Breaking News

ପ୍ରଥମ ଥର ପାଇଁ ଭିଡିଓ ଦେଖନ୍ତୁ – ନାଗେଶ (Manas) ଓ ରୁଦ୍ରୀ (Jasmine) ରାଧା କୃଷ୍ଣ ବେଶରେ ସଜେଇ ହେଲେ

ତରଙ୍ଗ ଟିଭି ର ଅଭିନେତା ନାଗେଶ୍ ଓ ରୁଦ୍ରିି ହଠାତ୍ ଆସିଲେ ରାଧା କୃଷ୍ଣ ଙ୍କ ବେଶ୍ ରେ କଣ ଆଗକୁ ଆସିବାକୁ ଯାଉଛି କୌଣସି ଧାରାବାହିକ । କଣ ରହିଛି ଏ ବେଶ୍ ହବା ବିଷୟ ରେ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ ।ଦର୍ଶକ ବନ୍ଧୁ ଅଭିନୟ ଏମିତି ଏକ କର୍ମ ସେ ଯାହା ଦ୍ଵାରା ହେଲା ସେ ବହୁତ୍ ଉପର ଯିବା ସହ ବହୁ ନାମ ମଧ୍ୟ ଅର୍ଜନ କରିଥାଏ । ଚଳଚ୍ଚିତ୍ର ରେ ନୁହେଁ ବନ୍ଧୁ ଧାରାବାହିକ ରେ ମଧ୍ୟ ଭଲ ଅଭିନୟ କଲେ ଲୋକ ପ୍ରିୟ ହୋଇପାରିବେ । ସେହି ପରି ଧାରାବାହିକ ରେ ଅନେକ ଅଭିନେତା , ଅଭିନେତ୍ରୀ ଓ ଚାଇଲ୍ଡ ଆକଟର ଥାଆନ୍ତି ।

ଆଜି ଆମେ ଜାଣିବା ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ଦେଖୁଥିବେ ଓଡ଼ିଆ ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ମେଘା ଧାରା ବାହୀକ ମାୟା । ସେଥିରେ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଥିବା ନାଗେସ ଓ ରୁଦ୍ରିି ଆପଣ ମାନେ ଦେଖିଥିବେ ମାୟା ଶିରିଏଲ ରେ । ଯାହାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।

ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇ ଯାଇଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ଆଜି ମାୟା ଧାରାବାହିକ ଟି ଆଜି ଓଡିଶା ର ନମ୍ୱର୍ ୱାନ ହୋଇପାରିଛି । ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗୁଛି ଏକ ପୋଷ୍ଟ ଯେଉଁ ଫଟୋ ରେ ନାଗେଶ୍ ଓ ରୁଦ୍ରିି ଉଭୟ ରାଧା କୃଷ୍ଣ ବେଶ୍ ନେଇଥିବାର ଦେଖାଯାଇଛି ଏହି ଫଟୋ ଟି ତାଙ୍କର ସୁଟିଂ ସେଟ୍ ର ଯାହାକୁ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଓ ଦର୍ଶକ ମାନେ ଏହି ଫଟୋ ଟି କୁ ବହୁତ୍ ପସନ୍ଦ ଆସିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.