Breaking News

ପଣା ସଂକ୍ରନ୍ତି ଦିନ ଏହି ୬ଟି କାମ କରନ୍ତୁ , ଆପଣଙ୍କ ଭାଗ୍ୟ ପୁରା ବଦଳିଯିବ ଏହି ୬ କାମ କଣ ଜଣାନ୍ତୁ !

ନମସ୍କାର ଦର୍ଶକବନ୍ଧୁ ପ୍ରଥମେ ଆପଣ ମାନଙ୍କୁ ଓଡ଼ିଆ ନବ ବର୍ଷ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ କହିବାକୁ ଯାଉଛୁ ଯାହାକୁ ଆସନ୍ତା ପଣା ସଂକ୍ରାନ୍ତି ଦିନ କରିବା ଦ୍ଵାରା ଭଗବାନ ହନୁମାନ ଙ୍କ କୃପା ପ୍ରାପ୍ତି ହେବ ସହ ଆପଣଙ୍କ ଗୃହ ରେ ସୁଖ ଶାନ୍ତି ଲାଗିରହିଥାଏ | ଏବଂ ଆପଣଙ୍କ ଆର୍ଥିକ ସମସ୍ୟା ସମ୍ପୂର୍ଣ ରୂପେ ଦୂର ହୋଇଥାଏ | ଫ୍ରେଣ୍ଡସ ଏହି ମହା ବିସୁଭା ପାନ ସଂକ୍ରାନ୍ତି କୁ ହନୁମାନ ଜୟନ୍ତୀ ରୂପରେ ପାଳନ କରାଯାଇଥାଏ |

ଏବଂ ଏହି ଦିନ ଭଗବାନ ହନୁମାନ ଙ୍କ ପୂଜା କରି ଏହି ଉପାୟ କରିବା ଦ୍ୱାରା ଆପଣ ଙ୍କ ଗୃହ ରେ ସୁଖ ସମ୍ବୃଧି ଲାଗିରହିଥାଏ ଏବଂ ଏହା ଛଡା ସମସ୍ତ ମନୋସ୍କାମନା ଦୂର ହୋଇଥାଏ ଭଗବାନ ହନୁମାନ ଙ୍କୁ ପ୍ରଭୁ ଶିବ ଙ୍କ ଏକାଦଶ ରୁଦ୍ର ଅବତାର ବୋଲି କୁହାଯାଏ | ସେଥିପାଇଁ ଭଗବାନ ଅତି ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ତେବେ ଫ୍ରେଣ୍ଡସ ଆସନ୍ତୁ ଜାଣିବା ସେହି ସବୁ ଉପାୟ ମାନଙ୍କ ବିଷୟ ରେ | ଯାହା କରିବା ଦ୍ଵାରା ଆପଣ ଙ୍କ ଘରେ ସୁଖ ସମ୍ବୃଧି ଲଗିରହିବା |

ନମ୍ବର ୧ ପଣା ସଙ୍କରାନ୍ତୀସଂକ୍ରାନ୍ତି ବା ହନୁମାନ ଜୟନ୍ତୀ ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତ ରୁ ଉଠି ସ୍ନାନ ସ୍ୱଚ୍ଛ ଆଦି ସାରି ଲାଲ ରଙ୍ଗ ର ବସ୍ତ୍ର ପରିଧାନ କରି କୌଣସି ହନୁମାନ ଙ୍କ ମନ୍ଦିର ରେ ହନୁମାନ ଙ୍କ ପୂଜାର୍ଚ୍ଚନା କରି ଲାଲ ରଙ୍ଗ ର ଉତ୍ତରୀୟ ହନୁମାନ ଙ୍କୁ ଅର୍ପଣ କରନ୍ତୁ | ଏହି କରିବା ଦ୍ଵାରା ଆର୍ଥିକ ସମସ୍ୟା ର ସମାଧାନ ହୋଇଥାଏ | କେବେ ଆର୍ଥିକ ସମସ୍ୟା ଦେଖା ଦେଇନଥାଏ |

ନମ୍ବର ୨ ପଣା ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସ୍ୱଚ୍ଛ ଆଦି ସାରି ଗୋଟିଏ ଅଶ୍ବସ୍ତ ପତ୍ର ଅନାନ୍ତୁ ଯେପରି ପତ୍ର ଟି ଫଟା ହୋଇନଥିବ | ଏହି ପତ୍ର କୁ ଧୋଇ କେଶର ଓ ଚନ୍ଦନ ରେ “ଶ୍ରୀ ରାମ ” ନାମ ଲେଖାନ୍ତୁ | ଏବଂ ହନୁମାନ ଙ୍କ ପୂଜା ସ୍ଥଳ ରେ ରଖିଦିଆନ୍ତୁ ତାପର ଦିନ ପତ୍ର କୁ ଆଣି ନିଜ ପର୍ସ ରେ ରଖିଦିଅନ୍ତୁ | ଏହିପରି କରିବା ଦ୍ଵାରା ଟଙ୍କା ପଇସା ର ଅଭାବ ହୋଇନଥାଏ |

