Breaking News

ପିଲାଟିକୁ ଦହିବରା ବିକ୍ରି କରୁଥିବା ଦେଖି ଏମିତି କାମ କଲେ ବର୍ଷା !! ଦେଖିଲେ ଆଖିରୁ ଲୁହ ରହିବନି

ହଁ ବନ୍ଧୁ ଆଜି ଆମେ ଜାଣିବା ବର୍ଷା ପ୍ରିୟଦର୍ଶିନୀ କିପରି ସାମାଜିକ କାମ କରୁଛନ୍ତି ବୁଲି ବୁଲି ଓ ସେ କେଉଁ କାର୍ଯ୍ୟ କରୁଛନ୍ତି ଆସନ୍ତୁ ଜାଣିବା। ଉଲିଉଡ୍ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ତାଙ୍କ ଅଭିନୟ ଦେଖିଥିବେ ଅନେକ ଫିଲ୍ମ୍ ରେ । ସେ ଉଲିଉଡ୍ ର ସୁପର ଷ୍ଟାର୍ ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ଯାଏ ରହିଲାନି ସେମାନେ ପରସ୍ପର ଠାରୁ ଅଲଗା ହୋଇଗଲେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ରେ ଝଗଡ଼ା ହୋଇଯାଇଛି ।

ଏହି ଝଗଡ଼ା ଏତେ ମାତ୍ର ରେ ବଢ଼ି ଯାଉଛି ଯେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦବା ପାଇଁ ଆଗେଇ ଆସିଛନ୍ତି । ଏବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଛାଡ ପତ୍ର ମାମଲା କୋର୍ଟ ରେ ରହିଅଛି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଖା ପାଖି ୧୦ ଟି ଫିଲ୍ମ୍ ରେ ଅଭିନୟ କରିବା ପରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବହୁ ଦିନ ରହିନଥିଲା । ଗତ ଦୁଇ ମାସ ତଳେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ଝଗଡ଼ା ହୋଇଯାଇଥିଲା ।

ଏହି ଝଗଡ଼ା ଏତେ ପରିମାଣ ରେ ବଢ଼ି ଯାଇଥିଲା ଯେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ଼ପତ୍ର ଦେବାପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଏବେ କୋର୍ଟ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ଛାଡ଼ପତ୍ର ମାମଲା ଶୁଣାଣି ଚାଲିଛି। କେଶ ପରେ ଉଲିଉଡ୍ ର କ୍ୱୀନ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସୋସିଆଲ କାମ କାମ କରୁଛନ୍ତି । ଯଥା ସମ୍ଭବ ସେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରୁଛନ୍ତି ଓ ସେ ତାଙ୍କ ଚେଷ୍ଠା ଜାରି ରଖିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଗତ କାଲି ତାଙ୍କ ସୋସିଆଲ ମିଡ଼ିଆ ଏକ ଫଟୋ ପୋଷ୍ଟ କରିଥିଲେ ଓ ଲେଖିଥିଲେ ୧୫ ବର୍ଷୀୟ ଅମିତ୍ ଙ୍କ ବିଷୟ ରେ ଜାଣିବାପରେ ମୁଁ ତାଙ୍କ ପାଖରେ ପହଞ୍ଚିଥିଲି ।

ପିତା ଙ୍କ ଅକାଳ ବିୟୋଗ ପରେ ଅମିତ୍ ପରିବାର ର ଭରଣ ପୋଷଣ କରିବା ପାଇଁ ଉତ୍କଳ ବିଶ୍ଵ ବିଦ୍ୟାଳୟ ପରିସର ରେ ଏକ ଛୋଟ ଉଠା ଦୋକାନ ଚଳାଉଛନ୍ତି । ପ୍ରକୃତ କଥା ହେଉଛି ଯେ ଏତେ ଅସୁବିଧା ରେ ଥିଲେ ମଧ୍ୟ ଅମିତ୍ ସଦାସର୍ବଦା ହସା ହସ ମୁହଁରେ ରହିବା ସହ ତାଙ୍କର ଆନୁଷ୍ଠାନିକ ଶିକ୍ଷା ସମାପ୍ତ କରିବାକୁ ସଂକଳ୍ପ ବଦ୍ଧ୍ । ବଡ଼ କଥା ହେଲା ଯେ ତାଙ୍କ ଇଟିଲୀ କୁ ଖାଇବା ପାଇଁ ଛାତ୍ର ଛାତ୍ରୀ ମାନେ ବହୁତ୍ ପସନ୍ଦ କରିଥାନ୍ତି । ମୋର ସମାଜ କଲ୍ୟାଣ ଜାରି ସଂସ୍ଥା ସମ୍ମାନିତ ତରଫ ରୁ ତାଙ୍କୁ କିଛି ବହି ଓ ପାଠ୍ୟ ଉପକରଣ ଉପହାର ଦେଇଥିବାରୁ ମୁଁ ବହୁତ୍ ଖୁସି ଅଛି । ଖାଲି ସେତିକି କହି ନାହାନ୍ତି ବର୍ଷା ଆହୁରି ତାଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଭବିଷ୍ୟତ ରେ ସେ ତାଙ୍କ ପାଠ ପଢା ପାଇଁ ସହଯୋଗ ମଧ୍ୟ କରିବି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *