Breaking News

ବୟସ 40 ହୋଇଥିଲେ ମଧ୍ୟ କଣ ପାଇଁ ଏପର୍ଯ୍ୟନ୍ତ କଣ ପାଇଁ ବିବାହ କରି ନାହାନ୍ତି ଲିପି ?

ଦର୍ଶକବନ୍ଧୁ ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ କଣ ପାଇଁ ଏପର୍ଯ୍ୟନ୍ତ ବିବାହ ବନ୍ଧାନରେ ବାନ୍ଧି ହୋଇନାହାନ୍ତି ଲିପି ଆପଣମାନେ ଜାଣିଛନ୍ତି କି ଯଦି ଜାଣିନାହାଁନ୍ତି ଆସନ୍ତୁ ଜାଣିବା କଣ ପାଇଁ ଲିପି ମହାପାତ୍ର ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି।

ଦର୍ଶକ ବନ୍ଧୁ ଆପଣମାନେ ଗତ ଦିନମାନଙ୍କରେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରାତାରିଣୀ ଧାରାବାହିକ ନିଶ୍ଚିତ ଭାବରେ ଦେଖିଥିବେ। ତାରାତାରିଣୀ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିବା ଲିପିଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କ ଜବରଦସ୍ତ ଅଭିନୟ ଯୋଗୁଁ ତାରାତାରିଣୀ ଧାରାବାହିକ ନମ୍ବର ୧ ସିରିୟଲ ହୋଇପାରିଥିଲା।

ଲିପି ବୋହୁତସାରା ଆଲବମ୍ କରିଛନ୍ତି ସେ ଆଲବମ୍ କୁଇନ୍ ଭାବରେ ବେଶ୍ ପରିଚିତ। ଦର୍ଶକ ବନ୍ଧୁ ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ କଣ ପାଇଁ ଲିପି ମହାପାତ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି ଏହି ବିଷୟରେ ଲିପିଙ୍କୁ ଏକ ଇଣ୍ଟରଭ୍ୟୁରେ ପଚରା ଯାଇଥିଲା ଏହାର ଉତ୍ତରରେ ଲିପି କହିଥିଲେ କି ତାଙ୍କୁ ଏପର୍ଯ୍ୟନ୍ତ ଉପଯୁକ୍ତ ପୁଅ ମିଳି ନାହାଁନ୍ତି |

ଏବଂ ଯେବେ ମିଳିବେ ସେ ନିଶ୍ଚୟ ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଲିପି ମହାପାତ୍ର କେମିତି ଲାଗନ୍ତି ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.