Breaking News

Post Office : ପୋଷ୍ଟ ଅଫିସର ଆସିଲା ଦମଦାର ସ୍କିମ ଏହି ସ୍କିମ କରିଦେବ ଲକ୍ଷପତି, ୧0 ଟଙ୍କା ଦେଲେ ବର୍ଷକୁ ମିଳିବ ୧୬ ହଜାର ଟଙ୍କା, ଆଜି ଠାରୁ କରନ୍ତୁ ଏହି କାମ !

ବର୍ତମାନର ବଡ଼ ଖବର ଫୁଣି ଆସିଲା ବଡ଼ ଖୁସି ଖବର ପୋଷ୍ଟ ଅଫିସର ଏହି ସ୍କିମ ରେ ରଖନ୍ତୁ ଟଙ୍କା ମିଳିବ ବ୍ୟାଙ୍କ ଠାରୁ ଅଧିକ ଫାଇଦା ପୋଷ୍ଟ ଅଫିସର ଆସିଯାଇଛି ଦମ ଦାରେ ଅଫର ଏହି ଯୋଜନା ଆପଣଙ୍କୁ କରି ଦେଇପାରେ ଲକ୍ଷ ପାଟି | ଆପଣ କିମ୍ବା ଆପଣଙ୍କ ପରିବାର ଭବିଷ୍ୟତ କୁ ଧ୍ୟାନ ରେ ରଖି ଆପଣ ସଞ୍ଚୟ ଯୋଜନାରେ ବିନିଯୋଗ କରନ୍ତି ସମସ୍ତେ ନିଦେଶାରେ ସୁରକ୍ଷିତ ଚାହିଁ ଥାନ୍ତି ଏଥି ପାଇଁ ଆପଣ ପୋଷ୍ଟ ଅଫିସର ଫିକ୍ସ ଡିପୋଜିଟି ପ୍ଲାନ ରେ ନିବେଶ କରି ପାରିବେ |

ଏହା ବେତିତ ଆପଣ ପୋଷ୍ଟ ଅଫିସିରେ fd ତିଆରି କରି ଅନେକ ସୁବିଦା ମଧ୍ୟ ପାଇପାରିବେ ତେବେ ସବୁଠାରୁ ବଡ଼ କଥା ହେଉଛି ଲାଭ ସହିତ ସରକାରୀ ଗ୍ୟରେଣ୍ଟି ମଧ୍ୟ ପାଇବେ ଏଥିରେ ଆପଣଙ୍କ ତ୍ରାଇ ମାସିକ ଆଧାରରେ ସୁଧ ଯାହାକି ପୋଷ୍ଟ ଅଫିସ ଏବଂ FD ଇନ୍ଟରେଷ୍ଟ ସୁବିଦା ମଧ୍ୟ ମିଳିବ ଏଠାରେ FD ପାଇବା ମଧ୍ୟ ବହୁତ ସହଜ ଇଣ୍ଡିଆ ପୋଷ୍ଟ ସାଇଟିରେ ଦିଆ ଯାଇଥିବା ସୂଚନା ଅନୁଯାଇ ଆପଣ ୧,୨,୩, ୫ ବର୍ଷ ପାଇଁ ପୋଷ୍ଟ ଅଫିସିରେ FD ପାଇପାରିବେ |

ଏହି ଯୋଜନାରେ କଣ ଲାଭ ଉପଲବ୍ଧ ଅଛି ଜାଣି ରଖନ୍ତୁ ଡାକ କାର୍ଯ୍ୟଳୟରେ fd କରିବା ପରେ ସରକାର ଏକ ଗ୍ୟରେଣ୍ଟି ଦେଇଛନ୍ତି ଏଥିରେ ନିବେଶଙ୍କ ଟଙ୍କା ସମ୍ପୂର୍ଣ ସୁରକ୍ଷିତ ରହିଥାଏ ଏଥିରେ fd ଅଫଲାଇନି ଯାହାକି ଟଙ୍କା ଉଠାନା online ନେଟ ବ୍ୟାଙ୍କଙ୍ଗୀ ମୋବାଇଲି ବ୍ୟାଙ୍କ ରେ କରି ପାରିବେ ଏଠାରେ ଆପଣ ଗୋଟେ କିମ୍ବା ଅଧିକ FD କରିପାରିବ | ଏଠାରେ ଆପଣ fd ଆକାଉଣ୍ଟ କୁ ଜଏଣ୍ଟ ମଧ୍ୟ କରି ପାରିବେ | ବର୍ଷକ ପାଇଁ ଫିକ୍ସଡିପୋଜିଟି ଆପଣଙ୍କୁ itr ଫାଇଲ କରିବା ସମୟରେ ଆପଣଙ୍କୁ ଟାକ୍ସ ରେ ରିହାତି ମିଳିବ ଏକ ପୋଷ୍ଟ ଅଫିସିରୁ ଅନ୍ୟ ଏକ ପୋଷ୍ଟ ଅଫିସି ରୁ ସହଜରେ ଟ୍ରାନ୍ସପୋରା କରିପାରିବେ | fd ରେ 5ପ୍ରତିଶତ ଦରରେ ମଧ୍ୟ ସୁଧ ମିଳିଥାଏ 3 ବର୍ଷ ଏକ ଦିନ ଠାରୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ fd ରେ 6 ଦଶମୀକି ୭0 ପ୍ରତିଶତ ସୁଧ ମିଳିଥାଏ |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.