Breaking News

ପ୍ରେମିକା ବିବାହ କରିବାକୁ ମନା କରିବାରୁ ଅ ଶ୍ଳୀଳ ଭିଡିଓ ଭାଇରାଲ କଲେ ପ୍ରେମିକ

ଆଜିକାଲି ମିଥ୍ୟା ପ୍ରେମ କୁ ନେଇ ଆମ ସମାଜରେ ବହୁତ ବଡ ବଡ ଘଟଣା ଘଟିଯାଉଛି ତଥାପି ଚେତୁନାହାନ୍ତି ଆମ ଯୁବ ଗୋଷ୍ଟି | ଯୁବକଯୁବତୀ ପ୍ରେମରେ ଏପରି ଅନ୍ଧ ହୋଇଯାଉଛନ୍ତି ଭୁଲିଯାଉଛନ୍ତି ହିତାହିତ ଜ୍ଞାନ | ପ୍ରେମରେ ଏପରି ଅନ୍ଧ ହୋଇଯାଉଛନ୍ତି ପ୍ରେମିଯୁଗଳ ପାର୍କ,ହୋଟେଲ,ଘର ସବୁଠିଉ ଲ-ଗ୍ନ ହୋଇପଡ଼ୁଛନ୍ତି | ଆଉ ଏହାର ପରିଣାମ ଭିଡିଓ ହୋଇଯାଉଛି ଭାଇରାଲ | ଆଉ କଥା ଆସିଯାଉଛି ଥାନା କୁ ଏବଂ ଏଥର ଅଭିଯୋଗ ହୋଇଛି ପ୍ରେମିକା ଙ୍କ ଅଶୀଳ ଭିଡିଓ ଭାଇରାଲ କରି ଗିରଫ ହେଲେ ପ୍ରେମିକ |


ପ୍ରେମରେ ବିଶ୍ବାସ କରି ପ୍ରେମିକା ମାନେ ବହୁମାତ୍ରା ରେ ଠକାମି ରା ଶିକାର ହେଉଛନ୍ତି | ପ୍ରେମକୁସ ର୍ବସ୍ଵ ଦେଇଦେବାକୁ ଶପଥ କରି ଫସି ଯାଉଛନ୍ତି ଯୁବତୀ | ପ୍ରେମରେ ଆଗପଛ କିଛି ବିଚାର ନକରି ସେ ସବୁଭୁଲ କରିବସୁଛନ୍ତି ଯେଉଁଥି ପାଇଁ ତାଙ୍କୁ ସହିବାକୁ ପଡୁଛି ନିନ୍ଦା ଲୋକଲଜ୍ୟା ଏବଂ ଅପମାନ ଆଉ ପ୍ରେମିକ ର ଠିକଣା ହେଉଛି ଜେଲ |


ଏଥର ଖବର ଆସିଛି ବାଙ୍କୀ ରୁ ତେବେ ଏହି ବାଙ୍କୀ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀ ଙ୍କ ସହିତ ଗଞ୍ଜାମ ଜିଲ୍ଲାର ଏକ ଯୁବକ ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଦୁହେଁ ଏତେ ଘନିଷ୍ଟ ହୋଇ ଯାଇଥିଲେ ଯେ ସ୍ନାନ ସମୟରେ ମଧ୍ୟ ଭିଡିଓ କଲ କରି ଗାଧାଉଥିଲେ | ଯାହାକୁ ରେକର୍ଡ କରିନେଇଥିଲା ପ୍ରେମିକ ଜଣକ | ଦୁହେଁ ଦୁହିଁ ଙ୍କୁ ଏମିତି ବିଶ୍ବାସ କରୁଥିଲେ ଯେ ଦୂରରେ ଥାଇ ମଧ୍ୟ ଭରଚୁଆଲ ପ୍ରେମ କୁ ଉପଭୋଗ କରୁଥିଲେ |


