Breaking News

ପିମ୍ପୁଡ଼ି ଘରକୁ ଆସିବାର ସାଂଘାତିକ ଅର୍ଥ, ଶୁଭ ନା ଅଶୁଭ ଆପଣ ଜାଣିଛନ୍ତି କି !

ଦର୍ଶକବନ୍ଧୁ ଆମେ ସମସ୍ତେ ପିମ୍ପୁଡିକୁ ସାଧାରଣ ଜୀବ ବୋଲି ଭାବିଥାଉ କିନ୍ତୁ ଏହି ପିମ୍ପୁଡ଼ି ଗରିବାକୁ କୋଟିପତି କରିଦେବ ଏବଂ କୋଟିପତିକୁ ଗରୀବ ମଧ୍ୟ କରିଦେଇଥାଏ। ପିମ୍ପୁଡ଼ି ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ପୂର୍ବାନୁମାନ ମଧ୍ୟ କରିଦେଇଥାଏ। ଯଦି ଆପଣଙ୍କ ଘରର କୌଣସି ସ୍ଥାନରେ ପିମ୍ପୁଡ଼ି ଦେଖାଯାଏ ତେବେ ତାହା କିଛି ଭିନ୍ନ ସଙ୍କେତ ଦେଇଥାଏ।

ତେବେ ଦର୍ଶକବନ୍ଧୁ ଆଜି ଆସନ୍ତୁ ନାଲି ପିମ୍ପୁଡ଼ି ଦେଖିବାର ଅର୍ଥ ବିଷୟରେ ଜାଣିବା। ବନ୍ଧୁଗଣ ଯଦି ଆପଣ ନିଜ ଘରର କୌଣସି ସ୍ଥାନରେ ନାଲି ପିମ୍ପୁଡିକୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କ ଉପରେ କରଜର ଭାର ରହିବ। ନାଲି ପିମ୍ପୁଡ଼ି ଘରକୁ ଆସିବାର ଅର୍ଥ ଏହା ପ୍ରଦାନ କରିଥାଏ ଯେ ଆପଣ ଭବିଷ୍ୟତରେ କୌଣସି ଧାର କରଜ କରିବେ ଏବଂ ସେହି କରଜରେ ବୁଡ଼ି ରହିବେ।

ବନ୍ଧୁଗଣ କିଛି ଲୋକମାନେ ଅଛନ୍ତି ଯେଉଁମାନେ ନାଲି ପିମ୍ପୁଡ଼ି ଦେଖିବା ଦ୍ଵାରା ତାଙ୍କୁ ପିମ୍ପୁଡ଼ି ମରା ଔଷଧ ପକାଇ ମାରିଦିଅନ୍ତି କିନ୍ତୁ ଏପରି କରିବା ସଂପୂର୍ଣ୍ଣ ଭାବରେ ଅନୁଚିତ୍ ଏହାଦ୍ବାରା ଆପଣ ଜୀବହତ୍ୟାର ଭାଗିଦାରୀ ହୋଇଥାନ୍ତି।

ତେଣୁ ଆପଣ ଅନ୍ୟ କୌଣସି ଉପାୟରେ ପିମ୍ପୁଡ଼ିକୁ ଘରୁ ବାହାର କରିଦିଅନ୍ତୁ କିନ୍ତୁ ଜୀବନରୁ ମାରନ୍ତୁ ନାହିଁ। ଏହା ମନେରଖନ୍ତୁ ଯେ ନାଲି ପିମ୍ପୁଡ଼ି ଅଶୁଭର ପ୍ରତୀକ ହୋଇନଥାଏ ଏହା କେବଳ ଭବିଷ୍ୟତରେ ହେବାକୁ ଥିବା ବିପଦର ସଙ୍କେତ ଦେଇଥାଏ।

ଆପଣ ଭାବୁଷ୍ୟତରେ ହେବାକୁ ଥିବା କରଜରୁ ମୁକ୍ତି ପାଇବା ପାଇଁ ଏକ ଲେମ୍ବୁକୁ ଫଳ କରି ଯେଉଁ ସ୍ଥାନରେ ନାଲି ପିମ୍ପୁଡ଼ି ବାହାରୁଛନ୍ତି ସେହି ସ୍ଥାନରେ ରଖି ଦିଅନ୍ତୁ ଏହାଦ୍ବାରା ପିମ୍ପୁଡ଼ିମାନେ ଆପେ ଆପେ ସେହି ସ୍ଥାନରୁ ଚାଲିଯିବେ ଏବଂ ଆପଣ ଭବିଷ୍ୟତରେ ହେବାକୁ ଥିବା କରଜରୁ ମଧ୍ୟ ମୁକ୍ତିଲାଭ କରିବେ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.