣ୍ଡ୍ସ ଏହା ବିଷୟରେ କଣ ରହିଛି ସମ୍ପୁର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା | ତେବେ ଫ୍ରେଣ୍ଡ୍ସ ବର୍ତ୍ତମାନ ସମୟରେ ଯାହା ଗୋଟେ ବଡ଼ ଖବର ଆସି ପହଞ୍ଚିଛି ବାବୁଶାନ ଓ ଅନୁଭବ ପ୍ରଥମ କରି ଗୋଟେ ନୂଆ ରିଆଲିଟି ସୋ ରେ ଏକାଠି ନଜର ଆସିବାକୁ ଯାଉଛନ୍ତି |

ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ କି ବାବୁଶାନ ମହାନ୍ତି ଏବଂ ଅନୁଭବ ମହାନ୍ତି ଦୁହେଁ ଆଗଧାଡ଼ି ର ହିରୋ ଅଟନ୍ତି ଓଡ଼ିଶାର ଏମିତି କେହି ନାହାନ୍ତି ଯିଏ ଅନୁଭବ ଓ ବାବୁଶାନ ଙ୍କୁ ଜାଣି ନାହାନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ କହିରଖୁଛୁ କି ବାବୁଶାନ ଓ ଅନୁଭବ ନିର୍ବାଚନ ସମୟରେ ଦୁହେଁ ପରସ୍ପରଙ୍କ ବିରୁଧରେ ନିର୍ବାଚନ ରେ ଭାଷଣ ଦେବାର ନଜର ଆସିଥିଲେ |

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟର ଯାହା ଗୋଟେ ବଡ଼ ଖବର ଦୁହେଁ ଏକ ରିଆଲିଟି ସୋ ରେ ନଜର ଆସିବାକୁ ଯାଉଛନ୍ତି ଯାହାର ନାଁ ରହିଛି ଦାଦାଗିରି ତେବେ ସୂଚନା ମୂତାବକ ବାବୁଶାନ ଙ୍କର ଆସିବାକୁ ଯାଉଅଛି ଏକ ନୂଆ ସିନେମା ଯାହାର ନାଁ ରହିଛି ଦମନ ତେବେ ଫ୍ରେଣ୍ଡ୍ସ ଆପଣମାନେ ଏହି ଫିଲ୍ମ ର ଟ୍ରେଲର ନିଶ୍ଚିତ ଭାବରେ ଦେଖିସାରିଥିବେ |

ତେବେ ଆପଣମାନେ ଏଥିରୁ ବୁଝିପାରୁଥିବେ ଯେ ଏହି ଫିଲ୍ମ ର ପ୍ରମୋସନ ପାଇଁ ବାବୁଶାନ ଏହି ଦାଦାଗିରି ସୋ ରେ ଆସିବାକୁ ଯାଉଛନ୍ତି ତେବେ ଏହି କାରଣରୁ ବାବୁଶାନ ମହାନ୍ତି ଏବଂ ଅନୁଭବ ମହାନ୍ତି ଦୁହେଁ ଏକାଠି ନଜର ଆସିବାକୁ ଯାଉଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ବାବୁଶାନ ମହାନ୍ତି ଏବଂ ଅନୁଭବ ମହାନ୍ତି ଙ୍କ ମଧ୍ୟରୁ ଆପଣ କାହାର ଫ୍ୟାନ ଆମକୁ କମେଣ୍ଟ ରେ ଜଣାଇବେ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.