ଯୁବତୀ କହିଲେ ଯୁବକ ଜଣଙ୍କ ର ଚରିତ୍ର ଠିକ ନାହିଁ ତେବେ ସେ ବିବାହ କରିବାକୁ ସିଧା ସିଧା ମନା କରିଦେଲେ | ଏବେ ଯୁବତୀ ଙ୍କ ବିବାହ ଅନ୍ୟ ଏକ ଜାଗା ରେ ଠିକ ହୋଇଥିବାର ଜାଣି ନିଜର ରାଗ କୁ କଣ୍ଟ୍ରୋଲ କରିପାରିନଥିଲେ ଯୁବକ | ଆଉ କରିବସିଲେ ଗୁରୁ ଚଣ୍ଡାଳ ଯୋଗ | ନିଜ ପାଖରେ ଥିବା ଯୁବତୀଙ୍କ ଅଶୀଳ ଭିଡିଓ କୁ ଶୋସିଆଲ ମିଡିଆ ରେ ପୋଷ୍ଟ କରିଦେଇଥିଲେ | ଏହା ପରେ ଯୁବତୀ ଜଣକ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଆଉ ଅଭିଯୋଗ କୁ ଆଧାର କରି ପୁଲିସ ସମ୍ପୃକ୍ତ ଯୁବକ ଙ୍କୁ ଗିରଫ କରିନେଇଛନ୍ତି |


ଏଭଳି ଘଟଣା ପ୍ରତ୍ଯେକ ଦିନ ଘଟୁଛି କିଛି ଘଟଣା ସାମ୍ନା କୁ ଆସୁଛି ଏବଂ କିଛି ଘଟଣା ସାମନାକୁ ଆସିପାରୁ ନାହିଁ | ତେବେ ପିଲାଟିଏ ବଡହେଲେ ସେ କେଉଁ ପରି ସାଙ୍ଗ ସାଥିଙ୍କ ମେଳରେ ରହୁଛି ତାହା ଜଣାପଡୁନି | ସୋଶିଆଲ ମିଡିଆ ସାହାର୍ଯ୍ୟ ରେ ସେମାନେ ସୁବିଧା ରେ ବନ୍ଧୁ କ୍ରିୟେଟ କରିପାରୁଛନ୍ତି | କାହାଙ୍କ ସହ କିଭଳି ସମ୍ପର୍କ ରଖୁଛନ୍ତି ତାହା କେବେଳ ସେମାନେ ହିଁ ଜାଣନ୍ତି | କିନ୍ତୁ ନିଜକୁ ଯେତିକି ଚାଲାକ ଭାବୁଛନ୍ତି ସେତିକି ସତର୍କ ରହୁନାହାନ୍ତି | ଯାହାଫଳରେ ଉଭୟ ଯୁବକ ଯୁବତୀ ଫସିଯାଉଛନ୍ତି | ବାରମ୍ବାର ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଅନଲାଇନ ରେ ସେଭଳି କୌଣସି କାମ କରନ୍ତୁ ନାହିଁ
ଯାହା ଆପଣ ମାନଙ୍କୁ ଅସୁବିଧାରେ ପକାଇବ |ନିଜର କୌଣସି ପ୍ରାଇଭେଟ ଫୋଟୋ କି ଭିଡିଓ କୁ କୌଣସି ଆପ୍ପ ସାହାର୍ଯ୍ୟ ରେ ରଖନ୍ତୁ ନାହିଁ କିମ୍ବା ଶେୟାର କରନ୍ତୁ ନାହିଁ | କାରଣ ଏହା ଦ୍ଵାରା ଆପଣଙ୍କର ଫୋଟୋ ବିଭିନ୍ନ ସର୍ଭର ରେ ସେଭ ହୋଇ ରହିଯାଉଛି | ଯାହା ପରେ ଲିକ ହୋଇ ଯିବାର ବହୁତ ସମ୍ଭାବନା ରହିଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *