Breaking News

Prank ଚକରେ ଲୋକର ହେଲା ଏପରି ଅବସ୍ଥା, ଯାହାକୁ ଦେଖିଲା ପରେ ଆପଣଙ୍କ ମୁଣ୍ଡ ଘଉରେଇଦେବ ଦେଖନ୍ତୁ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଆସନ୍ତୁ ଜାଣିବା ଏମିତି କିଛି ମଜାଳିଆ ଘଟଣା ବିଷୟରେ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ନ ହସି ରହି ପାରିବେ ନାହିଁ

ନମ୍ବର 1 ରେ – ମେ 2022 ରେ ପାକିସ୍ଥାନ ର ଭେଲେ ଲୁଗ ଖଲି ଅଲି ନାମକ ୟୁଟୁବର ନିଜର ଚ୍ୟାନେଲ ରେ ଗୋଟିଏ ଫ୍ରାଙ୍କ ଭିଡ଼ିଓ ଅପଲୋଡ଼ କଲେ ସେଥିରେ ଦେଖା ଗଲା କି ଖାନ୍ ଅଲି ତାଙ୍କ ସାଥିରେ ଥିବା ଝିଅ ସହିତ ପାର୍କ ରେ ବସିଥିବା ଜଣେ ବୟସ୍କ ଲୋକ ପାଖକୁ ଯାଆନ୍ତି ସେହି ଝିଅ ଟି ବୟସ୍କ ଲୋକ ପାଖରେ ବସିକି କିଛି ପଚାରେ ଆଉ ଠିକ୍ ସେହି ସମୟରେ ଖାନ୍ ଅଲି ପଚାରୁ ଆଦି ସେହି ବୟସ୍କ ଲୋକ ର ଗାଲ ରେ ହାତ ମାନନ୍ତି ବୟସ୍କ ଲୋକ ଭାବେ ହାତ ଟି ଝିଅର କିନ୍ତୁ ଯେତେ ବେଳେ ଝିଅଟି ସେଠାରୁ ଦୂରକୁ ଚାଲି ଯାଏ ଆଉ ସେହି ବୟସ୍କ ଲୋକ ଗାଲରେ ହାତ ଥାଏ କିଏ ମରୁଛି ଭାବି ଲୋକଟି ଡରି ଯାଏ

ନମ୍ବର 2 ରେ – ଗୋଟେ ଲୋକ ସିଂହ ର କଷ୍ଟୁୟମ୍ ପିନ୍ଧିକି ସୋ ରେ ଆସିଥିବା ଲୋକ ଜଣଙ୍କ ଜଲ୍ଦୀ ଜଲ୍ଦୀ ରେ ମୁଁହ ତ ଠିକ୍ ରେ ପିନ୍ଧି ଦେଇଥିଲେ କିନ୍ତୁ ବ୍ୟାଣ୍ଟ କୁ ଓଲଟା ପିନ୍ଧି ଆସିଲେ ଯାହାର ଲାଞ୍ଜ ଆଗରେ ରହିଗଲା

ନମ୍ବର 3 ରେ – ଜଣେ ମହିଳା ରାସ୍ତାରେ ପୋଜ୍ ଦେଇ ଇନ୍ଷ୍ଟା ରିଲ କରୁଥିଲେ କିନ୍ତୁ ବିଚାରୀ ର ଦୁର୍ଭାଗ୍ୟ କାରଣରୁ ତାର ଗୋଡ଼ ଗୋବର ପଡ଼ିଗଲା ଆଉ ତାଙ୍କର ଭିଡ଼ିଓ କିଛି ଅଲଗା କାରଣ ପାଇଁ ଭାଇରାଲ ହୋଇଗଲା

ନମ୍ବର 4 ରେ – ଭାଗ୍ୟ ଖରାପ୍ କାହାକୁ କୁହାଯାଏ ଏହା ଦେଖିବା ପାଇଁ ମିଳିଲା ବଲିଉଡ ଅଭିନେତ୍ରୀ ଜିଶ୍ ଜେନଲ ନିଜର ଆଗକୁ ଆସିଥିବା ଦିଶା ପତାନି ଙ୍କ ଫିଲ୍ମ ଭିଲିଆନ 2 ର ପ୍ରମୋସନ୍ ପାଇଁ ମଲ ରେ ଦେଖାଇଲେ ସେଠାରେ ତାଙ୍କ ସହିତ ଫଟୋ ଉଠାଇବା ପାଇଁ ଲୋକମାନଙ୍କର ଭିଡ଼ ଜମା ହୋଇଗଲା ସେହି ସମୟରେ ଉପରେ ଥିବା ଜଣେ ଲୋକ ଫଟୋ ଉଠାଇବା ପାଇଁ ନିଜର ରେଡମି ଫୋନ୍ ପକାଇ ଦେଲେ କିନ୍ତୁ ସେହି ଲୋକର ଭାଗ୍ୟ ଖରାପ୍ ଥିଲା ପ୍ରଥମରେ ଫୋନ୍ ଅନଲକ୍ ହେଲାନି ତାହା ପରେ ଯେତେ ବେଳେ ଫୋନ୍ ଅନ ହେଲା ତା କ୍ୟାମେରା ୟେରର ଆସିଗଲା