ନମ୍ବର ୩ ଫ୍ରେଣ୍ଡସ ନିଜ ଗୃହ ରେ ପରଦା ରେ ନିର୍ମିତ ହନୁମାନ ଙ୍କ ପ୍ରତିମା ସ୍ଥାପନ କରନ୍ତୁ ପରଦା କୁ ଗ୍ରସରଜ କୁହାଯାଇଥାଏ | ଏବଂ ଏହି ପ୍ରତିମୂର୍ତ୍ତି ପୂଜା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ରେ ପୂର୍ଣ୍ଣ ସଫଳତା ମିଳିଥାଏ | ଏବଂ ଗୃହ ର ସମସ୍ତ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ତାନ୍ତ୍ରିକ ଶକ୍ତିର ପ୍ରଭାବ ମଧ୍ୟ ପଡ଼ିନଥାଏ |

ନମ୍ବର ୪ ଫ୍ରେଣ୍ଡସ ହନୁମାନ ଜୟନ୍ତୀ ଦିନ ସନ୍ଧ୍ୟ ରେ ପାଖ ର କୌଣସି ହନୁମାନ ମନ୍ଦିର କୁ ଯାଇ ଭଗବାନ ଙ୍କ ସମ୍ମୁଖ ରେ ଗୋଟିଏ ଗାଈ ଘିଅ ଓ ଗୋଟିଏ ରାଶି ତେଲ ର ଦୁଇଟି ଅଖଣ୍ଡ ଦ୍ଵୀପ ଜଳାନ୍ତୁ ଦୁଇଟି ଅଖଣ୍ଡ ଦ୍ଵୀପ ଜାଳିବା ପରେ ହନୁମାନ ଚାଳିଶା ମଧ୍ୟ ଜପାନ୍ତୁ | ପ୍ରଭୁ ହନୁମାନ ଙ୍କ କୃପା ପାଇବାର ଏହା ସବୁଠାରୁ ସହଜ ଉପାୟ ଅଟେ ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ |

ନମ୍ବର ୫ ଏହି ଦିନ ଆପଣ ପ୍ରାତଃ ସ୍ନାନ ସ୍ୱଚ୍ଛ ଆଦି ସାରି ଠାକୁର ଘରେ ପୂଜା ପାଠ କରିସାରିବା ପରେ ରାମ ରକ୍ଷା ସୂତ୍ର ପାଠ କରନ୍ତୁ | ଏବଂ ଏହାପରେ ହନୁମାନ ଙ୍କୁ ଗୋଟିଏ ପାନପତ୍ର ରେ ଗୁଡ ଓ ଚୁନ ରଖି ଭୋଗ କରନ୍ତୁ | ଏହା କରିବା ଦ୍ୱାରା ଗୃହ ରେ ସୁଖ ଶାନ୍ତି ଓ ସଂବୃଦ୍ଦି ଲଗୀରହିବା |

ନମ୍ବର ୬ ଫ୍ରେଣ୍ଡସ ପ୍ରଭୁ ହନୁମାନ ଙ୍କୁ ପ୍ରଭୁ ହନୁମାନ ଙ୍କୁ ପ୍ରସନ୍ନ କରିବାକୁ ଏହି ଦିନ ପ୍ରଭୁ ହନୁମାନ ଙ୍କୁ ଗୋଲାପ ର ମାଲ ଚଢାନ୍ତୁ ଏବଂ ଗୋଟିଏ ନଡିଆ ରେ ସ୍ଵସ୍ତିକ ଚିହ୍ନ କରି ନଡ଼ିଆ କୁ ଭଗବାନ ଙ୍କୁ ଅର୍ପଣ କରନ୍ତୁ ଏହି ପରି କରିବା ଦ୍ଵାରା ଯଦି ଆପଣଙ୍କର ଖରାପ ସମୟ ଚାଲିଛି ତାହା ନିଶ୍ଚିନ୍ତ ଭାବରେ ଦୂର ହୋଇଥାଏ | ତେବେ ଫ୍ରେଣ୍ଡସ ଏହି ଉପାୟ ଗୁଡ଼ିକୁ ଏହି ପଣା ସଂକ୍ରାନ୍ତି ରେ ପାଳନ କରି ଭଗବାନ ଙ୍କ ଆଶ୍ରିବାଦ ନିଶ୍ଚିନ୍ତ ପ୍ରାପ୍ତି କରନ୍ତୁ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.