Breaking News

PM କିଷାନ ଯୋଜନା ର ଟଙ୍କା ପାଉଥିବା ଲୋକ ହୋଇଯାଆନ୍ତୁ ସାବଧାନ କଟିପାରେ ଆପଣଙ୍କ ନାଁ ଶୀଘ୍ର କରନ୍ତୁ ଏହି କାମ !

ବନ୍ଧୁଗଣ ଦେଶରେ PM କିଷାନ ଯୋଜନାରେ ସରକାର ବଡ଼ ପରିବର୍ତନ କରିଛନ୍ତି ଯାହା ଫଳରେ ଚାଷୀଙ୍କୁ ମିଳିବ ଅନେକ ଫାଇଦା ତେବେ ଯଦି ଆପଣ ପ୍ରଧାନ ମନ୍ତ୍ରୀ କିଷାନ ସମ ନିଧି ଯୋଜନା ଅଧୀନରେ ପଇସା ପାଉଛନ୍ତି ତେବେ ଲିଷ୍ଟରେ ଯଦି ଆପଣଙ୍କର ନାମ ଅଛି ତେବେ ନିହାତି ସମ୍ପୂର୍ଣ୍ଣ ଖବରଟିକୁ ଜଣାନ୍ତୁ ପ୍ରଧାନ ମନ୍ତ୍ରୀ କିଷାନ ସମାନିଧି ଯୋଜନା ଅଧୀନରେ ୨ହଜାର ଟଙ୍କାର 3ଟି କିସ୍ତି ଅର୍ଥାତ 6 ହଜାର ଟଙ୍କା ସିଧା ସଳକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି |

ତେବେ ଦର୍ଶକବନ୍ଧୁ ଏହା ସହ ଚାଷୀଙ୍କୁ ବନ୍ଧନ ଯୋଜନାର ଲାଭ ମଧ୍ୟ ମିଳୁଛ ତେବେ ପିଏମ କିଷାନ ସାମନିଧିର ଦ୍ୱାଦଶ କିସ୍ତିକୁ ଚାହିଁବସିଛନ୍ତି ଦେଶର 10 କୋଟି ଅଧିକ ଚାଷୀ କିନ୍ତୁ ଦ୍ୱାଦଶ କିସ୍ତି ଆକାରରେ ବ୍ୟାଙ୍କ ଖାତାକୁ ଆସିବା ପୂର୍ବରୁ ସରକାର ଏକ ବଡ଼ ପରିବର୍ତନ କରିଛନ୍ତି ଏହା ଅଧୀନରେ ହିତାଧିକାରୀ ମାନେ ସେମାନଙ୍କର ଆଧାର ନମ୍ବରରେ ସ୍ଟାଟସ ଦେଖିପାରିବେ ନାହିଁ |

ବନ୍ଧୁଗଣ ହିତାଧିକାରୀଙ୍କ ପାଇଁ ସରକାର ଆଉ ଏକ ସୁବିଯା ଦେଇଦେଇଛି ଫୁଣି ଠାରେ ପିଏମ କିଷାନ ନିଧିର ହିତାଧିକାରୀ ମାନେ ସେମାନଙ୍କ ମୋବାଇଲି ନମ୍ବର ରୁ ସ୍ଟାଟସ ଚେକ କରିପାରିବେ ଏହା ବେତିତ ଆପଣ ଅଞ୍ଜିକାରଣ ନମ୍ବର ରୁ ମଧ୍ୟ ସ୍ଟାଟସ ବି ଚେକ କରିପାରିବେ |

ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ଅନେକ ପରିବର୍ତନ କରାଯାଇଛି ଲକ୍ଷ ଲକ୍ଷ ଅଯୋଗ୍ୟ ବ୍ୟକ୍ତି ପ୍ରଧାନ ମନ୍ତ୍ରୀ କିଷାନ ନିଧି ସୁବିଧା ଉଠାଉଛନ୍ତି ବୋଲି ସରକାର ମଧ୍ୟ ସୂଚନା ପାଇଛନ୍ତି |

ବନ୍ଧୁଗଣ ଏହାକୁ ଦୃଷ୍ଟିରେ ରଖି E-KYC ବାଧ୍ୟତା ମୂଳକ କରାଯାଇଛି ଏଥର E-KYC ସରକାରଙ୍କ ପକ୍ଷରୁ E-KYC କରିବାର ଶେଷ ସୁଯୋଗ ଦିଆଯାଇଛି ଯଦି ଆପଣ E-KYC କରି ନାହାନ୍ତି ତେବେ ଆପଣଙ୍କର ଦ୍ୱାଦଶ କିସ୍ତି ବନ୍ଦ ହୋଇପାରେ ଯେଉଁ ଚାଷୀ ମାନଙ୍କ ଖାତାକୁ ଏକାଦଶ କିସ୍ତି ଆସିନାହିଁ E-KYC କରିବା ପରେ ସେମାନଙ୍କ ଟଙ୍କା ଆସିଯିବ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.