Breaking News

ପିଲାଠୁ ନେଇ ବୁଢା କରନ୍ତୁ ଏହି ଉପାୟ ଦେଖିବେ, ଭାୟଙ୍କରରୁ ଭୟଙ୍କର (କାଶ) କେବଳ 2 minute ରେ ଭଲ ହୋଇଯିବ….

ବନ୍ଧୁଗଣ ଆଜି ମୁଁ ଆପଣ ମାନଙ୍କୁ ଏକ ଘେରେଇ ଉପଚାର ବନେଇବା ଦେଖାଇବି ଯାହାର କେବେଳ ଥରେ ମାତ୍ର ସେବନ ଦ୍ୱାରା ଆପଣଙ୍କର କାଶ ଭଳି ସମସ୍ୟ ସବୁଦିନ ପାଇଁ ଦୂର ହୋଇଯିବ | ଛୋଟଠୁ ଆରମ୍ଭ କରି ବଡ଼ ବୁଢା ପର୍ଯ୍ୟନ୍ତ କାଶ ଭଲ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ଆଜିର ଏହି ଉପଚରାତିକୁ ବନାଇବା ବହୁତ ସହଜ ଅଟେ ଏବଂ ଏହା ଏତେ ଚମତ୍କାର ଅଟେ ଯାହା ଆପଣଙ୍କର କାଶ ଜନିତ ସମସ୍ୟାକୁ ସବୁଦିନ ଦୂର କରିଥାଏ ଚାଲନ୍ତୁ ଜାଣିବା ଏହି ଉପଚାରକୁ କେମିତି ବନାଇବେ ଏବଂ ଏହାର ସେବନ ଆପଣ କେମିତି କରିବେ |

ଏହି ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ହେଉଛି ତାହା ଅଟେ ଅଦା | ଅଦା ସମସ୍ତଙ୍କର ରୋଷେଇ ଘରୁ ବହୁତ ସହଜରେ ମିଳିଥାଏ ପ୍ରଥମେ ଆପଣ ଖଣ୍ଡେ ଅଦା ନେଇ ତାହାର ଚୋପାକୁ ଛଡାଇଦିଅନ୍ତୁ ଆଡ଼ରୁ ଚୋପା ଛଡ଼େଇବା ପରେ ଆପଣ ତାହାକୁ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ | ଦ୍ୱତୀୟ ସାମଗ୍ରୀ ହେଉଛି ତାହା ଅଟେ ଲବଙ୍ଗ ଏମିତି ଫୁଲ ଲାଗିଥିବା ଲବଙ୍ଗ ଚାରିରୁ ପାଞ୍ଚଟି ନିଅନ୍ତୁ | ତୃତୀୟ ସାମଗ୍ରୀ ହେଉଛି ତାହା ଅଟେ ଦଶଟି ଗୋଲମରିଚ | ଗୋଲମରିଚ ଏବଂ ଲବଙ୍ଗ ଆପଣଙ୍କ ରୋଷେଇ ଘରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ ତେବେ ଏହି 3ଟି ସାମଗ୍ରୀ ଆପଣଙ୍କୁ ଏଥିପାଇଁ ଆବଶକ୍ୟ |

ପ୍ରଥମେ ଏକ ତାୱା ଗ୍ୟାସ ଉପରେ ବସାନ୍ତୁ ଏବେ ଆପଣ ସେଥିରେ ଲବଙ୍ଗ ଏବଂ ଗୋଲମରିଚ ପକେଇ ଭାଜି ନିଅନ୍ତୁ ଏହାକୁ ଆପଣ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ଏହା କଲା ନପଡିଯିବା ସେତେ ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ | ଦେଖନ୍ତୁ ଗୋଲମରିଚ ଏବଂ ଲବଙ୍ଗ ବହୁତ ଭଲ ଭାବରେ ଭାଜି ହୋଇଗଲା ଏବେ ଆପଣ ଏକ ପତ୍ରକୁ କାଢି ନିଅନ୍ତୁ ଏବଂ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ | ସେହି ଗରମ ତାୱା ରେ ଆପଣ ପୂର୍ବରୁ କାଟି ରଖିଥିବା ଅଦା କୁ ହାଲୁକା ସେକି ଦିଅନ୍ତୁ |

ଏବେ ଆପଣ ପ୍ରଥମେ ଲବଙ୍ଗ ଓ ଗୋଲମରିଚ କୁ କୁଟୀ ନିଅନ୍ତୁ କୁଟିକୁ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଦେଖନ୍ତୁ ଏବେ ଆପଣଙ୍କର ଗୁଣ୍ଡ ପ୍ରସ୍ତୁତ ହୋଇଗଲା ଏବେ ଠିକ ସେହିପରି ଆପଣ ଅଦାକୁ ଛେଚି ନିଅନ୍ତୁ | ଆପଣଙ୍କର କାଶ ଭଳି ସମସ୍ୟାକୁ ଦୂର କରିବା ପାଇଁ କିପରି କରିବେ ପ୍ରଥମେ ଗୋଟେ ପତ୍ର ନିଅନ୍ତୁ ବନ୍ଧୁଗଣ ଏଠାରେ ଆପଣ ଧ୍ୟାନ ପୂର୍ଣ୍ଣକ ଶୁଣନ୍ତୁ ଏହି ଗୋଲମରିଚ ଗୁଣ୍ଡକୁ ଏକ ଚାମଚ ନିଅନ୍ତୁ ଏବଂ ଲବଙ୍ଗ ଗୁଣ୍ଡର ମାତ୍ର ଚିମୁଟାଏ ନିଅନ୍ତୁ ଆପଣ ସେଥିରେ ଅଧା ଚାମଚ ମହୁ ମିଶାନ୍ତୁ ଏବଂ ଏହାକୁ ଭଲସେ ମିଶାଇ ଦିଅନ୍ତୁ |

ଯଦି କାଶ ଭଳି ସମସ୍ୟା ଦୂର କରିବାପାଇଁ ଚାହୁଁଛନ୍ତି ବଡ ଲୋକ କହିଲେ ବର୍ଷରୁ ଆରମ୍ବ କରି 80,90 ବର୍ଷ ବୟସ ପର୍ଯ୍ୟନ୍ତ ଏହାର ସେବନ କରି ପାରିବେ କାଶ ଜନିତ ସମସ୍ୟାକୁ ଦୂର କରିପାରିବେ | ସେମାନେ ଏହି ଗୁଣ୍ଡର ଅଧା ଚାମଚ ନିଅନ୍ତୁ ପ୍ରଥମେ ଆପଣ ଗୋଲମରିଚ ଏବଂ ଲବଙ୍ଗ ଗୁଣ୍ଡର ଅଧା ଚାମଚ ନିଅନ୍ତୁ ସେଥିରେ ଆପଣ ଏକ ଚାମଚ ମହୁ ମିଶାନ୍ତୁ |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.