Breaking News

ଜନଧନ ଖାତା ଥିଲେ ପ୍ରତି ମାସରେ ମିଳିବ ୩ ହଜାର ଟଙ୍କା…

ନମସ୍କାର ଦର୍ଶକବନ୍ଧୁ ଜନ ଧନ ଖଟା ଦେଲ ପ୍ରତେକ ମାସ ରେ ମିଳିବ ୩୦୦୦ ଟଙ୍କା ଜନ ଧନ ଖଟା ଧାରକ ପାଣି ଖୁସି ଖବର ଜଦୀ ଆପଣଙ୍କ ପାଖରେ ଜନ ଧନ ଆକାଉଣ୍ଟ ଅଛି ତ ଆପଣ ମାସିକ ୩୦୦୦ ଟଙ୍କା ପାଇପାରିବେ ସରକାର ଯେଉଁ ସବୁ ସରକାର ଯୋଉ ସବୁ ସ୍କିମ ରେ ତାଙ୍କ ଦେଉଛନ୍ତି ଶେସବୁ ଯୋଜନା ରେ ପ୍ରଥମେ ଅର୍ଥ ଜନ ଧନ ଖାତା କୁ ପଠାଯାଉଛି କେନ୍ଦ୍ର ସରକାର ମାନ ଜନ ଯୋଜନା ରେ ୧୮ ବର୍ଷ ରୁ ୪୦ ବର୍ଷ ମଧ୍ୟ ରେ ଜେ କେହି ବି ସାମିଲ ହୋଇପାରିବ |

ବନ୍ଧୁଗଣ ଆପଣଙ୍କୁ ୬୦ ବର୍ଷ ହେଲା ପରେ ଏହି ସ୍କିମ୍ ରୁ ଟଙ୍କା ମିଳିବ । ଏଥିରେ ବର୍ଷକୁ ୩୬,୦୦୦ ଟଙ୍କା ଜୟ ମିଳିବ ଅହି ଯୋଜନା ରେ ଲାଭ ଅଣ ସଂଗଠିତ କ୍ଷେତ୍ର ରେ କାମ କରୁଥିବା ଲୋକ କୁ ହିଁ ମିଳିବ ଉଠା ଦୋକାନୀ,ମିଡ ଡେ ୱର୍କର,ରିସ୍କ ଚାଳକ ଓ ଶ୍ରମିକ ଏହି ଯୋଜନା ର ଲାଭ ଉଠାଇ ପାରିବେ । ଏହା ଛଡା ଆପଣଙ୍କର ମାସକୁ ଆୟ ୧୫,୦୦୦ ଟଙ୍କା ରୁ କାମ ତାହେଲେ ଆପଣ ଅହି ସ୍କୀମ ର ଲାଭ ଉଠାଇ ପାରିବେ ଆଠିପାଇଁ ଏଥିପାଇଁ ଆପଣଙ୍କ ପାଖରେ ଆଧାର କର୍ଡ ଥିବା ଦରକାର |

ଅର୍ଥ ଛଡା ଆପଣଙ୍କ ପାଖରେ ଜନ ଧନ ଆକାଉଣ୍ଟ ବି ଥିବା ଦରକାର ତବେ ଆପଣଙ୍କୁ ଏଥିରେ ୫୫ ଟଙ୍କା ରୁ ୨୦୦ ଟଙ୍କା ପ୍ରେମିଅମ୍ ଦବାକୁ ପଡିବ ଯଦି ଆପଣ ୧୮ ବର୍ଷ ବୟସ ରେ ସାମିଲ ହୋଇ ଛନ୍ତି ତ ତାବେ ୫୫ ଟଙ୍କା ମାସକୁ ଦବେ ୩୦ ବର୍ଷ ପରେ ମାସିକ ୧୦୦ ଟଙ୍କା ଏବଂ ୪୦ ବର୍ଷ ହୋଇଥିଲେ ମାସିକ ୨୦୦ ଟଙ୍କା ଦବାକୁ ପଡ଼ିବ।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.