ନମ୍ବର 5 ରେ – ଭାରତୀୟ ରେଳର AC କମ୍ପର୍ଟମେଣ୍ଟ ରେ ଯାତ୍ରା କରୁଥିବା ଜଣେ ଲୋକ ଯିଏ ରାତି ସମୟରେ ଧଳା ଚାଦର ଘୋଡେ଼ଇ ହୋଇ ସୋଇଥିବା ଲୋକଙ୍କୁ ଦେଖି ଡରି ଗଲେ ଆଉ ରେଲୱେ ଡିପାର୍ତ୍ମେଣ୍ଟ କୁ ଆବେଦନ କଲେ କି ଚାଦର ର ରଙ୍ଗ ବଦଳାଇବା ପାଇଁ ସେ ଏକ ଭିଡ଼ିଓ କରି କହିଲେ Ac କମ୍ପର୍ଟମେଣ୍ଟ ରେ ଧଳା ରଙ୍ଗର ଚାଦର ଜାଗାରେ ରଙ୍ଗୀନ ଚାଦର କରିଦିଅ ରାତିରେ ସମସ୍ତେ ସୋଇଥାନ୍ତି ଧଳା ରଙ୍ଗର ଚାଦର ଘୋଡେ଼ଇ ହୋଇ ଏହା ଦେଖି ଲାଗୁଛି ଯେମିତି ମୂର୍ଦା ଘରକୁ ପଳେଇ ଆସିଛି

ନମ୍ବର 6 ରେ – ନାଗାଲାଣ୍ଡ ର ହାୟର ଏଜୁକେସନ ପ୍ରାଇଭାଲ ମିନିଷ୍ଟର ତେମଜେନ୍ ଇମ୍ନା ଆଲୋଙ୍ଗ ଙ୍କ ର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ପ୍ରଶଂସା ପାଉଛି ଯେଉଁଥି ରେ ସେ ପୂର୍ବତନ ଲୋକଙ୍କ ଛୋଟ ଆଖି ଉପରେ ଦେଶ ସାରା କରୁଥିବା ଟିପଣି ର ଉତ୍ତର ଦେଲେ ସେ କହିଲେ ଲୋକ କୁହନ୍ତି ପୂର୍ବତନ ଲୋକଙ୍କ ଆଖି ଛୋଟ ଅଟେ ଆଉ ଆମର ଆଖି ମଧ୍ୟ ଛୋଟ କିନ୍ତୁ ବୋହୁତ ଭଲ ଭାବରେ ଦେଖି ପାରୁଛି ଛୋଟ ଆଖି ହୋଇଥିବାରୁ ଗୋଟିଏ ଫାଇଗା ଆଖିରେ କିଛି ପଡେ ନାହିଁ ବେଶୀ ଆଉ ମଞ୍ଚରେ ଲମ୍ବା ସମୟ ପର୍ଯ୍ୟନ୍ତ ହେଉଥିବା କାର୍ଯ୍ୟ କ୍ରମ ରେ ସେ ସୋଇ ମଧ୍ୟ ପଡନ୍ତି କାହାକୁ ଜଣା ପଡ଼େ ନାହିଁ କି ସେମାନେ ସୋଇଛନ୍ତି କି ଚେଇଁଛନ୍ତି

ଏହି ଭଳି ଆଉ ଏକ ଭାଷଣରେ ସେ କହିଥିଲେ 1999 ରେ ଦିଲ୍ଲୀ ରେ ତାଙ୍କ ସହିତ ହୋଇଥିବା ଘଟଣା ବିଷୟରେ କହିକି ସମସ୍ତଙ୍କୁ ହସାଇ ଥିଲେ ସେ ଯେତେ ବେଳେ 1999 ରେ ପ୍ରଥମ ଥର ଦିଲ୍ଲୀ ଆସିଥିଲେ ପୁରୁଣା ଦିଲ୍ଲୀ ରେଲୱେ ଷ୍ଟେସନ ରେ ଯେତେ ବେଳେ ଓହ୍ଲାଇଲେ ତାଙ୍କ ନାଗାଲାଣ୍ଡ ପ୍ରଦେଶ ଠାରୁ ଅଧିକ ଆବାଦି ସେଠାରେ ଦେଖିଲେ ଆଉ ଆର୍ଶ୍ଚଯ୍ୟ ହୋଇଗଲେ ଆଉ ସେମାନେ କୋଉଥିଲେ କି ନାଗାଲାଣ୍ଡ କୋଉଠି ସେଠାକୁ ଯିବା ପାଇଁ ଭିଜା ଦରକାର ଆଉ କେହି କହୁଥିଲେ ନାଗାଲାଣ୍ଡ ଲୋକ ମଣିଷ ଖାଆନ୍ତି ଆଉ ତାଙ୍କ ଏହା ଦେଖି କି ସନ୍ଦେଶ ହେଲା

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.