Breaking News

ଦେଖନ୍ତୁ , ପ୍ରଥମ ଥର ନିଜ ଭଉଣୀ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କଲେ ସବ୍ୟସାଚୀ ମିଶ୍ର

ହଁ ବନ୍ଧୁ ଆଜି ଆମେ ଜାଣିବା ସବ୍ୟସାଚୀ ତାଙ୍କ ତାଙ୍କ ଭଉଣୀ ଜନ୍ମ ଦିନ ଟି କେମିତି ପାଳନ କରିଛନ୍ତି ଆସନ୍ତା ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଉଲିଉଡ୍ ଚଳଚ୍ଚିତ୍ର ଜଗତର ର ଜଣେ ଜଣା ଶୁଣା ଅଭିନେତା ସୁପର ଷ୍ଟାର୍ ସବ୍ୟ ସଚ୍ଚି ମିଶ୍ର ।ଆପଣ ମାନେ ନିଶ୍ଚୟ ଦେଖିଥିବେ ସବ୍ୟ ଅନେକ୍ ଫିଲ୍ମ୍ କରିବାର ଏବଂ ସମସ୍ତ ଫିଲ୍ମ୍ ରେ ମଧ୍ୟ ଜବରଦସ୍ତ ଅଭିନୟ କରିଛନ୍ତି । ଆପଣ ମାନେ ମଧ୍ୟ ସବ୍ୟ ଙ୍କ ସମସ୍ତ ଫିଲ୍ମ୍ ଦେଖିଥିବେ। ସବ୍ୟ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ବହୁ ପ୍ରିୟ ହୋଇ ପାରିଛନ୍ତି ଏବଂ ଉଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି ।

ସେ ଓଡ଼ିଆ ଫିଲ୍ମ୍ ପ୍ରାୟ ୫୦ ରୁ ଅଧିକ କରିଛନ୍ତି ଓ ସମସ୍ତ ଫିଲ୍ମ୍ ମଧ୍ୟ ନମ୍ୱର୍ ୱାନ ହୋଇପାରିଛି । ସବ୍ୟ ଜଣେ ଅଭିନେତା ହେବା ସହିତ ସେ ଜଣେ ରୀଏଲ୍ ହିରୋ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ସବ୍ୟ ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ। ସେ ମାର୍ଚ୍ଚ ଏକ ତାରିଖ ଦିନ ସେ ଅର୍ଚ୍ଚିତା ଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ସବ୍ୟ ତାଙ୍କ ଭଉଣୀ ଜନ୍ମ ଦିନ ଟି କେମିତି ପାଳନ କରିଛନ୍ତି ।

 

ଏହି ଜନ୍ମ ଦିନ ର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ ସବ୍ୟସାଚୀ ତାଙ୍କ ଭଊଣି ଜନ୍ମ ଦିନ ପାଳନ କରିଛନ୍ତି । ନା ଦର୍ଶକ ବନ୍ଧୁ ସତ୍ କଥା ହେଲା ଯେ ଏହି ଜନ୍ମ ଦିନ ପାଳନ ଟି ସୁଟିଂ ସମୟ ର ଆଉ ଦର୍ଶକ ମାନେ ଭାବୁଥିବା ସବ୍ୟସାଚୀ ଙ୍କ ଭଉଣୀ ହେଉଛନ୍ତି ଜଣେ ଆଲବମ୍ ଅଭିନେତ୍ରୀ । ଏହି ଫଟୋ ଥିଲା ତାଙ୍କର ବରମପୂର୍ ର ସୁଟିଂ ସମୟ ର ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *