Breaking News

ପୋଷ୍ଟ ଅଫିସରେ ବଢିଆ ସ୍କିମ ଆସିଲା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏପରି ସୁବିଧା, ଜାଣିଲେ ସବୁ ଖୁସି ହୋଇଯିବେ…

ପୋଷ୍ଟ ଅଫିସରେ ଆସିଲା ଆଉ ଏକ ସୁପରହିଟ ସ୍କିମ।୧୦ ବର୍ଷ ର ପିଲା ଖୋଲିପରିବେ ଏହି ଆକାଉଣ୍ଟ କୁ।ମିଳିବ ମାସକୁ ୨୫୦୦ ଟଙ୍କା। ତେବେ ଆସନ୍ତୁ ନଜର ପକେଇବା ପୋଷ୍ଟ ଅଫିସ ର ଏହି ସ୍କିମ ବିଷୟ ରେ।ପୋଷ୍ଟ ଅଫିସ ସ୍କିମ ସେହି ଲୋକ ମାନଙ୍କ ପାଣି ଲାଭ ଦାୟକ ଯେଉଁମାନେ ବିପଦ ଶୂନ୍ୟ ସହିତ ଲଭ ମଧ୍ଯ ଚାହୁଁଥାନ୍ତି।ତେବେ ଡାକ ଘର ର MIS ହଉଚି ଏପରି ଏକ ସଞ୍ଚୟ ଯୋଜନା ଯେଉଁଥିରେ ଆପଣ ପ୍ରତିଥର ଥରେ ବିନିଯୋଗ କରି ଶୁଦ୍ଧ ଆକାରରେ ଲାଭ ଉପାର୍ଜନ କରିପାରିବେ।

ଏହି ଖାତା ରେ ଅନେକ ଲାଭ ମଧ୍ୟ ରହିଛି ଯାହା କି ପୋଷ୍ଟ ଅଫିସ ସେଭିଂ ସ୍କିମ । ତେବେ ଅହି ଆକାଉଣ୍ଟ କୁ ଦାସ ବର୍ଷା ରୁ ଅଧିକ ପିଲା ମାନଙ୍କ ନାମ ରେ ମଧ୍ୟ ଖୋଲାଯାଇ ପାରିବ। ଯଦି ତୁମେ ତୁମର ପିଲା ମାନଙ୍କ ଆକାଉଣ୍ଟ ରେ ପୋଷ୍ଟ ଅଫିସ ସେଭିଂ ସ୍କିମ ଖୋଲି ତେବେ ଆପଣ ପ୍ରତି ମାସ ରେ ପାଇଥିବା ସୁଧ କୁ ଟ୍ୟୁସନ ଫି ପାଇଁ ମଧ୍ୟ ପ୍ରଦାନ କରିପାରିବେ।

ଆସନ୍ତୁ ଯୋଜନା ର ସମ୍ପୂର୍ଣ୍ଣ ବିବରଣୀ ଜାଣିବା।ଆପଣ ଯେକୌଣସି ଡାକ ଘର କୁ ମଧ୍ୟ ଯାଇ ଅହି ଆକାଉଣ୍ଟ କୁ ମଧ୍ୟ ଖୋଲି ପରିବେ ଏହି ଅଧୀନ ରେ ସର୍ବନିମ୍ନ ଅକହଜାର ଟଙ୍କା ଜମା କରିପାରିବେ। ଏବଂ ସର୍ବାଧିକ ସାଡେ ଚାରି ଲକ୍ଷ୍ୟ ଟଙ୍କା ମଧ୍ୟ ଜମା କରିପାରିବେ।ତେବେ ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ ଅପର୍ଜନ୍ତ ସୁଧ ହାର ହଉଚି ୬.୬ ପ୍ରତିସଦ। ଅର୍ଥାତ୍ 6.6% ଅନୁଯାଇ ଆପଣଙ୍କୁ ସୁଧ ମିଳିବ।

ଯଦି ଶିଶୁ ର ବୟସ ୧୦ ବର୍ଷ ରୁ ଅଧିକ ତେବେ ଆପଣ ଟଙ୍କା ନାମରେ ଏହି ଆକାଉଣ୍ଟ ଖୋଳିପାରିବେ।ଯଦି ଏହା କମ୍ ତେବେ ପିତା ମାତା ଏହା ବଦଳ ରେ ଏହି ଆକାଉଣ୍ଟ ମଧ୍ଯ ଖୋଲି ପାରିବେ। ଏହି ଯୋଜନା ରେ ମଚୁରିଟୀ ୫ ବର୍ଷ ତ ଅଟେ ଏହା ପରେ ଏହା କୁ ବନ୍ଦ ମଧ୍ୟ କରିହେବ।

ଯଦି ତୁମର ପିଲା ର ୧୦ ବର୍ଷ ର ବୟସ ହୋଇଛି ଏବଂ ତୁମେ ଟଙ୍କା ନାମରେ ଯଦି ୨ ଲକ୍ଷ ଟଙ୍କା ଜମା କର ତେବେ ପ୍ରତିମାସ ତୁମର ସୁଧ ୬.୬ ପ୍ରତିଶତ ହାର ରେ ୧୧,୦୦୦ ଟଙ୍କା ହେବ।ଓ ପାଞ୍ଚ ବର୍ଷ ରେ ଅହି ସୁଧ ସମୁଦାୟ ୬୬,୦୦୦ ଟଙ୍କା ହେବ ଏବଂ ଶେଷରେ ଆପଣଙ୍କୁ ମଧ୍ୟ ୨ ଲକ୍ଷ୍ୟ ଟଙ୍କା ଫେରସ୍ତ ପାଇବେ।

ଏପରିକି ଏକ ଛୋଟ ପିଲା ପାଇଁ ଆପଣ ୧୧,୦୦୦ ଟଙ୍କା ପାଇବେ ଯାହାକୁ ଆପଣ ଟଙ୍କା ଶିକ୍ଷା ପାଇଁ ବ୍ୟବହାର କରିପାରିବେ। ଏବଂ ଏହି ସୁଧ ଟଙ୍କା ପିତାମାତା ଙ୍କ ପାଇଁ ଏକ ଭଲ ସାହାଯ୍ୟ ମଧ୍ୟ ହୋଇପାରେ। ଏବଂ ଏହି ଖାତା ର ବିଶେଷତା ହେଉଛି ଏହା ଜଣଙ୍କ କିମ୍ବା ତିନିଜଣଙ୍କ ବୟସ୍କ ଙ୍କ ମିଳିତ ଆକାଉଣ୍ଟ ମଧ୍ୟ ଖୋଲିହେବ।

ଯଦି ଆପଣ ଅହି ଆକାଉଣ୍ଟ ରେ ସାଡେ ତିନିଲକ୍ଷା ଟଙ୍କା ଜମା କରନ୍ତି ତେବେ ଆପଣ ବର୍ତ୍ତମାନ ହାରରେ ୧୯୨୫ ଟଙ୍କା ପାଇବେ।ତେବେ ବିଦ୍ୟାଳୟ ରେ ପଢୁଥିବା ପିଲାମାନଙ୍କ ପାଇଁ ଏହା ଏକ ବିପୁଳ ପରିମାଣ ଭାବେ ସାହାଯ୍ୟ ହେବ।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.