Breaking News

ପ୍ରଥମଥର ଦେଖନ୍ତୁ ଆଏସା ସାମଲ ବା କୁନି ତାରିଣୀଙ୍କ ପରିବାର ବିଷୟରେ ସମ୍ପୂର୍ଣ ଖବର …..

ନମସ୍କାର ବନ୍ଧୁଗଣ ଆପଣମାନେ ଆଏସା ସାମଲଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ଯିଏକି ତାରାତାରିଣୀ ଧାରାବାହିକରେ କୁନି ତାରା ବା ତାରିଣୀ ଚରିତ୍ରରେ ଅଭିନୟ କରୁଥିଲେ। ଆଜି ଆସନ୍ତୁ ଆଏସା ସାମଲଙ୍କ ଜୀବନୀ ବା ପରିବାର ପରିବାର ବିଷୟରେ ଜାଣିବା ଅଜଣା କଥା।

ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ତାରାତାରିଣୀ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ। ବର୍ତ୍ତମାନ କିନ୍ତୁ ତାରାତାରିଣୀ ଧାରାବାହିକଟି ସରିଯାଇଛି। ତାରାତାରିଣୀ ଧାରାବାହିକ ବଦଳରେ ତାରିଣୀ ଆଖିରେ ତାରା ଧାରାବାହିକଟି ପ୍ରସାରିତ ହେଉଛି। କିନ୍ତୁ କୁନି ତାରିଣୀ ଓ ତାରା ସେଥିରେ ଅଭିନୟ କରୁନାହାଁନ୍ତି। ବର୍ତ୍ତମାନ ଆଏସା ସାମଲ ନିଜ ପରିବାର ଲୋକଙ୍କ ସହ ଖୁବ୍ ମଜାମସ୍ତି କରୁଥିବାର ନଜର ଆସିଛନ୍ତି।

ଆଏସା ସାମଲଙ୍କୁ ପରିବାରରେ ତାଙ୍କ ବାପା, ମା ଓ ତାଙ୍କର ଜଣେ ବଡ଼ ଭାଈ ଅଛନ୍ତି। ଆପଣମାନେ ଆଗାମୀ ଦିନମାନଙ୍କରେ ଆଏସା ସାମଲଙ୍କୁ ଅନେକଗୁଡ଼ିଏ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ। ଆଏସା ସାମଲ ତାରାତାରିଣୀ ଧାରାବାହିକ କରିବା ପୂର୍ବରୁ ମଧ୍ୟ ଏକ ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟର ଯାଦୁ ଦେଖାଇଥିଲେ।

କୁନି ତାରିଣୀ ଖୁବ୍ ସୁନ୍ଦର ଅଭିନୟ କରିବା ସହ ଖୁବ୍ ସୁନ୍ଦର ଡାନ୍ସ ମଧ୍ୟ କରନ୍ତି ଏଥିସହିତ ତାଙ୍କ ପାଠପଢାକୁ ମଧ୍ୟ ଜାରୀ ରଖିଛନ୍ତି। ଆଏସା ସାମଲ ତାଙ୍କ ପରିବାର ଲୋକଙ୍କ ସହ ଭୁବନେଶ୍ୱରରେ ରହୁଛନ୍ତି। ତେବେ ବନ୍ଧୁଗଣ ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.