ପୋଷ୍ଟ ଅଫିସିରେ ଆପଣ ଥରେ ପଇସା ଜମା କରି ପ୍ରତି ମାସରେ ପାଇ ପାରିବେ ଟଙ୍କା | ପୋଷ୍ଟ ଅଫିସି ଏହି ସ୍କିମ ରେ ନିବେଶ କରିବା ସବୁବେଳେ ସୁରକ୍ଷିତ ବୋଲି କୁହାଯାଏ କେବଳ ସହର ଅଞ୍ଚଳ ନୁହେଁ ବରଂ ଗ୍ରାମ ଅଞ୍ଚଳରେ ମଧ୍ୟ ନିବେଶେ କରିବାକୁ ଲୋକ ମାନେ ଭରଷା କରିଥାନ୍ତି ଏଥିରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ ସହ ଭଲ ରିଟନ ମଧ୍ୟ ମିଳିଥାଏ | ଆମେ ପୋଷ୍ଟ ଅଫିସିର ଏଭଳି ଏକ ସ୍କିମ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କମ ନବେଶ ସହ ଆରମ୍ଭ କରିପାରିବେ |
ଏହାର ଖାସ କଥା ହେଲା ଏଥିରେ ଆପଣ ଜମା ଅର୍ଥ ପରେ ଦିଅ ଯାଉଥିବା ସୁଦ୍ଧ ଆପଣଙ୍କୁ ପ୍ରତି ମାସରେ ମିଳେ ତେବେ ଆସନ୍ତୁ ସ୍କିମ ବିଷେୟରେ ଆଗକୁ ଜାଣିବା | ଆପଣ ଯଦି ମାସର ପ୍ରଥମ ତାରିଖରେ ଏହି ସ୍କିମ ରେ 2000 ଟଙ୍କା ନିବେଶ କରୁଛନ୍ତି ତେବେ ମାସ ଶେଷରେ ଆପଣଙ୍କୁ ଆପଣଙ୍କ ନିବେଶର ସୁଦ ମିଳିଯିବ ଏହି ଭଳି ପ୍ରତି ବର୍ଷରେ ଆପଣଙ୍କ ଜମା ରାଶି ବଢିବା ସହ ଏହା ଉପରେ ମିଳୁଥିବା ସୁଦ୍ଧ ମଧ୍ୟ ବଢିବ |
ତେବେ ସୁଧ ହାର ବର୍ଷିକ ସୁଧ ହାର ହିସାବରେ ରହିବ ଏହି ସ୍କିମ ହେଉଛି ପୋଷ୍ଟ ଅଫିସିର ମାସିକିଆ ସ୍କିମ ଯାହାକୁ mis ସ୍କିମ ବୋଲି କୁହାଯାଏ ତେବେ ଏହି mis ଆପଣ ୧000 ଟଙ୍କାରୁ ଆପଣ ନିବେଶ ଆରମ୍ଭ କରି ପାରିବେ ଏହା ପରେ ପ୍ରତି ମାସରେ ଏଥିରେ ଆପଣଙ୍କୁ ଟଙ୍କା ଯୋଡିବାକୁ ପଡିବ ଏହି ସ୍କିମ ରେ ଜଣେ ବ୍ୟକ୍ତି ପ୍ରାୟ ସାଢେ 4 ଲକ୍ଷେ ଟଙ୍କା ଜମା କରିପାରିବେ ସର୍ବାଧିକ 5ବର୍ଷ ପାଇଁ ଏହି ସ୍କିମ ରେ ନିବେଶ କରି ପାରିବେ |
ଏହି ସ୍କିମ ରେ ନିବେଶ ଙ୍କୁ 6ଦଶମୀକି 6ପ୍ରତିଶତ ବର୍ଷିକ ସୁଧ ମିଳିଥାଏ ଯାହାର ସୁଧ ଆପଣ ପ୍ରତି ମାସରେ ମିଳେ ଯଦି ଆପଣ ମାସିକ ସୁଧ ନେଉନାହାନ୍ତି ତେବେ ତାହା ଅଲଗା ରହିବ ତାହା ଉପରବ କୌଣସି ସୁଧ ମିଳିବ ନାହିଁ | ଆପଣଙ୍କୁ ସର୍ବ ନିମ୍ନ ଏକ ବର୍ଷ ଟଙ୍କା ରଖିବାକୁ ପଡିଥାଏ | ଆପଣ ଚାହିଁଲେ ଏକ ବର୍ଷ ପୂର୍ବରୁ ଟଙ୍କା କାଢି ପାରିବେ ସେଥିପାଇଁ କିଛି ଫାଇନି ଦେବାକୁ ପଡିବ ଏକ ବର୍ଷ ପରେ କିମ୍ଭା 3ବର୍ଷ ପରେ ବହି ବନ୍ଧ କଲେ ମୂଳ ଧନରୁ 2ପ୍ରତିଶତ କାଟି ଟଙ୍କା ଫେରସ୍ତ କରାଯାଇଥାଏ | ସେହି ଭଳି 3ବର୍ଷ ପରେ ଏବଂ 5ବର୍ଷ ପୂର୍ବରୁ ଟଙ୍କା କାଢ଼ିଲେ ଏକ ପ୍ରତିଶତ କାଟି ଟଙ୍କା ଫେରସ୍ତ କରାଯିବ | ନିବେଶ ଅବଧି ସମୟରେ ଖାତା ଧରଙ୍କ ମୃତ୍ୟୁ ହେଉଛି ତେବେ ଟଙ୍କା ନୋମିନି ଭାବରେ ନାମିତ ବ୍ୟକ୍ତି ବା ଅଇନି ଗତ ସମ୍ପର୍କୀୟଙ୍କୁ ମିଳିବ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …