ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟି ର ଅଧିପତି ବୋଲି ଆମେ ମାନିଥାଉ ମହାଦେବ ହିଁ ସୃଷ୍ଟି ର ପାଳନହାର ବୋଲି କୁହାଯାଇଥାଏ ତେବେ ବନ୍ଧୁଗଣ ଭୋଳାନାଥ ଯେତେବେଳେ ଲୋକଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ସେତେବେଳେ ସେ ତାଙ୍କର ଅପାର କୃପା ଭକ୍ତଙ୍କ ୱାରେ ବର୍ଷାଇ ଥାନ୍ତି ଭଗବାନ ଭୋଳାନାଥ ମଧ୍ୟ ସ୍ଵଭାଵ ରେ ଭୋଳା ଅଟନ୍ତି ତାଙ୍କୁ ସନ୍ତୁଷ୍ଟ କରିବା ବହୁତ ସହଜ ହୋଇଥାଏ |
ଦର୍ଶକବନ୍ଧୁ ମହା ଦେବ ଏବେ କିଛି ରାଶି ଉପରେ ପ୍ରସନ୍ନ ହୋଇଛନ୍ତି ମହାଦେବ ଏବେ ତାଙ୍କର ଭକ୍ତି ରେ ଏବେ ଖୁସି ହୋଇସାରିଛନ୍ତି ଯାହା ଫଳରେ ଆଜି ରାତିଠାରୁ ଏହି ରାଶି ମାଲାମାଲ ହେବାକୁ ଯାଉଛନ୍ତି ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଦୁଃଖ ର ଦିନ ଏବେ ଶେଷ ହେବ ଏବଂ ଭଲଦିନ ଏବେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି |
ଆପଣଙ୍କୁ ଟଙ୍କା ପଇସା ର ଅଭାବ ଆଉ ରହିବ ନାହିଁ ଭୋଳାନାଥଙ୍କ କୃପାରୁ ଆପଣଙ୍କର ସବୁ ଅଟକି ରହିଥିବା କାମ ଏବେ ଆରମ୍ଭ ହେବ ଏବଂ ଆପଣଙ୍କର ଜୀବନରେ ଆଗକୁ ଆସୁଥିବା ସମସ୍ତ ଅସୁବିଧା ରୁ ଏବେ ମୁକ୍ତି ମିଳିବ ଆପଣଙ୍କର ଶତ୍ରୁ ଆପଣଙ୍କର ଠାରୁ ଏବେ ଦୂରରେ ରହିବେ |
ସମାଜରେ ଆପଣଙ୍କୁ ଲୋକମାନେ ମାନସନମାନ ଦେବେ ବ୍ୟାପାର ବାଣିଜ୍ୟ ଆପଣଂକର ଦୁଇଗୁଣ ଜୋର ରେ ଆଗକୁ ଆଗକୁ ବଢିଚାଲିବ ଯେଉଁ ଲୋକମାନେ ଏବେ ବେରୋଜଗାର ଅଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ଟିଏ ମିଳିଯିବ ଓ କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ମିଳିବାକୁ ଯାଉଛି |
ତେବେ ଦର୍ଶକବନ୍ଧୁ ସେହି ଭାଗ୍ୟ ଶାଳୀ ରାଶିମାନେ ହେଉଛନ୍ତି କୁମ୍ଭରାଶି ମିଥୁନରାଶି କର୍କଟରାଶି ସିଂହରାଶି ବୃଷରାଶି ଏବଂ ତୁଳା ରାଶି ତେବେ ଦର୍ଶକବନ୍ଧୁ ଏହି ମାନେ ସେଇ ରାଶି ଯେଉଁ ମାନଙ୍କ ଭାଗ୍ୟ ଆଗାମୀ ଦିନ ମାନଙ୍କରେ ବଦଳିବାକୁ ଯାଉଛି ତେବେ ବନ୍ଧୁଗଣ ଏଥି ମଧ୍ୟରୁ ଆପଣଙ୍କର କେଉଁ ରାଶି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …