Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ କମେଡିଆନ ଗୁଡୁଙ୍କ ପରିବାର ଓ ସ୍ତ୍ରୀ ଙ୍କୁ, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, କାରଣ ସେ ହେଲେ…

ଆପଣ ମାନେ ସମସ୍ତେ ଓଡ଼ିଆ ଚଳଚ୍ଚିତ୍ର ଜଗତର କମେଡିଆନ ଗୁଡୁ ଙ୍କୁ ଜାଣିଥିବେ ।ଗୁଡୁ ତାଙ୍କର ଶରୀର କୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି ଆପଣ ମାନେ ଜାଣିଥିବେ ସେ ବହୁତ ମୋଟା ଅଟନ୍ତି।ସେ ତାଙ୍କର ଅଭିନୟ ଦ୍ୱାରା ଆଜି ବହୁତ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି।ଆଜି ଆମେ ଆପଣ ମାନଙ୍କୁ ଗୁଡୁ ଙ୍କର ପରିବାର ବିଷୟରେ କହିବୁ ଯାହାକି ଆପଣ ମାନେ ଜାଣିନଥିବେ ତେବେ ଡେରି ନ କରି ଆସନ୍ତୁ ଜାଣିବା।
ଲୋକପ୍ରିୟ ଅଭିନେତା ଗୁଡୁ 2005 ମସିହା ରେ ଓଲିଉଡ ଜଗତରେ ପାଦ ଦେଇଥିଲେ।

ଗୁଡୁ ଙ୍କ ପରିବାର ରେ ତାଙ୍କ ବାପା ମା ଓ ତାଙ୍କ ଭଉଣୀ ଅଛନ୍ତି ।ଆଉ ଗୁଡୁ ଭୁବନେଶ୍ୱର ରେ ଏବେ ରହୁଛନ୍ତି।ଏବଂ ଭୁବନେଶ୍ୱର ରେ ଗୁଡୁ ଙ୍କର ଗୋଟିଏ ଘର ମଧ୍ୟ ରହିଛି। ଏହି ଲୋକପ୍ରିୟ ହାସ୍ୟ ଅଭିନେତା ଗୁଡୁ 16 ବୟସରେ ଓଲିଉଡ ଜଗତରେ ପାଦ ଦେଇଥିଲେ।ସେବେଠୁ ସେ ବହୁତ ସଫଳତା ମଧ୍ୟ ହାସଲ କରିଛନ୍ତି ଓ ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିପାରିଛନ୍ତି।ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ତାଙ୍କୁ ବହୁତ ଫିଲ୍ମି ରୁ ମଧ୍ୟ ଅଫର ମିଳିଲା ଓ ଗୁଡୁ ଗୋଟିଏ ଗୋଟିଏ ପାହାଚ ଚଢି ଚାଲିଲେ ।ଓଲିଉଡ ଜଗତରେ ଏବେ ଗୁଡୁ ଙ୍କର ଡିମାଣ୍ଡ ଅଧିକ ସେ ଗୋଟିଏ ଫିଲ୍ମି ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି।


ଗୁଡୁ ମଧ୍ୟ ବହୁତ ଯାତ୍ର ଗୁଡିକରେ ଅଭିନୟ କରିଛନ୍ତି ଓ ଲୋକମାନଙ୍କ ମନରଞ୍ଜନ କରିବା ପାଇଁ ଓଡ଼ିଆ ସିରିଏଲ ଜଗତରେ ନଜର ଆସନ୍ତି ହାସ୍ୟ ଅଭିନେତା ଗୁଡୁ।ଗୁଡୁ ସବୁଥିରେ ଖୁବ ସୁନ୍ଦର ଅଭିନ କରନ୍ତି ଓ ସେ ଲୋକମାନଙ୍କୁ ଖୁବ ହସାଇ ଥାନ୍ତି ତାଙ୍କ ଅଭିନୟ ଦ୍ୱାରା ।
ଆପଣ ମାନେ ସମସ୍ତେ ଜାଣିଛନ୍ତି ଗୁଡୁ କେତେ ମୋଟା ଅଟନ୍ତି ତ ଏଥିରୁ ଏହା ପ୍ରମାଣିତ ହେଉଛି କି ଭଗବାନ ଯାହାକୁ ଯେମିତି ଗଢ଼ିଥାନ୍ତୁ ନିଜ ମନ ବଳ ଦୃଢ ଥିବା ଦରକାର ମନ ବଳ ଦୃଢ ଥିଲେ ସବୁ ସମ୍ଭବ ହୋଇଥାଏ।ଏମିତି ଗୁଡୁ ନିଜ ମନ ବଳ ଦୃଢ କରି ଆଗକୁ ଚାଲିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.