Breaking News

ପ୍ରଥମ ଥର ଓଡିଆ ଫିଲ୍ମ ରେ ଏକାଠି ଅଭିନୟ କରିବେ ବାପା ପୁଅ

ଆମେ ମାନେ ଜାଣିଛନ୍ତି କି ଓଡିଆ ଆଲବମ ଦୁନିଆ ର ଲୋକ ପ୍ରିୟ ଅଭିନେତା ହେଉଛନ୍ତି ଶୈଳେନ୍ଦ୍ର ସାମନ୍ତ ରାଏ |ତାଙ୍କ ଡ୍ୟାନ୍ସ କୁ ଦର୍ଶକ ମାନେ ବହୁ ମାତ୍ରା ରେ ପସନ୍ଦ କରୁ ଛନ୍ତି |ଯାହା ଫଳରେ ସେ ପବ୍ଲିକ ଲୋକ ପ୍ରିୟତା ହାସଲ କରି ପାରି ଛନ୍ତି |ତାଙ୍କର ଏହି ଲୋକ ପ୍ରିୟତା ପାଇଁ ସେ ଦର୍ଶକ ମାନଙ୍କ ମନ କିଣି ପାରି ଛନ୍ତି | ଶୈଳେନ୍ଦ୍ର ଏବେ ଗୋଟିଏ ନୂଆ ଓଡିଆ ଫିଳ୍ମ ରେ ଅଭିନୟ କରି ସାରି ଛନ୍ତି |ଯେଉଁ ଫିଲ୍ମ ଟି ଜୀ ସାର୍ଥକ ରେ ପ୍ରସାରିତ ହୋଇ ଥିଲା |ଏହି ଫିଲ୍ମ ଟି ରେ ଶୈଳେନ୍ଦ୍ର ଙ୍କ ବିପକ୍ଷ ରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଦିବ୍ୟା ମୁଖ୍ୟ ନାୟିକା ଭାବେ ଅଭିନୟ କରୁ ଥିଲେ |

ଏବେ ଶୈଳେନ୍ଦ୍ର ଙ୍କ ହାତ ରେ ଆଉ ଦୁଇଟି ଓଡିଆ ଫିଲ୍ମ ରହି ଅଛି |ଗୋଟିଏ ଫିଲ୍ମ ରେ ଶୈଳେନ୍ଦ୍ର ଙ୍କ ବିପକ୍ଷ ରେ ପ୍ରକୃତି ମିଶ୍ର ଅଭିନୟ କରୁଥିବା ବେଳେ ଅନ୍ୟ ଫିଲ୍ମ ଟି ରେ ଭୂମିକା ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି |ଯାହା ସୂଚନା ମିଳିଛି ଏହି ଫିଲ୍ମ ଟି ରେ ସିଦ୍ଧାନ୍ତ ମହାପାତ୍ର ଶୈଳେନ୍ଦ୍ର ଙ୍କ ବାପା ଚରିତ୍ର ରେ ଅଭିନୟ କରିଛନ୍ତି |

 

ଏହି ନୂଆ ଓଡିଆ ଫିଲ୍ମ ଟି ର ସଙ୍ଗୀତ ନିର୍ଦେଶନା ବ୍ଯେଦ୍ୟନାଥ ଦାସ ଦେଇ ଥିବା ବେଳେ ଫିଲ୍ମ ଟି କୁ ନିର୍ଦେଶନା ଦେଉଛନ୍ତି ରାଜା |ଏବେ କିଛି ଦିନ ଆଗରୁ ଭାଇରାଲ ହେଉଥିଲା କି ଶୈଳେନ୍ଦ୍ର ପ୍ରଧାନ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ |କିନ୍ତୁ ଏହା ସଂପୂର୍ଣ୍ଣ ମିଛ ଅଟେ | ଶୈଳେନ୍ଦ୍ର ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ ନୁହେଁ |ପରଦା ସାମ୍ନା ରେ ସିଦ୍ଧାନ୍ତ ମହାପାତ୍ର ଶୈଳେନ୍ଦ୍ର ଙ୍କ ବାପା ଚରିତ୍ର ରେ ଅଭିନୟ କରିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.