Breaking News

ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ପୋଷ୍ଟାଲ ତରଫରୁ ନୂଆ ସ୍କିମ, ଏମିତି ଉଠାନ୍ତୁ ଲାଭ

ପୋଷ୍ଟ ଅଫିସି ରେ ଭଲ ସ୍କମି 10 ବର୍ଷର ପିଲା ଖୋଲି ପାରିବେ ଏହି ଆକାଉଣ୍ଟ ମିଳିବ ମାସକୁ 2500 ଟଙ୍କା ଆସନ୍ତୁ ନଜର ପକାଇବା ପୋଷ୍ଟଲର ଜବରଦସ୍ତ ସ୍କମି ବିଷୟରେ 10 ବର୍ଷରୁ ଉର୍ଧ ଛାତ୍ର ଛାତ୍ରୀ ଏହି ଖାତା ଖୋଲିପାରିବେ | ପୋଷ୍ଟ ଅଫିସି ସ୍କମି ସେହି ଲୋକ ମାନଙ୍କ ପାଇଁ ଯେଉଁ ମାନେ ବିପଦ ଶୂନ୍ୟ ସହିତ ଲାଭ ପାଇପାରିବେ|

ଡାକଘର ଏମିତି ଏକ ସଞ୍ଚୟ ଯୋଜନା ଯେଉଁ ଥିରେ ଆପଣ ପ୍ରତିଥର ବିନିଯୋଗ କରି ସୁଧ ଆକାରାରେ ଲାଭ ଉପାର୍ଜନ କରି ପାରିବେ | ଏହି ଖାତାର ଅନେକ ଲାଭ ମଧ୍ୟ ଅଛି ଏହି ଖାତାକୁ 10ବର୍ଷରୁ ଅଧିକ ପିଲା ମନାଙ୍କ ନାମରେ ଖୋଲା ଯାଇପାରିବ ଯଦି ତୁମେ ତୁମ ପିଲା ମାନଙ୍କ ନାମରେ ଏହି ସ୍ୱତନ୍ର ଖାତା ଖୋଲିବେ |

ତେବେ ଆପଣଙ୍କୁ ପ୍ରତି ମାସରେ ପାଉଥିବା ସୁଦ୍ଧା ଟିଉସନ ଫି ପାଇଁ ମଧ୍ୟ ପ୍ରଦାନ କରାଯାଇପାରିବ | ଆପଣ କୌଣସି ଡାକଘର କୁ ଯାଇ ପୋଷ୍ଟ ଅଫିସି ଆକାଉଣ୍ଟ ମଧ୍ୟ ଖୋଲି ପାରିବେ ଏହା ଅଧୀନରେ ସର୍ବ ନିମ୍ନ 1000 ଟଙ୍କା ଜମା କରି ପାରିବେ |

ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ ସୁଦ ହାର ହେଉଛି 6.6 ପ୍ରତିଶତ ଯଦି ଶିଶୁର ବୟସ 10 ବର୍ଷରୁ ଅଧିକ ତେବେ ଆପଣ ତାଙ୍କ ନାମରେ ଏହି ଆକାଉଣ୍ଟ ମଧ୍ୟ ଖୋଲି ପାରିବେ ଯଦି ଏହା କମ ତାହାନେ ପିତା ମାତାଙ୍କ ଏହି ଆକାଉଣ୍ଟ ଖୋଲି ପାରିବେ ଏହି ଯୋଜନାର ସମୟ ସୀମା 5 ବର୍ଷ ଅଟେ |

ଏହାପରେ ଏହାକୁ ବନ୍ଦ ମଧ୍ୟ କରିପାରିବେ ଯଦି ତୁମ ପିଲା 10ବର୍ଷ ବୟସ କମ ହୋଇଛି ତୁମେ ତାଙ୍କ ନାମରେ 2 ଲକ୍ଷ ଟଙ୍କା ଜମା କରି ପ୍ରତି ମାସରେ ତୁମର ସୁଧ 6.6 ପ୍ରତିଶତ ହାରରେ 1100 ଟଙ୍କା ହେବ | 5 ବର୍ଷରେ ଏହି ସୁଧ ସମୁଦାୟ 6600 ଟଙ୍କା ହେବ ଏବଂ ଶେଷରେ ଆପଣ ମଧ୍ୟ 2ଲକ୍ଷ ଟଙ୍କା ଫେରସ ପାଇବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.