Breaking News

ପ୍ରଥମଥର ପାଇଁ ଦେଖନ୍ତୁ ଅନୁ ଚୌଧୁରୀଙ୍କ ସ୍ୱାମୀଙ୍କୁ, ଆଗରୁ କେବେବି ଦେଖି ନଥିବେ…

ବନ୍ଧୁହଣ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତର 90 ଦଶକ ରେ ଜଣେ ଫେମସ ଅଭିନେତ୍ରୀ ହେଉଛନ୍ତି ଅନୁ ଚୌଧୁରୀ।ତାଙ୍କୁ ସେତେବେଳେ ଓଲିଉଡ ର କୁଇନ ବୋଲି କୁହାଯାଉଥିଲା।ତେବେ ଅନୁ ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ସେତେବେଳେ ବହୁତ ନାମ କମାଇବା ସହ ବହୁତ ଲୋକପ୍ରିୟତା ହାସଲ କରିଥିଲେ।ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଓଲିଉଡ ଜଗତରେ ରାଜ କରୁଥିଲେ।


ଏହି 90 ଦଶକ ରେ ଅନୁ ଥିଲେ ଜଣେ ଲୋକପ୍ରିୟ ଅଭିନେତ୍ରୀ ସେ ବହୁତ ଗୁଡିଏ ହିଟ ଫିଲ୍ମି ରେ ଅଭିନୟ ମଧ୍ୟ କରିଛନ୍ତି।ତେବେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଗୁଡିଏ ଫିଲ୍ମି ହିଟ ମଧ୍ୟ ହୋଇଛି।ଅନୁ ଙ୍କୁ ଏଭର ଗ୍ରୀନ ବିୟୁଟି ମଧ୍ୟ କୁହାଯାଏ।


ତେବେ ବନ୍ଧୁଗଣ ଆପଣ କଣ ଜାଣିଛନ୍ତି କି ଅନୁ କେବେ ଓ କାହାକୁ ବିବାହ କରିଥିଲେ ।ତେବେ ଆସନ୍ତୁ ଜାଣିବା।ଅନୁ 2006 ମସିହା ରେ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥିଲେ ତାଙ୍କ ସ୍ୱାମୀ ଙ୍କର ନାମ ସନ୍ଦୀପ।ତେବେ ସନ୍ଦୀପ ହେଉଛନ୍ତି ଜଣେ ବ୍ୟବସାୟୀ ଏହି ଦୁଇଜଣ ଙ୍କର ଭେଟ ଭୁବନେଶ୍ୱର ରେ ହୋଇଥିଲା ଓ ପରେ ବିବାହ କରିଥିଲେ।
ତେବେ ବିବାହ ର 6 ବର୍ଷ ପରେ ଦୁହେଁ ଦୁହିଁ ଙ୍କ ଠାରୁ ଅଲଗା ହୋଇଯାଇଥିଲେ କାରଣ ତାଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖା ଦେଇଥିଲା।ସେ 2012 ସେ ଅଲଗା ହୋଇଥିଲେ ସେବେଠୁ ଆଉ ଏକାଠି ହୋଇନାହାନ୍ତି ଏହି ଦୁଇଜଣ।ତେବେ ବର୍ତ୍ତମାନ ସମୟରେ ଅନୁ ଏକାକୀ ରହୁଛନ୍ତି।ଅନୁ କେବଳ ଓଡ଼ିଆ ନୁହେଁ ସେ ତେଲୁଗୁ ଓ ତାମିଲ ଫିଲ୍ମି ରେ ମଧ୍ୟ ଅଭିନୟ କରିଛନ୍ତି।ସେ ତେଲୁଗୁ ଓ ତାମିଲ ରେ ମଧ୍ୟ ତାଙ୍କ ଝଲକ ଦେଖାଇଛନ୍ତି।ତେବେ ବର୍ତ୍ତମାନ ସମୟରେ ଅନୁଙ୍କ ବୟସ 40 କିନ୍ତୁ ତାଙ୍କୁ ଦେଖିଲେ କେହି କହିବେନି ତାଙ୍କ ବୟସ 40 ବୋଲି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *