Breaking News

PM କିଷାନ ଯୋଜନା ରେ ଆସିଲା 2000, ଆପଣଙ୍କ ଖାତା କୁ ଯଦି ଆସିନି ଶୀଘ୍ର ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ PM କିଶନ ଯୋଜନାକୁ ନେଇ ଆସିଲା ବଡ଼ ଖବର ପମ କିଶନ ସମ୍ମାନ ନିଧି ଲାଭ ନେଉଛନ୍ତି 33 ହଜାର କୃଷକ ଜାଣନ୍ତୁ କେଉଁ ଚାଷୀ ଏହି ଯୋଜନାରେ ଲାଭ ନେଉଛନ୍ତି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ଉତ୍ତର ପ୍ରଦେଶ ରଜକର୍ଲି ଜିଲ୍ଲାର 33 ହଜାର 936 ଟି ଏମିତି କୃଷକ ରହିଛନ୍ତି ।

କାଗଜ ପତ୍ରରେ ସେମାନେ ମୃତ୍ୟୁ ହୋଇଥିବା ବେଳେ କିନ୍ତୁ କୃଷକ ସମ୍ମାନ ନିଧିର ଲାଭ ନେଉଛନ୍ତି କୃଷି ନିର୍ଦ୍ଦଶାଳୟ ଲକ୍ଷ୍ନୌ ରୁ ଆସିଥିବା ଏକ ରିପୋର୍ଟ ରୁ ଏହା ଜଣା ପଡ଼ିଛି । ନିର୍ଦ୍ଦଶାଳୟ ରୁ ପଠା ଯାଇଥିବା ସୂଚୀ ଆଧାରରେ କୃଷି ବିଭାଗ ଜିଲ୍ଲାରେ 6 ତହସିଲର ଉପ ଜିଲ୍ଲା ଅଧିକାରୀଙ୍କୁ ପତ୍ର ଲେଖି ମୃତୁ କୃଷକ ଙ୍କ ଚିହ୍ନଟ କରିବାକୁ କହିଛନ୍ତି ।

ସୂଚନା ଅନୁସାରେ 2019 ରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ସମ୍ମାନ ନିଧି ଯୋଜନାରେ ଶୁଭାରମ୍ଭ କରିଥିଲେ । ଯୋଜନା ଅନୁଯାୟୀ ପ୍ରତି ବର୍ଷ କୃଷକଙ୍କ ଜମା ଖାତାକୁ 6 , 6 ହଜାର ଟଙ୍କା ପଠା ଯାଉଛି । ଜୁନ ମାସ ରେ କୃଷି ନିର୍ଦ୍ଦଶାଳୟ ରୁ ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ସେହି କୃଷକ ସୂଚୀ ପଠା ଯାଇଥିଲା ।

ଯେଉଁ ମାନେ ପମ କିଶନ ସମ୍ମାନ ନିଧି ଯୋଜନାରେ ଲଭର୍ଥି ରହିଛନ୍ତି । ହେଲେ ସେମାନଙ୍କର ମୃ-ତ୍ୟୁ ହୋଇ ସାରିଛି ।

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.