Breaking News

ଓଡ଼ିଆ ହସ୍ୟ ଅଭିନେତା ପ୍ରଜ୍ଞା ଙ୍କ ବିଷୟରେ କିଛି ଅଜଣା କଥା ଆପଣ ମାନେ ଆଗରୁ କେବେ ଜାଣିନଥିବେ..

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଲିଉଡ ଜଗତରେ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ହେଉଛନ୍ତି ପ୍ରଜ୍ଞା।ସେ ତାଙ୍କର ଅଭିନୟ ଦ୍ୱାରା ଲୋକମାନଙ୍କୁ ଖୁବ ହସେଇ ଥାନ୍ତି।ସେ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ସାରା ଲୋକପ୍ରିୟତା ହାସଲ କରିବା ସହ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବାକୁ ଯାଉଛୁ କି ଏହି ହାସ୍ୟ ଅଭିନେତାଙ୍କ ଜୀବନ ଶୈଳୀ ଓ ତାଙ୍କ ପରିବାର ବିଷୟରେ ତେବେ ଡେରି ନ କରି ଆସନ୍ତୁ ଜାଣିବା।


ଏହି ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଅନେକ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ସୋ ରେ ନିଜର ସୁନ୍ଦର ଅଭିନୟ ଲୋକମାନଙ୍କୁ ଦେଖେଇଛନ୍ତି।ସେ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଆଜି ସାରା ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛନ୍ତି।ତେବେ ପ୍ରଜ୍ଞା ଙ୍କର ଘର ହେଉଛି କଟକ ଜିଲ୍ଲାର ସହନାଜ ପୁର ଗ୍ରାମରେ ।

ତେବେ ଆମେ ଯଦି ପ୍ରଜ୍ଞା ଙ୍କର ପରିବାର ବିଷୟରେ କହିବା ତାହେଲେ ତାଙ୍କ ପରିବାର ରେ ବାପା, ମାଆ ଏବଂ ତାଙ୍କର ଛଅ ଜଣ ଭାଇଙ୍କ ସହିତ ଜଣେ ଭଉଣୀ ଅଛନ୍ତି।ପ୍ରଜ୍ଞା ଙ୍କର ବାପା ଜଣେ ଯାତ୍ରା ନିର୍ଦେଶକ ଅଟନ୍ତି।ପ୍ରଜ୍ଞା ଛୋଟ ବେଳୁ ଅଭିନୟ କରିବାର ରୁଚି ରଖିଥିଲେ।


ଆମେ ଆପଣଙ୍କୁ କହି ରଖୁଚୁ କି ପ୍ରଜ୍ଞା ଖୁବ କମ ବୟସରେ ନାଟକରେ ଅଭିନୟ କରିଛନ୍ତି।ସେ ଜଣେ ସଙ୍ଗିତ ବିଦ୍ୟାଳୟ ର ଛାତ୍ର ଥିଲେ।ଏଠାରେ ପ୍ରଜ୍ଞା ଅଭିନୟ ସହିତ ନାଟକ ଓ ସଂସ୍କୃତି ଶିକ୍ଷା ମଧ୍ୟ ଲାଭ କରିଥିଲେ।ପ୍ରଜ୍ଞା ଙ୍କର ଜୀବନ ଶୈଳୀ କୁ ବଦଳେଇ ଦେଇଥିଲା ଗୋଟିଏ ଟିଭି ସୋ ଯାହାର ନାମ ହେଲା ଲୋକ ନକଲି କଥା ଅସଲି।ଏହି ସୋ ରେ ପ୍ରଜ୍ଞା ଜବରଦସ୍ତ ଅଭିନୟ କରିଥିଲେ ଓ ଏହି ସୋ ମାଧ୍ୟମରେ ସେ ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ମଧ୍ୟ ହୋଇଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *