Breaking News

Pm Kisan ଯୋଜନାର ଚାଷୀଙ୍କୁ ୩୧ ଜୁଲାଇ ସୁଦ୍ଧା ଯଦି ନକରନ୍ତି ଏହି କାମ, ତାହାନେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିବା ନାହିଁ ଟଙ୍କା, ଦେଖନ୍ତୁ କଣ କରିବାକୁ ପଡିବ ଜଳଦି କରନ୍ତୁ ଏହି କାମ !

ଦର୍ଶକବନ୍ଧୁ ପିଏମ କିସାନ ଯୋଜନା ଫାଇଦା ନେଉଥିବା ଚାଷୀଙ୍କୁ 31 ଜୁଲାଇ ସୁଦ୍ଧା କରିବାକୁ ପଡିବ ଏହି ସବୁ କାମ ନଚେତ ସେମାନଙ୍କୁ ଆଗାମୀ କିସ୍ତିର ପଇସା ମିଳିବ ନାହିଁ ଯେଉଁ ଚାଷୀ ପପିଏମ କିଷାନ ଯୋଜନାର ଲାଭ ନେଉଛନ୍ତି ସେମାନଙ୍କୁ 31 ଜୁଲାଇ ସୁଦ୍ଧା kyc କରିବା ଜରୁରୀ ଅଟେ 31 ଜୁଲାଇ ସୁଦ୍ଧା E-kyc ନ କରିଲେ ଚାଷୀଙ୍କୁ ଆଗାମୀ କିସ୍ତିର ପଇସା ମିଳିବ ନାହିଁ |

ତେବେ ଦର୍ଶକବନ୍ଧୁ ଆପଣ ଘରେ ବସି କିଭଳି kyc କରି ପାରିବେ ଏବଂ ପିଏମ କିଷାନ ରେ ଆପଣଙ୍କ ନାମ ରେଜିଷ୍ଟ ହୋଇଛି କି ନାହିଁ ଆପଣ ମଧ୍ୟ ତାହାକୁ ନିଜ ମୋବାଇଲି ମାଧ୍ୟମରେ ଚେକ କରିପାରିବ ତେବେ କିଭଳି ଭାବରେ କରିବେ ସମ୍ପୂର୍ଣ୍ଣ ଖବର ଏହି ଥିରେ ଜଣାନ୍ତୁ ଆପଣ କିବୋଲି ଭାବରେ ଘରେ ବସି କରି ପାରିବେ E-kyc ଚାଷୀଙ୍କୁ ଦୁଇଟି ଉପାୟରେ ପିଏମ କିଷାନ ପାଇଁ E-kyc ପୁରା କରି ପାରିବେ |

ଚାଷୀ ନିଜ ନିକଟସ୍ଥ କମନ ସରିଭିସ ସେଣ୍ଟର ବା csc ଯାଇ ନିଜ E-kyc କରି ପାରିବେ ଏହା ବେତିତ E-kyc କରିବା ପକ୍ରିୟା ଘରେ ବସି online ପିଏମ ଚାଷୀଙ୍କ ଅଫିସିଆଲ ସାଇଟି ମାଧ୍ୟମରେ ପୁରା କରିପାରିବେ ଏଥିପାଇଁ ଆପଣଙ୍କ ଆଧାର କାର୍ଡରେ ଆପଣଙ୍କ ମୋବାଇଲ ନମ୍ବର ଲିଙ୍କ ହେବ ଉଚିତି ଲିଙ୍କି ହେବ ପରେ ଆପଣ ଲାପଟୋପ କିମ୍ବା ମୋବାଇଲିରୁ OTP ଜରିଆରେ E-kyc ଘରେ ବାଇ ପୁରା କରିପାରିବେ |

ତେବେ କିଭଳି ଭାବରେ ଚେକ କରିବେ ଷ୍ଟାଟସ ଯଦି ଆପଣ ଏହି ସ୍କିମ ପାଇଁ ରେଜିଷ୍ଟାର କରିଛନ୍ତି ତେବେ ଆପଣ ପିଏମ କିଷାନ ପୋଟାଲକୁ ଯାଇ ନିଜର ନାମକୁ ଚେକ କରି ପାରିବେ ନାଁ ଚେକ କରିବାର କଣ ଉପାୟ ରହିଛି ଚାଲନ୍ତୁ ଜାଣିବା | ସର୍ବେ ପ୍ରଥମେ ପିଏମ କିଷାନର ପୋଟାଲ ୱେବ ସାଇଟିକୁ ଯାଇ ଚେକ କରିପାରିବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.