ଦର୍ଶକବନ୍ଧୁ ପୋଷ୍ଟ ଅଫିସିର ସ୍କିମ ନିବେଶ କରୁଥିବା ସବୁବେଳେ ସୁରକ୍ଷିତ ବୋଲି କୁହାଯାଇଥାଏ କେବଳ ସହାରା ଅଞ୍ଚଳରେ ନୁହେଁ ବରଂ ଏହା ଗ୍ରାମ ଅଞ୍ଚଳରେ ନିବେଶ କରିବାକୁ ଲୋକ ମାନେ ଭରସା କରିଥାନ୍ତି ଏଥିରେ ଆପଣ ମାନଙ୍କ ଟଙ୍କା ସୁରକ୍ଷିତ ରହିବ ସହିତ ଶେଷରେ ପଇସା ମିଳିଲା ବେଳେ ଭଲ ଆକାରରେ ସୁଦ୍ଧ ମିଳିଥାଏ ଆଜି ମୁଁ ଆପଣ ମାନଙ୍କୁ ପୋଷ୍ଟ ଅଫିସର ଏଭଳି ଏକ ସ୍କିମ ବିଷୟରେ କହିବାକୁ ଯାଉଛି ଯେଉଁ ଥିରେ ଆପଣ ମାନଙ୍କୁ ମିଳିପାରିବ ଡବଲ ଫାଇଦା ଯାହାକୁ ଆପଣ ମାନେ କମ ନିବେଶରେ ଆରମ୍ଭ କରି ପାରିବେ ଏବଂ ଏହାର ଖାସ କଥା ହେଲା ଏଥିରେ ଆପଣ ମାନଙ୍କର ଜମା ଅନୁସାରେ ଦିଅ ଯାଉଥିବା ସୁଧ ଆପଣ ମାନଙ୍କୁ ପ୍ରତି ମାସରେ ମିଳିଯିବ |
ଉଦାହରଣ ସରୂପ ଯଦି ମାସର ପ୍ରଥମ ତାରିଖରେ ଏହି ସ୍କିମ ରେ ଆପଣ 200 ଟଙ୍କା ଇବିଏସ କରୁଛନ୍ତି ତାହାଲେ ମାସ ଶେଷରେ ଆପଣ ମାନକୁ ଆପଣଙ୍କର ନିବେଶ ସୁଧ ମିଳିଯିବ ଏଭଳି ଭାବରେ ପ୍ରତିମାସରେ ରାଶି ବଢିବା ସହିତ ଏହା ସୁଧ ମଧ୍ୟ ପଡିବ ସୁଧ ହାର ବର୍ଷିକ ସୁଧ ହାର ହିସାବରେ ରହିବ ଏହି ସ୍କିମ ହେଉଛି ପୋଷ୍ଟ ଅଫିସର ମାଗଣା ମାସିକିଆ ସ୍କିମ | ପୋଷ୍ଟ ଅଫିସର ଏହି mi ସ୍କିମ ରେ ଆପଣ ୧ହଜାର ଟଙ୍କାରୁ ଆପଣ ନେବାସ ଆରମ୍ଭ କରି ପାରିବେ |
ଏହା ପରି ପ୍ରତି ମାସ ଏଥିରେ ଆପଣ ମାନଙ୍କୁ ଟଙ୍କା ଯୋଡି଼ବାକୁ ପଡିବ ଏହି ସ୍କିମ ରେ ଜଣେ ବ୍ୟକି ପ୍ରାୟ 4ଲକ୍ଷେ 50 ହଜାର ଟଙ୍କା ଜମା କରିପାରିବ ସର୍ବଧିକ 5 ବର୍ଷ ପାଇଁ ଏହି ସ୍କିମ ରେ ନିବେଶ କରି ପାରିବେ ତେବେ ଏହି ସ୍କିମ ରେ ନିବେଶ ଙ୍କୁ 6 ଦଶମୀକି 6 ପ୍ରତିଶତ ବର୍ଷିକ ସୁଧ ମିଳିଥାଏ ଯାହାର ସୁଧ ଆପଣ ମାନଙ୍କୁ ପ୍ରତି ମାସରେ ମିଳିଥାଏ ଯଦି ଆପଣ ମାସିକ ସୁଧ ନେଉ ନାହାନ୍ତି ତେବେ ତାହା ଅଲଗା ରହିବ କି କିନ୍ତୁ ତାହା ଉପରେ କୌଣସି ସୁଧ ମିଳିବ ନାହିଁ |
ଆପଣ ମାନଙ୍କୁ ସର୍ବନିମ୍ନ ଏକ ବର୍ଷ ଟଙ୍କା ରଖିବାକୁ ପଡିବ ଏକ ବର୍ଷ ପୂର୍ବରୁ ମଧ୍ୟ ଟଙ୍କା କାଢି ପାରିବେ କିନ୍ତୁ ଏଥିପାଇଁ କିଛିବି ଫାଇନି ଭରିବାକୁ ପଡ଼ିବ ସେହି ଭଳି 3ବର୍ଷ ପରେ ଏବଂ 5 ବର୍ଷ ପୂର୍ବେ ଟଙ୍କା କାଢ଼ିଲେ ୧ ପ୍ରତିଶତ କାଟି ଟଙ୍କା ଫେରସ୍ତ କରାଯିବ ନିବେଶ ଅବଧି ସାରିବା ସମୟ ମଧ୍ୟରେ ଯଦି ଖାତା ଧାରଙ୍କ ମୃ-ତ୍ୟୁ ହୋଇଯାଏ | ତେବେ ଟଙ୍କା ନମୋନ ଭାବରେ ନାମାଇଟ ବ୍ୟକ୍ତି କିମ୍ବା ଆଇନଗତ ସମ୍ପର୍କୀୟ ମାନଙ୍କୁ ଦିଆଯିବ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …