ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ଆପଣ ମାନଙ୍କରେ ପ୍ରିୟ ହିରୋ ସିଦ୍ଧାନ୍ତ ମହାପାତ୍ର ଅଧିକାଂଶ ସମୟରେ ତାଙ୍କର ଝିଅକୁ ନେଇ ସୋସିଆଲ ମିଡିଆରେ ବେଶେ ଚର୍ଚ୍ଚାର ବିଷୟ ପାଲଟିଛି ଅଧିକାଂଶ ସମୟରେ ସିଦ୍ଧାନ୍ତ ମହାପାତ୍ର ଙ୍କର ଝିଅ ଚର୍ଚ୍ଚାର ପରିସର ଭିତରକୁ ଆସିଛି | ସେ ବର୍ତ୍ତମାନ କଣ କରୁଛନ୍ତି ଦେଖିବାକୁ କେମିତି ଓ କଣ ପାଇଁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଦ ଥାପୁ ନାହାନ୍ତି |
ଏସବୁକୁ ନେଇ ସୋସିଆଲ ମିଡିଆରେ ବେଶେ ଚର୍ଚ୍ଚା ଜାରି ରହିଥାଏ କିନ୍ତୁ ଆଜି ପର୍ଯ୍ୟନ୍ତ ଏନେଇ ସିଦ୍ଧାନ୍ତ ମହାପାତ୍ର କିମ୍ବା ତାଙ୍କର ଝିଅ କିଛିବି ଗଣମାଧ୍ୟମ ଜରିଆରେ ଜଣାଇ ନାହାନ୍ତି | କିନ୍ତୁ ବର୍ତ୍ତମାନ ସମୟରେ ଦେଖିବା ଫୁଣି ସୋସିଆଲ ମିଡିଆରେ କିଛି ଫୋଟ ଏବଂ ଭିଡ଼ିଓ ବେଶେ ଭାଇରଲ ହେବାରେ ଲାଗିଛି ତେବେ ଏହି ଫୋଟ ମଧ୍ୟରେ କଣ ସତ୍ୟତା ଓ କଣ ରହିଛି |
ଏହା ବିଷୟର କାରଣ ସବୁ କିଛି ନିଚୟ ଭାବରେ ଆପଣଙ୍କୁ ଜଣାଇ ଦିଆଯିବ | ଆପଣ ମାନେ ସିଦ୍ଧାନ୍ତ ମହାପାତ୍ର ଝିଅ ସାଇ ସିଦ୍ଧିଙ୍କୁ ଦେଖିବା ପାଇଁ ଆପଣ ଅନେଇ ରହିଥାନ୍ତି | ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଫୋଟ ବେଶେ ଭାଇରଲ ହେବାରେ ଲାଗିଛି ଆପଣ ମାନେ ମଧ୍ୟ ସେହି ଫୋଟ ଟିକୁ ନିଚୟ ଭାବରେ ଦେଖିବାକୁ ପାଈଥିବେ |
ଏହି ଫୋଟର ସିଦ୍ଧାନ୍ତଙ୍କ ସହିତ ଏକ ହିରୋଇନି ଆକ୍ଟ୍ରେସ ନଜର ଆସିଛନ୍ତି ଏବଂ ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି | ଦର୍ଶକବନ୍ଧୁ ଆମେ ଆପଣ ମାନଙ୍କୁ ଜଣାଇ ରଖୁଛୁ କି ଏହି ଝିଅ ଜଣଙ୍କ ହେଉଛନ୍ତି ୟଙ୍କର ଯାଦଶାହା ଜୀ ସାର୍ଥକ ସଂସାର ରିଆଲିଟି ରେ ପୁରସ୍କାର ପାଇଛନ୍ତି |
ଆପଣ ମାନେ ତାଙ୍କୁ ନିଚୟ ଭାବରେ ଆଗାମୀ ସମୟରେ ଦେଖିବାକୁ ପାଇବେ ଏବଂ ଅଳପେକ୍ଷା ରହିଛି ଯେ ସିଦ୍ଧାନ୍ତ ମହାପାତ୍ର ଙ୍କର ଝିଅ ସାଇ ସିଦ୍ଧି ସେ କେବେ ଚଳଚ୍ଚିତ୍ର ପରଦାରେ ନଜର ଆସିବେ | ଦର୍ଶକବନ୍ଧୁ ଆପଣ ମାନେ ସିଦ୍ଧାନ୍ତ ଝିଅଙ୍କୁ ଆକ୍ଟିଙ୍ଗ ଜଗତରେ ଦେଖିବା ପାଇଁ କେତେ ମାତ୍ରାରେ ଅପେକ୍ଷାରେ ଅଛନ୍ତି ନିଚୟ ଭାବାରେ କମେଣ୍ଟ କରି ଜଣାନ୍ତୁ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …