Breaking News

Post Officeର ନୂଆ ଜବରଦସ୍ତ ସ୍କିମରେ ଦ୍ୱିଗୁଣ ହୋଇପାରିବ ଟଙ୍କା, ଜାଣନ୍ତୁ କେମିତି ଉଠେଇ ପାରିବେ ଲାଭ

ହେଲୋ ଫ୍ରେଣ୍ଡ୍ ପୋଷ୍ଟ ଅଫିସରେ ଏହି ସ୍କିମରେ ଦ୍ଵିଗୁଣ ହୋଇ ପାରିବ ଟଙ୍କା ଜାଣନ୍ତୁ କେମିତି ସମସ୍ତେ ନିଜର ଜମା ରାଶି ସୁରକ୍ଷିତ ରଖିବା ସହ ଏହାକୁ ବୃଦ୍ଧି କରିବାକୁ ଚାହାନ୍ତି | ଏଥି ପାଇଁ ଅନେକ ନିଜର ଜମା ରାଶିକୁ ବ୍ୟାଙ୍କ ରେ ରଖିଥାନ୍ତି କିମ୍ବା କୌଣସି ସ୍କିମ ରେ ନିବେଶ କରିଥାନ୍ତି । ସୁରକ୍ଷିତ ନିବେଶ ଓ ଭଲ ରିଟର୍ନ ପାଇବା ପାଇଁ ପୋଷ୍ଟ ଅଫିସର ଏହି ଯୋଜନା କିଶାନ ବିକାଶ ପତ୍ର ଆପଣମାନଙ୍କ ପାଇଁ ବୋହୁତ ଲାଭ ଦାୟକ ହୋଇ ପାରେ |

ପୋଷ୍ଟ ଅଫିସର ସଞ୍ଚୟ ଯୋଜନାରେ ଆପଣମାନଙ୍କ ତାଙ୍କ ସୁରକ୍ଷିତ ରହିବା ସହିତ ଏଥିରେ ଅନ୍ୟ ଯୋଜନା ତୁଳନାରେ ଅଧିକ ସୁଧ ମିଳିଥାଏ । ପୋଷ୍ଟ ଅଫିସର ଏହି ଯୋଜନା ହେଉଛି କିଶାନ୍ ବିକାଶ ପତ୍ର କୃଷାକଙ୍କ ନିବେଶକୁ ଦ୍ଵିଗୁଣ କରିବା ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରା ଯାଇଥିଲା ତେବେ ବର୍ତ୍ତମାନ୍ ଏହି ସେବା ଏବେ ସମସ୍ତଙ୍କୁ ଉପଲବ୍ଧ | ଏହି ଯୋଜନାରେ 10 ବର୍ଷ ଏବଂ 4 ମାସ ଅର୍ଥାତ୍ 124 ମାସରେ ଆପଣମାନେ ଜମା କରାଇଥିବା ଟଙ୍କା ଦ୍ଵିଗୁଣ ହୋଇ ପାରିବ |

ଏହି ଜମା ଖାତାରେ 6.9 % ସୁଧ ମିଳିଥାଏ ଯଦି ଆପଣ ମାନେ କିସାନ ବିକାଶ ପତ୍ର ଯୋଜନାରେ ନିବେଶ କରୁଛନ୍ତି ତେବେ ଜମା କରାଯାଇଥିବା ନିଶ୍ଚିତ ରାଶି 10 ବର୍ଷ 4 ମାସରେ ଦ୍ଵିଗୁଣ ହୋଇ ଥାଏ କିଶାନ ବିକାଶ ପତ୍ର ଯୋଜନାରେ ଆପଣଙ୍କୁ ପ୍ରମାଣ ପତ୍ର ଭାବରେ ନିବେଶ କରିବାକୁ ପଡ଼ିଥାଏ | ଆପଣମାନେ ଏହି ପ୍ରମାଣ ପତ୍ରକୁ 1 ହଜାର ଟଙ୍କା , 5 ହଜାର ଟଙ୍କା 10 ହଜାର ଟଙ୍କା ଏବଂ 50 ହଜାର ଟଙ୍କା ଭାବରେ କିଣି ପାରିବେ ।

50 ହଜାର ରୁ ଅଧିକ ନିବେଶ ଉପରେ ପାନ କାର୍ଡ ବାଧ୍ୟାତା ମୂଳକ ଥିବା ବେଳେ 10 ଲକ୍ଷ୍ୟ କିମ୍ବା ଏହାଠାରୁ ଅଧିକ ନିବେଶ ଉପରେ ଆଉ ପ୍ରମାଣ ଜମା କରିବାକୁ ପଡ଼ିବ ଯେମିତି କି ଇନକମ ଟ୍ୟାକ୍ସ ରିଟର୍ନ ସାଲାରୀ ସ୍ଲିପ ଓ ବ୍ୟାଙ୍କ ଷ୍ଟେଟମେଣ୍ଟ | ଏହା ଛଡ଼ା ପରିଚୟ ପତ୍ର ମଧ୍ୟ ଦେବାକୁ ପଡିଥାଏ ଏହି ଯୋଜନା ଅନୁଯାୟୀ କୌଣସି ଭାରତୀୟ ନାଗରିକ ଯାହାର ବୟସ 18 ବର୍ଷରୁ ଅଧିକ ହୋଇଥାଏ । ସେ ଏହି ଆକାଉଣ୍ଟ ଖୋଲି ପାରିବେ । ତେବେ ଆକାଉଣ୍ଟ ଖଲିବାର ସର୍ବାଧିକ ବୟସ ସୀମା ବିଷୟରେ କୁହାଯାଇ ନାହିଁ ତେବେ 10 ବର୍ଷ ରୁ 18 ବର୍ଷ କମ୍ ନାବାଳକ ନାମରେ ବି କେଭିପି ସର୍ଟିଫିକେଟ କିଣି ପାରିବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.