ଦର୍ଶକବନ୍ଧୁ ବର୍ତମାନ PM କିଷାନ ଯୋଜନକୁ ନେଇ ଆସିଲା ବହୁତ ବଡ ଖୁସି ଖବର ଏବେ PM କିଷାନ ଯୋଜନରେ ଫୁଣି ମିଳିବାକୁ ଯାଉଛି 11 କିସ୍ତି 400 ଟଙ୍କା ତେବେ ଦର୍ଶକବନ୍ଧୁ କେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା ତା ସହିତ କେବେ ମିଳିବ ଏହି 400 ଟଙ୍କା
ତେବେ ଆପଣଙ୍କୁ ଟଙ୍କା ମିଳିନାହିଁ ତେବେ କଣ କରିବେ ଆସନ୍ତୁ ଜାଣିନେବା | ଦର୍ଶକବନ୍ଧୁ ଆପଣ ଯଦି ପ୍ରଧାନ ମନ୍ତ୍ରୀ କିଷାନ ନିଧି ଯୋଜନ ହିତାଧୀ କରି ତେବେ ଆପଣଙ୍କ ପାଖରେ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ ମିଡ଼ିଆ ରିପୋଟ ଅନୁସସାରେ PM ଯୋଜନାର 11 ତମ କିସ୍ତି ଏପ୍ରାଲିରେ ଜାରି କରା ଯିବ |
କିନ୍ତୁ ଏହା ପୃର୍ବରୁ E KYC ପୁରଣ କରିବାକୁ ପଡିବ ଅର୍ଥାତ ଏହି 11 ତମ କିସ୍ତି ପାଇଁ ଚାଷୀଙ୍କୁ ଅନେକ ନିୟମ ସହ ଆବେଦନ କରିବାକୁ ପଡିବ ଆସନ୍ତୁ ଜାଣିବା କଣ ରହିଛି |
ପ୍ରଧାନ ମନ୍ତ୍ରୀ କିଷାନ ନିଧି ଯୋଜନା ଅଧୀନରେ ମୋଦି ସରକାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳକ 6000 ଟଙ୍କା ପଠାଉଛନ୍ତି ସରକାର ଏହି ଟଙ୍କାକୁ 3ଟି କିସ୍ତିରେ ଚାଷୀଙ୍କୁ ଦଉଛନ୍ତି ପ୍ରତେକ କିସ୍ତିରେ 2000 ଟଙ୍କା ଦିଆଯାଉଛି ଵର୍ତମାନ ପର୍ୟ୍ଯନ୍ତ ଏହି ଯୋଜନାର 10ଟି କିସ୍ତିର କୃଷକ ବ୍ୟାଙ୍କ ଖାତାରେ ପହଞ୍ଚି ସାରିଛି |
ଏବେ ଚାଷୀ ମାନେ 11 ତମ କିସ୍ତିକୁ ଅପେକ୍ଷା କରିଛନ୍ତି କୁହାଯାଉଛି ଯେ ଏକାଦଶ କିସ୍ତି ଏପ୍ରିଲ ମାସରେ ଆସିଯିବ E KYC କରିବା ଅବଶକ୍ୟ PM କିଷାନ ପୋଟଳରେ ଆଧାର ସହିତ PTO ପଞ୍ଜିକରଣ କରିବାକୁ ପଡିବ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …