Breaking News

ପିତୃ ପୁରୁଷ ଙ୍କୁ ପୂଜା ରେ ଦେଉଥିବା ଭୋଗ ତାଙ୍କୁ ମିଳେ କି !

ନମସ୍କାର ବନ୍ଧୁଗଣ ପିତୃ ପୁରୁଷଙ୍କ ନାମରେ ଦିଆଯାଇଥିବା ପଦାର୍ଥ ସେମାନଙ୍କୁ ମିଳେ କି ଉତ୍ତର ଯାହୁ ହିଁ ମିଳେ ତେବେ ଚାଲନ୍ତୁ ତାହାର ସଂପୂର୍ଣ୍ଣ ବିବରଣୀ ଜାଣିବା କିପରି ତାଙ୍କୁ ଖାଦ୍ୟ ପଦାର୍ଥ ମିଳିଥାଏ।

ବନ୍ଧୁଗଣ ମୃତ୍ୟୁପରେ ସେମାନେ ଯେକୌଣସି ଦେହ ଲାଭ କରିଲେ ସୁଧା ଦିଆଯାଇଥିବା ପିଣ୍ଡ ସେମାନଙ୍କୁ ଆବଶ୍ୟକ ହେଉଥିବା ଖାଦ୍ୟ ପଦାର୍ଥ ରୂପରେ ପ୍ରାପ୍ତ ହୁଏ କେହି ପଶୁ ଦେହ ପାଇଥିଲେ ପିଣ୍ଡ ଘାସ ହୋଇଥାଏ କେହି ଦେହ ଦେହ ପାଇଲେ ପିଣ୍ଡ ଅମୃତ ହୋଇଯାଏ।କେହି ଆମ ଦେଶରୁ ଆମେରିକାକୁ ଟଙ୍କା ପଠାଇଲେ ତାହା ଯେପରି ଡଲାର୍ ରେ ପରିଣତ ହୋଇ ନିର୍ଦ୍ଧିଷ୍ଟ ଲୋକକୁ ମିଳେ ପିତୃ ପୁରୁଷଙ୍କ ନାମରେ ଦିଆଯାଇଥିବା ପିଣ୍ଡ ଜଳ ଅନ୍ୟାନ୍ୟ ଦ୍ରବ୍ୟ ଦାନକୁ ସେହିଭଳି ବୁଝିବାକୁ ହେବ।

ଫ୍ରେଣ୍ଡ୍ସ ଆଜି ଆମମାନଙ୍କୁ ଯେଉଁ ଅନ୍ନ ବସ୍ତ୍ର ମିଳୁଛି ତାହା ଆମର ପୂର୍ବ କୃତ ଭଲ କର୍ମର ଫଳ ହୋଇପାରେ ଅର୍ଥାତ୍ ଆମ ପୂର୍ବ ପୁତ୍ର ପୁତ୍ରାଧିକା ମାନଙ୍କର ଫଳ ମଧ୍ୟ ହୋଇପାରେ ଯାହା ହେଲେ ବି ଏହା ଆମର ପ୍ରାରବ୍ଧ।ମନେକର ଜଣେ ବ୍ୟକ୍ତି ବ୍ୟାଙ୍କ୍ ରେ ୧ ଲକ୍ଷ ଟଙ୍କା ଜମା ରଖିଛନ୍ତି କିଛି ନିଜ ନାମରେ କିଛି ପତ୍ନୀଙ୍କ ନାମରେ ଓ କିଛି ପୁତ୍ର ନାମରେ କିନ୍ତୁ ସେ କେବଳ ନିଜ ନାମରେ ରଖିଥିବା ଟଙ୍କା ହିଁ ସେ ଉଠାଇ ପାରିବେ ପୁତ୍ର ବା ସ୍ତ୍ରୀର ଟଙ୍କା ନୁହେଁ।

ଦର୍ଶକବନ୍ଧୁ ଠିକ୍ ସେହିପରି ପିତୃ ପୁରୁଷଙ୍କ ନାମରେ ଦିଆଯାଉଥିବା ପିଣ୍ଡ ସେମାନଙ୍କୁ ହିଁ ମିଳେ। ଅବଶ୍ୟ ଜୀବିତ ଥିବା ସମୟରେ ଗୟାକୁ ଯାଇ ନିଜ ନାମରେ ପିଣ୍ଡ ଦେଲେ ମୃତ୍ୟୁପରେ ତାହା ନିଜକୁ ନିଜକୁ ମିଳିଥାଏ। ଗୟାରେ ପଶୁପକ୍ଷୀଙ୍କ ନାମରେ ଦିଆଯାଉଥିବା ପିଣ୍ଡ ମଧ୍ୟ ସେମାନଙ୍କୁ ମିଳେ।ଜଣେ ବ୍ୟକ୍ତି ତାଙ୍କ ଗାଈକୁ ବୋହୁତ ସ୍ନେହ କରୁଥିଲେ ଗାଈ ମରିଯିବା ପରେ ସେହି ବ୍ୟକ୍ତିକୁ ସ୍ବପ୍ନରେ ଗାଈ ଦୁଃଖୀ ଥିବା ପରି ଦେଖାଗଲା।

ବନ୍ଧୁଗଣ ଗୟା ଯାଇ ସେ ଗାଈ ନାମରେ ପିଣ୍ଡ ଦେଲେ ଏହା ଫଳରେ ସ୍ୱପରେ ସେ ଗାଈ ଅତି ପ୍ରସନ୍ନ ଥିବାର ଦେଖିଲେ ଆଉ ପାଖରେ ଥିବା ଧନ ମଧ୍ୟରୁ କିଛି ଆମର ନିଜ ଅର୍ଜିତ ଏବଂ ଆଉ କିଛି ଆମ ପୂର୍ବ ପୁରୁଷଙ୍କ ଅର୍ଜିତ ସହ ଅର୍ଜିତ ଧନ ଉପରେ ଆମର ଅଧିକାର ଅଛି |

ବନ୍ଧୁଗଣ ପୂର୍ବ ପୁରୁଷଙ୍କ ଆମର ସେତେ ଅଧିକାର ନାହିଁ।ବଂଶ ପରମ୍ପରା କ୍ରମରେ ପୂର୍ବ ପୁରୁଷଙ୍କ ଧନ ଉପରେ ଆମର ପିତ୍ର ପୌତୃକଙ୍କ ଅଧିକାର ରହିଛି ତେଣୁ ସେମାନଙ୍କ ଦ୍ୱାରା ପ୍ରଦତ୍ତ ପିଣ୍ଡ ପିତୃ ପୁରୁଷଙ୍କୁ ମିଳେ। ମୃତ୍ୟୁପରେ ସମସ୍ତେ ଯିଏ ପିତୃ ଲୋକଙ୍କୁ ଯାଆନ୍ତି ଏପରି କୌଣସି ନିୟମ ନାହିଁ ନିଜ ନିଜ କର୍ମ ଅନୁସାରେ ଗତି ଓ ଫଳ ମିଳେ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.